ETV Bharat / bharat

Navy Day 2021: ମୁମ୍ବାଇରେ ପ୍ରଦର୍ଶିତ ହେଲା ବିଶ୍ବର ସର୍ବବୃହତ ଖଦି ନିର୍ମିତ ତ୍ରିରଙ୍ଗା

ନୌସେନା ଦିବସରେ ବିଶ୍ବର ସର୍ବବୃହତ ତ୍ରିରଙ୍ଗା ପ୍ରଦର୍ଶିତ । ମୁମ୍ବାଇର ଐତିହାସିକ ଗେଟଓ୍ବେ ଅଫ ଇଣ୍ଡିଆରେ ପ୍ରଦର୍ଶିତ ହେଲା ବିଶ୍ବର ସର୍ବବୃହତ ଖଦି ନିର୍ମିତ ତ୍ରିରଙ୍ଗା । ଲମ୍ବ 225 ଫୁଟ ଓ ପ୍ରସ୍ତ 150 ଫୁଟ । ଅଧିକ ପଢନ୍ତୁ

author img

By

Published : Dec 4, 2021, 9:16 PM IST

Navy Day 2021: ମୁମ୍ବାଇରେ ପ୍ରଦର୍ଶିତ ହେଲା ବିଶ୍ବର ସର୍ବବୃହତ ଖଦି ନିର୍ମିତ ତ୍ରିରଙ୍ଗା
Navy Day 2021: ମୁମ୍ବାଇରେ ପ୍ରଦର୍ଶିତ ହେଲା ବିଶ୍ବର ସର୍ବବୃହତ ଖଦି ନିର୍ମିତ ତ୍ରିରଙ୍ଗା

ମୁମ୍ବାଇ: ଆଜି ନୌସେନା ଦିବସ ପାଳନ କରୁଛି ଦେଶ । ନୌସେନା ଦିବସରେ ବିଶ୍ବର ସର୍ବବୃହତ ତ୍ରିରଙ୍ଗା ପ୍ରଦର୍ଶିତ କରିଛି ଭାରତୀୟ ନୌସେନା । ମୁମ୍ବାଇର ଐତିହାସିକ ଗେଟ-ଓ୍ବେ ଅଫ ଇଣ୍ଡିଆ ନିକଟରରେ ଏହି ବିଶାଳକାୟ ତ୍ରିରଙ୍ଗାକୁ ପଶ୍ଚିମ ନୌସେନା କମାଣ୍ଡ ପକ୍ଷରୁ ପ୍ରଦର୍ଶିତ କରାଯାଇଛି (The Worlds Largest National Flag Unfurled On Navy Day 2021) ।

ଏହି ବିଶାଳ ତ୍ରିରଙ୍ଗା ସମ୍ପୂର୍ଣ୍ଣ ଖଦିରେ ନିର୍ମିତ ହୋଇଥିବାବେଳେ ଏହାର ଲମ୍ବ 225 ଫୁଟ ଓ ପ୍ରସ୍ତ 150 ଫୁଟ ବିଶିଷ୍ଟ । ସେହିପରି ଏହାର ଓଜନ ପ୍ରାୟ 1,400 କିଲୋଗ୍ରାମ ବୋଲି ସୂଚନା ରହିଛି । ଜାତୀୟ ନୌସେନା ନୌସେନା ଦିବସରେ ଦେଶ ଓ ପ୍ରତିଟି ଭାରତୀୟ ପାଇଁ ସୁରକ୍ଷାର ପ୍ରତିଶ୍ରୁତି ଏବଂ ପ୍ରତିବଦ୍ଧତାକୁ ଦର୍ଶାଇବା ପାଇଁ ଏହି ବିଶ୍ବର ସର୍ବବୃହତ ତ୍ରିରଙ୍ଗା ପ୍ରଦର୍ସିତ କରାଯାଇଛି ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

ଏହାବି ପଢନ୍ତୁ- ନେଭି ଡେ' ପାଇଁ ପ୍ରସ୍ତୁତି: ଭାରତୀୟ ନୌସେନା ପକ୍ଷରୁ ଟିଜର ଜାରି

ପ୍ରତିବର୍ଷ ଡିସେମ୍ବର 4 ତାରିଖରେ ଭାରତ ନୌସେନା ଦିବସ ପାଳନ କରିଥାଏ । 1971 ଭାରତ-ପାକ ଯୁଦ୍ଧରେ କରାଚି ବନ୍ଦରରେ ପ୍ରବେଶ କରି ଅଦ୍ଭୁତପୂର୍ବ ପରାକ୍ରମ ଦେଖାଇଥିଲା ଭାରତୀୟ ନୌସେନା । ସେହି ଦିନକୁ ନୌସେନା ଦିବସ ଭାବେ ସାରା ଦେଶ ପାଳନ କରି ଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.