ETV Bharat / briefs

ସୋ ରୁମରୁ ଟଙ୍କା ଲୁଟେରାକୁ ଗିରଫ କଲା ପୋଲିସ

author img

By

Published : Jul 28, 2019, 1:06 AM IST

ଗତ 17 ତାରିଖରେ ମୟୂରଭଞ୍ଜ ମାରୁତି ସୁଜୁକି ସୋ ରୁମରୁ ଲୁଟ୍‌ ହୋଇଥିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରି ଟଙ୍କା ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଗତ ୧୮ ତାରିଖରେ ଉଦଳାରେ ଥୁବା ମାରୁତି ସୁଜୁକି ସୋ ରୁମରୁ ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ସୋ ରୁମର ଡ୍ରାଇଭର ବୋଲି ଜଣାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ଉଦଳା ମସଜିଦ ଛକ ନିକଟରେ ଥୁବା ମାରୁତି ସୁଜୁକି ସୋ ରୁମରୁ କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ନଗଦ ୨ ଲକ୍ଷ ୨୬ ହଜାର ଟଙ୍କା ଚୋରି କରି ନେଇଥିବା ୧୮ ତାରିଖ ଉଦଳା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବାର ସପ୍ତାହକ ପରେ ଲୁଟ କରିଥିବା ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଉକ୍ତ ସୋ ରୁମର ଡ୍ରାଇଭର ସତ୍ୟବାନ ପ୍ରଧାନ ବୋଲି ଜଣାଯାଇଛି।

୧୭ ତାରିଖ ବିଳମ୍ବିତ ରାତିରେ ସୋରୁମରେ ପଶି ୨ ଲକ୍ଷ ୨୬ ହଜାର ଟଙ୍କା ଲୁଟ୍‌ କରିଥିବା ପୋଲିସ ଆଗରେ ସ୍ଵୀକାର କରିଛି । ଚୋରି କରିଥିବା ଟଙ୍କାକୁ ନେଇ ନିଜ ଘର ବାଡିରେ ଏକ ଗାତ ଖୋଳି ପଲିଥିନରେ ଟଙ୍କାକୁ ପୁରାଇ ରଖି ଦେଇଥିଲା ଅଭିଯୁକ୍ତ। ଅଭିଯୁକ୍ତ ଗିରଫ ହେବା ପରେ ପୋଲିସ ଅଭିଯୁକ୍ତ ନିକଟରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ସହ ତାକୁ କୋର୍ଟଚାଲାଣ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଗତ ୧୮ ତାରିଖରେ ଉଦଳାରେ ଥୁବା ମାରୁତି ସୂଜୁକି ସୋ ରୂମରୂ ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ୍‌ ଘଟଣାର ତଦନ୍ତ କରି ଅଭିଯୂକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ସୋ ରୂମର ଡ୍ରାଇଭର ବୋଲି ଜଣାଯାଇଛି ।

Body:ମୟୂରଭଞ୍ଜ ଜିଲ୍ଲା ଉଦଳା ମସଜିଦ୍‌ ଛକ ନିକଟରେ ଥୁବା ମାରୂତି ସୂଜୁକି ସୋ ରୁମ ରୁ କେହି ଦୂବୁର୍ତ ବିଳମ୍ବିତ ରାତିରେ ଲୁଟ୍‌ କରି ନଗଦ ୨ ଲକ୍ଷ ୨୬ ହଜାର ଟଙ୍କା ଚୋରି କରି ନେଇଥୁବା ଗତ ୧୮ ତାରିଖ ଉଦଳା ଥାନାରେ ଅଭିଯୋଗ ହୋଇଥୁଲା । ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥୁବା ଏକ ସପ୍ତାହ ପରେ ଲୁଟ୍‌ କରିଥୁବା ଅଭିଯୂକ୍ତକୁ ପୋଲିସ୍‌ ଗିରଫ କରିଛି । ଗିରଫ
ଅଭିଯୂକ୍ତ ଜଣକ ଉକ୍ତ ସୋ ରୂମର ଡ୍ରାଇଭର କପ୍ତିପଦା ଥାନା ଜାରଡା ଗ୍ରାମର ସତ୍ଯବାନ୍‌ ପ୍ରଧାନ ବୋଲି ଜଣାଯାଇଛି । ଅଭିଯୁକ୍ତ ଜଣକ ନିଜେ ସୋ ରୂମର ସ୍କାଏ ଲାଇଟ୍‌ ମଧ୍ଯ ଦେଇ ସୋ ରୂମ ଭିତରକୁ ୧୭ ତାରିଖ ବିଳମ୍ବିତ ରାତିରେ ପଶିବା ପରେ ଟେବୁଲ ଡ୍ର ଖୋଲି ସେଥୁରେ ଥୁବ। ୨ ଲକ୍ଷ ୨୬ ହଜାର ଟଙ୍କା ଲୁଟ୍‌ କରିଥ୍‌ବା ପୋଲିସ୍‌ ଆଗରେ ସ୍ଵୀକାର କରିଛି । ଏହା ପରେ ସେ ଚୋରି କରିଥୁବା ଟଙ୍କାକୁ ନେଇ ନିଜ ଘରବ।ଡିରେ ଏକ ଗାତ ଖୋଳି ପଲିଥିନରେ ଟଙ୍କାକୁ ପୁରାଇ ରଖ୍‌ଦେଇଥୁଲା । ଅଭି ଯୁକ୍ତ ଗିରଫ ହେବା ପରେ ପୋଲିସ୍‌ ଅଭିଯୂକ୍ତ ନିକଟରୂ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି । ଅଭିଯୁକ୍ତକୁ ଆଜି କୋର୍ଟଚାଲ।ଣ ଚାଲାଣ କରିଛି ପୋଲିସ୍‌ ।

ବାଇଟ୍‌ ୧ ¬ ସନାତନ ସାହୁ (ଆଇଆଇସି, ଉଦଳା ଥାନା)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.