ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 27, 2021, 1:20 PM IST

1. ‘ବାତ୍ୟା ପରେ ରାଜ୍ୟରେ ଉପୁଜି ନାହିଁ ବନ୍ୟା ସ୍ଥିତି’

ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

2. ‘ବାତ୍ୟା ପର ସ୍ଥିତିରେ ସୁଧାର ଆସିଲେ ଡୋର ଟୁ ଡୋର ହେବ ସର୍ଭେ’

ବାତ୍ୟାରେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ସୁଧାର ଆସିଲେ ପୂର୍ବଭଳି ଡୋର ଟୁ ଡୋର ସର୍ଭେ ଜାରି ରହିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ

3. ବାତ୍ୟା ‘ୟସ’ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ମାଗିଲେ କୃଷି ମନ୍ତ୍ରୀ

ବାତ୍ୟା ‘ୟସ’ ପ୍ରଭାବିତ ଜିଲ୍ଲା ଗୁଡିକରେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ

4. ବିପଦ ସଙ୍କେତ ଉପରେ ବୈତରଣୀ

ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଏବେ ନଦୀର ବଢୁଛି ଜଳସ୍ତର ।

5. ଟୀକାକରଣ ବନ୍ଦ ପାଇଁ କରିଥିଲେ ଆବେଦନ, 50 ହଜାର ମାଗିଲେ କୋର୍ଟ

କ୍ଲିନିକାଲ୍ ଟ୍ରାଏଲ ପୁରା ନହୋଇ ବି କୋରୋନା ଟିକା ନେଲେ ଚଳିବ ବୋଲି କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।

6. ବସ୍ତ୍ର କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

ପଶ୍ଚିମବଙ୍ଗର ନୂଆ ବାରାକପୁରର ଏକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

7. ବେତନ ବୃଦ୍ଧି ନେଇ ଡାକ୍ତରଙ୍କ ବିକ୍ଷୋଭ ପ୍ରଦର୍ଶନ, ଓହରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ବେତନ ବୃଦ୍ଧି ନେଇ ତେଲେଙ୍ଗାନାରେ ଜୁନିୟର ଓ ସିନିୟର ଡାକ୍ତରଙ୍କ ବିକ୍ଷୋଭ ପ୍ରଦର୍ଶନ ।

8. ସୁଶୀଲ କୁମାରଙ୍କୁ ନେଇ ମିଡିଆ ଟ୍ରାଏଲ: ହାଇକୋର୍ଟରେ ମା, ଆଜି ହେବ ଶୁଣାଣି

ଆଜି(ଗୁରୁବାର) ସୁଶୀଲଙ୍କ ମାଆ ମିଡିଆ ଟ୍ରାଏଲ ବିରୋଧରେ କରିଥିବା ଆବେଦନ ଉପରେ ଶୁଣାଣି କରିପାରନ୍ତି ଦିଲ୍ଲା ହାଇକୋର୍ଟ ।

9. ୟସ ଯିବା ପରେ ପାରାଦ୍ଵୀପ ବନ୍ଦରରେ ପଣ୍ୟ କାରବାର କାର୍ଯ୍ୟ ଆରମ୍ଭ

ଆରମ୍ଭ ହୋଇଛି ପାରାଦ୍ଵୀପ ବନ୍ଦରରେ ପଣ୍ୟ କାରବାର କାର୍ଯ୍ୟ ।

10. ‘RRR’ ଡିଜିଟାଲ ରିଲିଜ ଘୋଷଣା

ନେଟଫ୍ଲିକ୍ସ ଓ ଜି5ରେ ରିଲିଜ ହେବ ‘RRR’ । ସୂଚନା ଦେଲେ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.