ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 9 ପିଏମ

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

author img

By

Published : Jul 8, 2021, 9:03 PM IST

1.'ଉଜ୍ବଳାମ୍ୟାନ'ଙ୍କ କାନ୍ଧରେ ଶିକ୍ଷା ଭାର, ଦେଶର ଭବିଷ୍ୟତ କରିବେ ଉଜ୍ବଳ !

ତେଲ ଟେନସନରୁ ଆସି ସେଫ୍ ଜୋନରେ ରହିଲେ କି ଧର୍ମେନ୍ଦ୍ର ? ମୋଦିଙ୍କ ଗୁଡବୁକ୍‌ରେ ଥିବା ଧର୍ମେନ୍ଦ୍ରଙ୍କ ପ୍ରମୋସନ ହେଲା ନା ଡିମୋସନ । ମୋଦି 2.0 କ୍ୟାବିନେଟ ବିସ୍ତାରରେ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ପ୍ରଧାନମନ୍ତ୍ରୀ ।

2.କେନ୍ଦ୍ର ସରକାରଙ୍କ ଚାଷୀ କାର୍ଡ, ମଣ୍ଡିରୁ ମିଳିବ 1 ଲକ୍ଷ କୋଟି

କୃଷି ପାଇଁ ଲକ୍ଷେ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ସରକାର । ମଣ୍ଡି ଜରିଆରେ ଚାଷୀଙ୍କୁ ମିଳିବ ଲକ୍ଷେ କୋଟି ଟଙ୍କା ।

3.ବାସ୍ଥ୍ୟକୁ ସରକାରଙ୍କ ଭିଟାମିନ, 23 ହଜାର କୋଟିର ପ୍ୟାକେଜ ଘୋଷଣା

କୋରୋନା ସଙ୍କଟ ସମୟରେ ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଭିଟାମିନ ଦେବାକୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । 23 ହଜାର 100 କୋଟି ଟଙ୍କାର ଜରୁରୀକାଳୀନ ହେଲ୍‌ଥ ପ୍ୟାକେଜ କରାଯାଇଛି ଘୋଷଣା ।

4.ବିଶ୍ବସ୍ତରୀୟ ଟ୍ରାଞ୍ଜିଟ ହବ୍ ହେବ ପୁରୀ ରେଳ ଷ୍ଟେସନ

ବିଶ୍ବସ୍ତରୀୟ ଟ୍ରାଞ୍ଜିଟ ହବରେ ପରିଣତ ହେବ ପୁରୀ ରେଲୱେ ଷ୍ଟେସନ ।

5.'ଶିକ୍ଷାର୍ଥୀଙ୍କ ଆବଶ୍ୟକତା ଅନୁଯାୟୀ ଶିକ୍ଷା ମଡେଲ୍‌ର ଅଗ୍ରଗତି ଆବଶ୍ୟକ'

ଦେଶର ଅଗ୍ରଣୀ ବୈଷୟିକ ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଶିକ୍ଷାର୍ଥୀଙ୍କ ଆବଶ୍ୟକତା ଅନୁଯାୟୀ ଶିକ୍ଷା ମଡେଲ୍‌ର ଅଗ୍ରଗତି ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

6.ଭୁଶୁଡିପଡିଥିବା ସ୍ବାସ୍ଥ୍ୟ କ୍ଷେତ୍ରକୁ ସଜାଡିପାରିବେ କି ନୂଆ ସ୍ବାସ୍ଥ୍ୟମନ୍ତ୍ରୀ ? ଜାଣନ୍ତୁ...

ମୋଦିଙ୍କ ନୂଆ ଟିମରେ ବିଗ୍ ଏଣ୍ଟ୍ରି ମାରିଥିବା ମନସୁଖ ମାଣ୍ଡବ୍ୟଙ୍କ ପାଇଁ କେତେ ଚ୍ୟାଲେଞ୍ଜିଂ ରହିବ ସ୍ବାସ୍ଥ୍ୟ କ୍ଷେତ୍ର ? ହର୍ଷବର୍ଦ୍ଧନଙ୍କୁ ରିପ୍ଲେସ୍ କରିଥିବା ମାଣ୍ଡବ୍ୟ ବେଲଗାମ୍ କୋଭିଡକୁ ଚେକ୍ ଦେଇପାରିବେ କି ?

7.ମହାପ୍ରଭୁଙ୍କ ବନକ ଲାଗି ସହ ଖଡି ପ୍ରସାଦ ଲାଗି ନୀତି ଅନୁଷ୍ଠିତ

ମହାପ୍ରଭୁଙ୍କ ବନକ ଲାଗି ନୀତି ସମ୍ପନ୍ନ । ଶ୍ରୀମନ୍ଦିରରୁ ଶ୍ରୀନହରକୁ ଖଡିପ୍ରସାଦ ବିଜେ ହୋଇଛି ।

8.80 ବର୍ଷୀୟ ବାପାକୁ ଘରୁ ଫୋପାଡିଦେଲା ପୁଅ: ଦେଖନ୍ତୁ ହୃଦୟବିଦାରକ ଭିଡିଓ, ଝରିବ ଆଖିରୁ ଲୁହ

କଥାରେ ଅଛି ପୁଅ ଯଦି ଯୋଗ୍ୟ ଧନ କାହିଁ ପାଇଁ ସଞ୍ଚିବ, ଆଉ ପୁଅ ଯଦି ଅଯୋଗ୍ୟ ଧନ କାହିଁ ପାଇଁ ସଞ୍ଚିବ । ପୁତ୍ର ଜନ୍ମ ହେଲେ ବାପାମା' ଖୁସି ମନାଇଥାଆନ୍ତି । ବୃଦ୍ଧ କାଳରେ ପୁତ୍ର ସାହାରା ହେବ ଓ ବଂଶର କୂଳ ରକ୍ଷା କରିବ । ଏ ସମସ୍ତ ବାକ୍ୟ ଗୁଡିକୁ ମିଛ ପ୍ରମାଣିତ କରିଛନ୍ତି କର୍ଣ୍ଣାଟକର ଜଣେ ଅଯୋଗ୍ୟ ସନ୍ତାନ ।

9.ବିନା ଦର୍ଶକରେ ଟୋକିଓ ଅଲମ୍ପିକ୍ସ

ବିନା ଦର୍ଶକରେ ଖେଳାଯିବ ଜୁଲାଇ 23ରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ । ସ୍ପଷ୍ଟ କଲେ ଟୋକିଓ ଅଲମ୍ପିକ୍ସ ମନ୍ତ୍ରୀ ତମାୟୋ ମାରୁକାୱା ।

10.ଜୁଲାଇ 17ରେ ଭାରତୀୟ ଅଲମ୍ପିକ ଟିମର ଜାପାନ ଯାତ୍ରା

ଜୁଲାଇ 17ରେ ଭାରତୀୟ ଅଲମ୍ପିକ ଟିମ ଟୋକିଓ ଅଭିମୁଖେ ଉଡାଣ ଭରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.