ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - 9PM ଖବର ଅପଡେଟ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 23, 2021, 9:06 PM IST

୧.Cabinet Meeting: କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ trauma care, surgery complex

ଦୁର୍ଘଟଣାରେ ଗୁରୁତର ଓ ଆଶୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ trauma care and surgery complex । ଏନେଇ ୨୩୫ କୋଟି ଟଙ୍କା ଖର୍ଚ୍ଚ ହେବ ।

୨.ଗୁଜୁରାଟରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

ଗୁଜୁରାଟରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଧୁଙ୍କ ସହ କଫି ପିଉଥିବାବେଳେ ହଠାତ ହୋଇଗଲେ ଚେତାଶୂନ୍ୟ । ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର ।

୩.ସ୍ଥଳସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ CP Mohantyଙ୍କୁ ପରମ ବିଶିଷ୍ଟ ସେବା ପଦକ

ଭାରତୀୟ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ (Vice Chief Of Army Staff Lt Gen CP Mohanty) ମିଳିଛି ପରମ ବିଶିଷ୍ଟ ସେବା ମେଡାଲ ।

୪.ମନ୍ତ୍ରୀ ପରିଷଦ ବୈଠକ, 19.380 କୋଟିର ଅତିରିକ୍ତ ବଜେଟ ପ୍ରସ୍ତାବକୁ ଅନୁମୋଦନ

୧୯,୩୮୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ପୂର୍ବରୁ ମନ୍ତ୍ରୀ ପରିଷଦର ମଞ୍ଜୁରୀ ।

୫.OCAC CEO WhatsApp Hacking Case: ନାଇଜେରିଆ ବାସିନ୍ଦା ବେଙ୍ଗାଲୁରୁରୁ ଗିରଫ

ବାଙ୍ଗାଲୋରରୁ ନାଇଜେରିଆନ ସାଇବର ଠକ ଗ୍ୟାଙ୍ଗର ଅନ୍ୟତମ ଅଭିଯୁକ୍ତ ଓକଉଦିରି ପାଶ୍ଚାଲକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

୬.Tripura polls: ସ୍ଥଗିତାଦେଶ ପାଇଁ ମନା କଲେ SC, ଆଇନ ଶୃଙ୍ଖଳା ନିଶ୍ଚିତ କରିବାକୁ ନିର୍ଦ୍ଦେଶ

ତ୍ରିପୁରାରେ ବନ୍ଦ ହେବନି ନିର୍ବାଚନ(Tripura polls) । ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା କରିବା ପାଇଁ ତ୍ରିପୁରା ସରକାରଙ୍କୁ ସର୍ବୋଚ୍ଚ କୋର୍ଟ (SC)ଙ୍କ ନିର୍ଦ୍ଦେଶ ।

୭.Sedition Charges: ପ୍ରଧାନମନ୍ତ୍ରୀ ମୋଦି ଓ କଙ୍ଗନାଙ୍କ ବିରୋଧରେ ମାମଲା ଦାୟର

ଅଭିନେତ୍ରୀ କଙ୍ଗନା ରଣାୱତ (Kangana Ranaut) ଏବଂ ପ୍ରଧାନମନ୍ତ୍ରୀ ମୋଦି (PM Modi)ଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ।

୮.Electronic Policy: ୨୦୨୬ ସୁଦ୍ଧା Electronic ଶିଳ୍ପରେ ଆଗୁଆ ରହିବ Odisha

ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧କୁ ମଞ୍ଜୁରି ମିଳିଛି ।

୯.Ind vs NZ: ପ୍ରଥମ ଟେଷ୍ଟରୁ ରାହୁଲ୍‌ ଆଉଟ୍‌, ସୂର୍ଯ୍ୟକୁମାର ଇନ୍‌

ଭାରତୀୟ ଷ୍ଟାର ଓପନର କେଏଲ ରାହୁଲ ମଙ୍ଗଳବାର ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି ।

୧୦.Student Covid Infected: ଗୋଟିଏ ସ୍କୁଲ୍‌ରେ ୫୩ ଛାତ୍ରୀ ଆକ୍ରାନ୍ତ

ସୁନ୍ଦରଗଡ଼ରେ ପୁଣିଥରେ ମହାମାରୀ କୋରୋନାର ପ୍ରକୋପ ଦେଖାଇଛି । ସେଣ୍ଟ୍‌ମେରୀ ସ୍କୁଲର ୫୩ ଛାତ୍ରୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.