ETV Bharat / briefs

କେନ୍ଦୁଝରରେ ହୋମ ଡେଲିଭରି ହେବ ମଦ

କେନ୍ଦୁଝର ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହେବ ଵିଦେଶୀ ହୋମ ଡେଲିଭରି ବ୍ୟବସ୍ଥା । ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

author img

By

Published : May 18, 2021, 10:19 PM IST

କେନ୍ଦୁଝରରେ ହୋମ ଡେଲିଭରି ହେବ ମଦ
କେନ୍ଦୁଝରରେ ହୋମ ଡେଲିଭରି ହେବ ମଦ

କେନ୍ଦୁଝର: ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହେବ ଵିଦେଶୀ ହୋମ ଡେଲିଭରି ବ୍ୟବସ୍ଥା । ଏଥିପାଇଁ କେନ୍ଦୁଝର ଜିଲ୍ଲା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଅନୁମତି ମିଳିଛି । ଯାହାକି ସକାଳ 6ଟା ରୁ 12ଟା ମଧ୍ୟରେ ବ୍ୟବସାୟୀମାନେ ଅନଲାଇନ ମାଧ୍ୟମରେ ମଦ ବିକି ପାରିବେ।

ଏହା ସହିତ ସପ୍ତାହନ୍ତ ସଟଡାଉନ ଶନିବାର ଓ ରବିବାର ସାଙ୍ଗକୁ କଣ୍ଟେଟମେଣ୍ଟ ଜୋନରେ ଥିବା ଏହି ଦୋକାନ ଜରିଆରେ ବିକ୍ରି ହୋଇପାରିବ ନାହିଁ। ଏନେଇ ଜିଲ୍ଲାପାଳ ସ୍ୱତନ୍ତ୍ର ଆଦେଶ ଜାରି କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.