ETV Bharat / briefs

ପୂରଣ ହେଲା ପିଲାଦିନର ସ୍ବପ୍ନ, ହେଲିକପ୍ଟରରେ ଉଡିଲେ ‘କୁଡେ ରାମ’ - ହରିୟାଣା

ପିଲା ଦିନର ସ୍ବପ୍ନ ପୂରଣ କଲେ ହରିୟାଣା ଫରିଦାବାଦର ଅବସରପ୍ରାପ୍ତ ଶିକ୍ଷକ କୁଡେ ରାମ । ହେଲିକପ୍ଟରରେ ବସି ଘରକୁ ଆସିଲେ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 1, 2019, 8:30 PM IST

ନୂଆଦିଲ୍ଲୀ: କଥାରେ ଅଛି ସ୍ବପ୍ନ ଦେଖିବା କେବେ ବନ୍ଦ କରିବା କଥା ନୁହଁ । କାରଣ ବେଳେବେଳେ ସ୍ବପ୍ନ ସତ ହୋଇଥାଏ । ଏପରିକି ସ୍ବପ୍ନକୁ ଯଦି ତୁମେ ପୂରା କରିବାକୁ ଚାହିଁବ ତେବେ କେବେ ନା କେବେ ଏହା ନିଶ୍ଚୟ ପୁରା ହୋଇପାରେ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଫରିଦାବାଦର ସଦପୁରା ଗାଁରେ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଖବରଅନୂସାରେ, ସଦପୁରା ଗାଁର କୁଡେ ରାମ ନାମକ ଜଣେ ବ୍ୟକ୍ତିଙ୍କ ଇଚ୍ଛାଥିଲା, ସେ ଅବସର ସମୟରେ ହେଲିକପ୍ଟରରେ ବସି ଘରକୁ ଆସିବେ । କୁଡେ ରାମ ହରିୟାଣାର ଏକ ସ୍କୁଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ଆଉ ତାଙ୍କର ପିଲାଦିନୁ ଇଚ୍ଛା ଥିଲା ସେ ହେଲିକପ୍ଟରରେ ବସିବେ । ଆଉ ତାହା ପୁରଣ ମଧ୍ୟ ହୋଇଛି ।

ଗତ ମଙ୍ଗଳବାର ସେ 60 ବର୍ଷ ବୟଲରେ ଯେବେ ସ୍କୁଲରରୁ ଅବସର ନେଲେ ସେ ହେଲିକପ୍ଟରରେ ବସି ଘରକୁ ଆସିଥିଲେ ଏହାସହ ପରିବାର ଲୋକଙ୍କୁ ମଧ୍ୟ ହେଲିକପ୍ଟରରେ ବସାଇ ବୁଲିଥିଲେ । ଆଉ ଓହ୍ଲାଇବା ବେଳେ କହିଥିଲେଯେ, ଆଜି ମୋ ପିଲାଦିନର ସ୍ବପ୍ନ ପୂରଣ ହେଲା ।

Intro:Body:

pra

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.