ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Feb 4, 2021, 9:06 PM IST

1.ବଦଳିଲେ କୋରାପୁଟ ଜିଲ୍ଲାପାଳ

କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଗୁରୁବାର ବଦଳି ହୋଇଛି ।

2.ପାଳଗଦାରେ ନିଆଁ ଲାଗି 2 ଶିଶୁ ଜୀବନ୍ତ ଦଗ୍ଧ

ପାଳଗଦାରେ ଖେଳୁଥିବା ସମୟରେ ନିଆଁ ଲାଗି 2 ଶିଶୁଙ୍କ ମୃତ। ନିଆଁର ପ୍ରଭାବ ଏତେ ଥିଲା ଯେ, ଘଟଣାସ୍ଥଳରେ ହିଁ 2 ଜଣଙ୍କ ମୃତ୍ୟୁ ଘଟିଛି ।

3.ନିଦ ହଜାଇଛି ଟିକସ ଖିଲାପକାରୀ, ବକେୟା ପଡିଛି 43 କୋଟିରୁ ଊର୍ଦ୍ଧ୍ବ ଟଙ୍କା

ବକେୟା ପଡିରହିଛି 43.5 କୋଟିରୁ ଅଧିକ ଟିକସ ଟଙ୍କା । ବଡ ବଡ ଟିକସ ଖିଲାପକାରୀଙ୍କୁ ଠାରୁ ଟିକସ ଆଦାୟ ପାଇଁ ଟିଜି ସ୍ବୀକୃତି ନାମକ ଏକ କିନ୍ନର ଗୋଷ୍ଠୀକୁ ଦାୟିତ୍ବ ଦେଲା ବିଏମସି ।

4.ମାଓ ଭୟରେ ଗାଁ ଛାଡ଼ିଲେ ୮୫ ପରିବାର

ପୁଣି ମାଓବାଦୀ ଭୟରେ ଭିଟାମାଟି ଛାଡିଲେ ସ୍ୱାଭିମାନ ଅଞ୍ଚଳର ୮୫ ପରିବାର । ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ସରକାରୀ ଫଳ ବଗିଚା ନିକଟରେ ଅଵସ୍ଥାପନ କରୁଛନ୍ତି ।

5.ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଣ୍ଡଳ କାରାଗାରକୁ ପଠାଯାଇଛି ।

6.ଭାରତର କୃଷି ସୁଧାରକୁ ସ୍ୱାଗତ ଜଣାଇଲା ଆମେରିକା

ଆମେରିକାର ବୟାନ ପରେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛି ଭାରତ । ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଟିପ୍ପଣୀକୁ ଗୁରୁତର ସହ ନେଇଛୁ ।

7.ବିଜେପିରେ ସାମିଲ ବିଦ୍ରୋହୀ TMC ନେତାଙ୍କୁ ଚୋର କହିଲେ ମମତା

ଗୁରୁବାର କୋଲକାତାର ଏକ ରାଲିରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ବିଦ୍ରୋହୀ ନେତାଙ୍କୁ ଚୋର ବୋଲି କହିଦେଇଛନ୍ତି ମମତା ବାନାର୍ଜୀ ।

8.ପିପିଲି ଉପନିର୍ବାଚନ; ତିନି ଦଳର ପ୍ରସ୍ତୁତି ଆରମ୍ଭ

ଖୁବଶୀଘ୍ର ପିପିଲି ଉପନିର୍ବାଚନ ନେଇ ହେବ ତାରିଖ ଘୋଷଣା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପ୍ରର୍ଯ୍ୟାୟରେ ରହିଛି। ଏପଟେ ତିନି ପ୍ରମୁଖ ଦଳ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି ।

9.ପୂଜାରାଙ୍କୁ ନେଇ ଇଂଲଣ୍ଡ କ୍ୟାମ୍ପ୍‌ରେ କମ୍ପନ !

ପୂଜାରାଙ୍କ ୱିକେଟ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ।

10.ଏବେ ପୁଣି କଙ୍ଗନାଙ୍କ ଟାର୍ଗେଟରେ ତାପସୀ

ଚାଷୀ ଆନ୍ଦୋଳନର ସମର୍ଥନରେ ବିଦେଶୀ ସେଲିବ୍ରିଟିଙ୍କ ବୟାନକୁ ନେଇ ସୃଷ୍ଟି ହୋଇଛି ଝଡ । ବର୍ତ୍ତମାନ ସମାନ ପ୍ରସଙ୍ଗରେ ତାପସୀଙ୍କ ଟ୍ବିଟ ଉପରେ ରାଗିଛନ୍ତି କଙ୍ଗନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.