ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ୯ ପିଏମ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Nov 24, 2021, 9:06 PM IST

1.Cabinet Extends PM-GKAY: ୪ ମାସ ବଢିଲା ଅବଧି, ଖର୍ଚ୍ଚ ହେବ ଅତିରିକ୍ତ 53,344 କୋଟି

୪ ମାସ ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PM Garib Kalyan Anna Yojana) ଅବଧି । ଲାଭବାନ ହେବେ ପ୍ରାୟ ୮୦ କୋଟି ହିତାଧିକାରୀ । 53,344 କୋଟିର ଅତିରିକ୍ତ ଖର୍ଚ୍ଚ ବହନ କରିବ କେନ୍ଦ୍ର ।

2.Mamata meets Modi; BSF କ୍ଷମତା ବୃଦ୍ଧି, ତ୍ରିପୁରା ହିଂସା ନେଇ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପଶ୍ଚିମଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । BSFର କ୍ଷମତା ହ୍ରାସ ପାଇଁ ଦାବି ସହ ତ୍ରିପୁରା ହିଂସା (Tripura violence) ସମ୍ପର୍କରେ କଲେ ଅଗଗତ ।

3.ଅବିସ୍ମରଣୀୟ ମୁହୂର୍ତ୍ତ; ଟ୍ରେଣ୍ଡ କରୁଛି #PuriHeritageCorridor

ଦେଶରେ ଏବେ ପୁରୀକୁ ନେଇ ଚର୍ଚ୍ଚା ଜୋରଦାର । କଣ ଏହି ଐତିହ୍ୟ କରିଡର ? କଣ ହେବାକୁ ଯାଉଛି ? କଣ ପାଇଁ ଏତେ ଯୋଜନା ? ବୋଲି ସୋସିଆଲ ମିଡିଆର ପ୍ରତିଟି ପ୍ଲାଟଫର୍ମରେ ଚାଲିଛି ଚର୍ଚ୍ଚା ।

4.Marriage Procession Accident: ମାଡ଼ିଗଲା ଟ୍ରକ, ବରର ବାପା ସମେତ 3 ମୃତ

ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ । ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚାରି ଗୁରୁତର ।

5.Congress Targets BJD: ବିଜେଡିର ଆନ୍ଦୋଳନ ଲୋକ ଦେଖାଣିଆ କହିଲେ ନିରଞ୍ଜନ

ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଛି ପ୍ରଦେଶ କଂଗ୍ରେସ । ବିଶେଷ କରି ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିବା ବିଜେଡିକୁ କଟାକ୍ଷ କରିଛନ୍ତି ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

6.Health Director On New variant; ରାଜ୍ୟରେ ନାହିଁ ବିପଦଜନକ ଭାରିଆଣ୍ଟ

ବିଦେଶକୁ ଯିବାଆସିବା କାରଣରୁ ବିଶେଷ ଭାବରେ ସଂକ୍ରମିତ ବ୍ୟାପିଥାଏ । ଏବେ ସେହି ଦେଶମାନଙ୍କରୁ ଯିବା ଆସିବା ଉପରେ କଟକଣା ରହୁଛି । ନୂଆ ଭ୍ୟାରିଆଣ୍ଟ ସେଠି ଆସି ନାହିଁ । ରାଜ୍ୟରେ ଏବେ ନୂଆ ଭାରିଆଣ୍ଟ ପାଇଁ ବିପଦ ନଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ(health director bijay mohapatra on covid variant) ।

7.ଖୁବ ଶୀଘ୍ର ଆରମ୍ଭ ହେବ International flight services

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବଙ୍କ ସୂଚନା । ଖୁବ ଶୀଘ୍ର ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା(International flight services) । ପୂର୍ବରୁ ମଧ୍ୟ ସୂଚନା ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆ ।

8.Puri BJP Demand; ଜିଲ୍ଲା ସଭାପତିଙ୍କ ମୁକ୍ତି ଦାବିରେ ପ୍ରତିବାଦ

ମୁଖ୍ୟମନ୍ତ୍ରୀଙ୍କ କାର୍କେଡକୁ ଅଣ୍ଡାମାଡ ଘଟଣାରେ ବିଜେପି ନେତାଙ୍କୁ ଅଟକ ରଖିଛି ପୋଲିସ । ପୋଲିସର ଅଟକକୁ ନେଇ ପୁରୀ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି ।

9.ଘରକୁ ଫେରିଲେ ପ୍ରଥମ ଓଡିଆ ଖେଳରତ୍ନ ପୁରସ୍କାର ବିଜେତା ପ୍ରମୋଦ ଭଗତ

ଖେଳରତ୍ନ ପୁରସ୍କାର ବିଜେତା ପ୍ରମୋଦ ଭଗତ(Pramod Bhagat)ଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ । ରାଜ୍ୟବାସୀଙ୍କ ଅଜସ୍ର ଭଲପାଇବା ଯୋଗୁଁ ସଫଳତା ସମ୍ଭବ ହୋଇପାରିଛି କହିଲେ ଓଡିଆ ପାରାଆଥଲେଟ୍‌ ।

10.Junior Hockey WC: ଚତୁର୍ଥ ମ୍ୟାଚ୍‌ରେ ବାଜି ମାରିଲା ମାଲେସିଆ

ପ୍ରଥମ ଓ ଦ୍ବିତୀୟ ମ୍ୟାଚ୍‌ରେ ଯଥାକ୍ରମେ ବେଲଜିୟମ ଓ ଜର୍ମାନୀ ବିଜୟୀ ହେବାପରେ ତୃତୀୟ ମ୍ୟାଚ୍‌ରେ କାନାଡାକୁ ୧-୦ ଗୋଲ୍‌ରେ ମାତ୍‌ ଦେଇଛି ପୋଲାଣ୍ଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.