ETV Bharat / bharat

Kulgam encounter: ଦୁଇ ଆତଙ୍କୀ ସଫା, ଏବେ ବି ଗୁଳି ବିନିମୟ ଜାରି

author img

By

Published : May 8, 2022, 4:06 PM IST

କୁଲଗାମ ଏନକାଉଣ୍ଟରରେ ସେନାକୁ ବଡ ସଫଳତା । ଟଳିଲେ ଦୁଇ ଆତଙ୍କୀ, ଏବେ ବି ଜାରି ରହିଛି ଏନକାଉଣ୍ଟର । ଅଧିକ ପଢନ୍ତୁ

Kulgam encounter: ଦୁଇ ଆତଙ୍କୀ ସଫା, ଗୁଳି ବିନିମୟ ଜାରି

ଶ୍ରୀନଗର: ଦକ୍ଷିଣ କାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିୟମରେ ସୁରକ୍ଷା ବଳକୁ ସଫଳତା ମିଳିଛି । ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଯବାନ । ଦୁଇ ଆତଙ୍କୀ ଆତଙ୍କବାଦୀ ସଂଗଠନ L-eT ର ସକ୍ରିୟ ସଦସ୍ୟ ବୋଲି ଜଣାପଡିଛି । ଏବେ ମଧ୍ୟ ଘଟଣାସ୍ଥଳକୁ କର୍ଡନ କରି ଅପରେସନକୁ ଜୋରଦାର କରାଯାଉଛି ।

  • Pakistani terrorist Haider was involved in 2 recent terror crimes in Bandipora.
    In incident on 10-11-21, SgCT Mohd Sultan & CT Fayaz attained martyrdom.
    In second incident on 11-2-22, SPO Zubair Ahmad attained martyrdom & 03 policemen including 01 ASI of BSF injured: IGP Kashmir https://t.co/YRsKZLTHm3

    — Kashmir Zone Police (@KashmirPolice) May 8, 2022 " class="align-text-top noRightClick twitterSection" data=" ">

ଆଜିର ଅପରେସନ ସମ୍ପର୍କରେ ସୂଚନା ଦେଇ କାଶ୍ମୀର ଜୋନ ପୋଲିସ କହିଛି, ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀଙ୍କ ଇପସ୍ଥିତି ନେଇ ଗୁଇନ୍ଦା ସୂଚନା ଆଧାରରେ ଆଜି (ରବିବାର) ସକାଳେ ସ୍ଥାନୀୟ ପୋଲିସ ଓ ସୁରକ୍ଷା ବାହିନୀ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ଏଥିରେ ଆତଙ୍କୀମାନେ ଗୁଳି ଚଳାଇବା ପରେ ପାଲଟା ଜବାବ ଦେଇଥିଲେ ଯବାନ । ବର୍ତ୍ତମାନ ସୁଦ୍ଧା 2 ଆତଙ୍କୀ ନିପାତ ହୋଇସାରି ଥିବାବେଳେ ଅନ୍ୟ କିଛି ଆତଙ୍କୀ ଆତ୍ମଗୋପନ କରିଥିବା ସନ୍ଦେହରେ ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.