ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 10, 2021, 1:01 PM IST

1. ଶ୍ରୀମନ୍ଦିରରେ 2 ସେବାୟତ ହାତାହାତି

ଶ୍ରୀମନ୍ଦିରରେ ଆଜି (ସୋମବାର) 2 ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି ।

2. ଶପଥ ନେଲେ ମମତା ବାନାର୍ଜୀଙ୍କ କ୍ୟାବିନେଟ ଟିମ୍, ଅନୁଭବୀ ଓ ନବାଗତ ସାମିଲ

କ୍ୟାବିନେଟରେ ମମତା ଅନେକ ଅନୁଭବୀ ଓ ନବାଗତଙ୍କୁ ସୁଯୋଗ ଦେଇଛନ୍ତି । ଆଜି ମୋଟ 43 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

3. କୋରୋନାରେ ଆଖି ବୁଜିଲେ କ୍ରିକେଟର ପିୟୁଷ ଚାୱଲାଙ୍କ ବାପା

କୋରୋନାରେ ଭାରତୀୟ କ୍ରିକେଟର ପିୟୁଷ ଚାୱଲାଙ୍କ ପିତାଙ୍କ ଆଜି (ସୋମବାର) ମୃତ୍ୟୁ ହୋଇଛି ।

4. ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଟୀକାକରଣ ଆରମ୍ଭ; ଦିନକରେ 800 ଟୀକାକରଣ ଲକ୍ଷ୍ୟ

କଟକର ଇଣ୍ଡୋର ଷ୍ଟାଡିୟମରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ 45ବର୍ଷରୁ ଅଧିକ ଲୋକଙ୍କୁ ଦ୍ବିତୀୟ ଡୋଜ ଟିକା ପ୍ରଦାନ କରାଯାଉଛି ।

5. 2 ଦିନର ବ୍ୟବଧାନ ପରେ ପୁଣି ବଢିଲା ତୈଳ ଦର

2 ଦିନର ବ୍ୟବଧାନ ପରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର ।

6. ଦିଲ୍ଲୀକୁ ଆଶ୍ବସ୍ତି: ଖସିଲା ଦୈନିକ ସଂକ୍ରମଣ

ଦେଶରେ ରାଜଧାନୀରେ 21.67 ପ୍ରତିଶତକୁ ଖସିଲା ଦୈନିକ ସଂକ୍ରମଣ । 24 ଘଣ୍ଟାରେ 13 ହଜାର 336 ସଂକ୍ରମିତ ଚିହ୍ନଟ ।

7. ଭାରତକୁ ବିଦେଶରୁ 13 ଦିନରେ ଆସିଛି 3 ଲକ୍ଷ ରେମଡେସିଭିର ଡୋଜ

ଏପ୍ରିଲ 27ରୁ ମେ 8 ଭିତରେ ଭାରତକୁ ଅନ୍ୟ ଦେଶରୁ ସମୁଦାୟ 3 ଲକ୍ଷ ରେମଡେସିଭିର ଡୋଜ, 6,738 ଅକ୍ସିଜେନ କନସେନଟ୍ରେଟର, 4,668 ଭେଣ୍ଟିଲେଟର ଆସିଛି ।

8. ସାମାନ୍ୟ ଆଶ୍ବସ୍ତି: ଦିନକରେ 3 ଲକ୍ଷ 66 ହଜାର 161 ପଜିଟିଭ ଚିହ୍ନଟ, 3754 ମୃତ

ଦେଶରେ 24 ଘଣ୍ଟାରେ 3 ଲକ୍ଷ 66 ହଜାର 161 କୋରୋନା ଆକ୍ରାନ୍ତ ଚିହ୍ନଟ । 3 ହଜାର 754 କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ।

9. ବ୍ରହ୍ମଗିରିରେ ଲୋକେ ମାନୁନାହାଁନ୍ତି ଲକଡାଉନ୍, ନିରବ ପ୍ରଶାସନ

ରାଜ୍ୟ ସରକାରଙ୍କ ଦ୍ଵାରା 14 ଦିନିଆ ଲକଡାଉନ କଟକଣାର ପ୍ରଭାବ ବ୍ରହ୍ମଗିରିରେ ଦେଖିବାକୁ ମିଳୁନି।

10. ଭିଡିଓ ଜାରି କରି ଧୈର୍ଯ୍ୟ ଧରିବାକୁ କହିଲେ ଧର୍ମେନ୍ଦ୍ର

ଭାଇରାଲ ହେଲା ଧର୍ମେନ୍ଦ୍ରଙ୍କ ନୂଆ ଭିଡିଓ । ଏହି ଜଟିଳ ସମୟରେ ଲୋକଙ୍କ ପାଇଁ ପ୍ରାର୍ଥନା କରିବା ସହ ସବୁ କିଛି ଠିକ୍ ହୋଇଯିବ କହିଲେ ଅଭିନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.