ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 23, 2020, 9:02 AM IST

1.ପ୍ରତୀକ୍ଷାର ଅନ୍ତ: ଖୋଲିଲା ଶ୍ରୀମନ୍ଦିର, ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ଦର୍ଶନ କଲେ ସେବାୟତ

ଦୀର୍ଘ 9 ମାସ ପରେ ଖୋଲିଲା ଶ୍ରୀମନ୍ଦିର । ମିଳିଲା ଜଗା ଦର୍ଶନ । ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାର ଲୋକେ ମହାବାହୁଙ୍କ ଦର୍ଶନ କରିଛନ୍ତି । ଡିସେମ୍ବର 31 ପର୍ଯ୍ୟନ୍ତ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ

2.ଜେଲରେ ପୁଅ, ରିମାଣ୍ଡରେ ବାପା; ଆଜି ବାପ-ପୁଅଙ୍କ ଜାମିନ ଶୁଣାଣି

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ପାଠକ ବାପା-ପୁଅଙ୍କ ଜାମିନ ଆବେଦନର ଆଜି ଶୁଣାଣି ।

3. ଇଫକୋ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ୍ ଲିକ୍‌‌; 2 ଅଫିସର ମୃତ, 15 କର୍ମଚାରୀ ଗୁରୁତର

ଉତ୍ତରପ୍ରଦେଶ ପ୍ରୟୋଗରାଜ ସ୍ଥିତ ଫୁଲପୁର ଇଫ୍‌କୋ(IFFCO) ପ୍ଲାଣ୍ଟରେ ଗ୍ୟାସ ଲିକ୍‌ । ଆମୋନିଆ ଗ୍ୟାସ ଲିକ ହୋଇ 2 ଅଫିସର ବିପି ସିଂ ଓ ଅଭିନନ୍ଦନଙ୍କ ମୃତ୍ୟୁ ଘଟିଛି ।

4.ଦୀର୍ଘ 2 ଦଶନ୍ଧି ପରେ ବି ଚାଷକ୍ଷେତ୍ରରେ ନାହିଁ କୌଣସି ଆଖିଦୃଶିଆ ଅଗ୍ରଗତି

ଡିସେମ୍ବର 23ରେ କିଷାନ ଦିବସ ବା ଜାତୀୟ କୃଷକ ଦିବସ ଭାବରେ ଭାରତରେ ପାଳନ କରାଯାଏ । ଏହି ଦିନ 5ତମ ପ୍ରଧାନମନ୍ତ୍ରୀ ଥିବା ଚୌଧରୀ ଚରଣ ସିଂଙ୍କ ଜନ୍ମଦିନ ।

5.ଚାଲାଣ ବେଳେ ସ୍କୁଟିରୁ ୧୨ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜେଇ ଚୋରା ଚାଲାଣ ବେଳେ ଗୋଟିଏ ସ୍କୁଟିରୁ ୧୨ କେଜି ୮୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କଲା ପାପଡାହାଣ୍ଡି ପୋଲିସ । ତେବେ ସ୍କୁଟିଟି ମାଲକାନଗିରି ଜିଲ୍ଲା ମାଚକୁଣ୍ଡରୁ ବାହାରି କଳାହାଣ୍ଡି ଜିଲ୍ଲା ଜୁନାଗଡ ଅଭିମୁଖେ ଯାଉଥିବା ଜଣାପଡ଼ିଛି ।

6.ପଶ୍ଚିମବଙ୍ଗରେ ତେଲୁଗୁ ଭାଷାକୁ ମିଳିଲା ସରକାରୀ ଭାଷା ମାନ୍ୟତା

ବିଧାନସଭା ନିର୍ବାଚନ ପୂର୍ବରୁ ତେଲୁଗୁକୁ ସରକାରୀ ଭାଷା(ଅଫିସିଆଲ) ମାନ୍ୟତା । ଆଗାମୀ ନିର୍ବାଚନରେ ତେଲୁଗୁ ଭୋଟ ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

7.ପ୍ରଥମ ଥର ବିଧାୟକ ଓ ମନ୍ତ୍ରୀଙ୍କ ସମ୍ମୁଖରେ କରାଗଲା ନୌସେନାର ଶକ୍ତିପ୍ରଦର୍ଶନ

ଭାରତୀୟ ନୌସେନାଙ୍କ ଦୁଃସାହସିକ ଯୁଦ୍ଧ କୌଶଳ ଦେଖିଲେ ଓଡିଶା ବିଧାନସଭାର ବିଧାୟକ ଓ ମନ୍ତ୍ରୀ । ଶହେ ଊର୍ଦ୍ଧ୍ବ ବିଧାୟକ ଓ ମନ୍ତ୍ରୀ ସମ୍ମୁଖରେ ଶକ୍ତିପ୍ରଦର୍ଶନ କରିଥିଲେ ନୌସେନା ଯୋଦ୍ଧା ।

8.ସେକି ହେବା ହେଲା କାଳ, ନିଆଁରେ ଜଳିଗଲେ ବୃଦ୍ଧା

ଫୁଲବାଣୀରେ ଅଭାବନୀୟ ଘଟଣା । ଶୀତ ଦାଉରୁ ରକ୍ଷା ପାଇବା ଜଳା ଯାଇଥିବା ନିଆଁରେ ଜଳି ଜଣେ ବୃଦ୍ଧା ମୃତ ।

9.ଅନ୍ତଃଜିଲ୍ଲା ଟି-20 ଲିଗ୍‌: କଟକ ଏ’ ବିଜୟୀ

ଅନ୍ତଃଜିଲ୍ଲା ଟି20 ଲିଗ୍‌ ଫାଇନାଲରେ କଟକ ଏ’ ଚମ୍ପିଆନ ହୋଇଛି । ଇଷ୍ଟକୋଷ୍ଟ ରେଲୱେକୁ 7 ରନରେ ପରାସ୍ତ କରିଛି ଦଳ ।

10.ଧନଶ୍ରୀଙ୍କ ଗୁଗ୍‌ଲିରେ ଚହଲ ବୋଲ୍ଡ

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ । ସୋସିଆଲ ମିିଡିଆରେ ଭାଇରାଲ ହେଲା ବିବାହର ଫଟୋ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.