ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ 9

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

author img

By

Published : Jun 21, 2021, 9:02 PM IST

1.ବିରୋଧୀ ଦଳ ବୈଠକରେ ଯୋଗ ଦେବନି BJD !

ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ଲାଟଫର୍ମ ଖୋଜୁଛନ୍ତି ଏନସିପି ମୁଖିଆ ଶରଦ ପାୱାର । 12ରୁ ଊର୍ଦ୍ଧ୍ବ ରାଜନୈତିକ ଦଳର ନେତା ବୈଠକରେ ହେବେ ସାମିଲ । ଓଡିଶାରେ କ୍ଷମତାସୀନ ବିଜୁ ଜନତା ଦଳ ସାମିଲ ହେବ ନାହିଁ ବୋଲି ସୂତ୍ରରୁ ସୂଚନା ମିଳିଛି ।

2.ବାହୁବଳୀ ଡାକ୍ତରାଣୀ: ପାରମ୍ପରିକ ଶାଢ଼ୀ ଓ ନୋଥରେ ଜିମ୍‌ରେ ୱାର୍କଆଉଟ୍

ଅଣ୍ଟାରେ ଶାଢ଼ୀ ଖୋସି ଡାକ୍ତରାଣୀଙ୍କ ପୁସ୍-ଅପ୍ । ସେ ପୁଣି ପୁରୁଷଙ୍କ ମେଳରେ । ନା ଥାଏ ଶାଢ଼ୀ ଖସିବାର ଡର, ନା ଥାଏ ଥକ୍କାପଣର ଆଭାସ ।

3.ଜିତିଲା ପ୍ରେମ, ହାରିଲା ପରିବାର; ଓଡିଶାକୁ ନିଜର, ତୁଛ ହେଲା ଉତ୍ତରପ୍ରଦେଶ

ଜିତିଲା ପ୍ରେମ, ହାରିଲା ସମ୍ମାନ । ପ୍ରେମ ପାଇ ଓଡିଶା ନିଜର, ତୁଛ ହେଲା ଉତ୍ତରପ୍ରଦେଶ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ସିଜେଏମ କୋର୍ଟରେ ।

4. ପ୍ରଥମ ଦିନରୁ ଚମକିଲା ବଜାର, ସେନସେକ୍ସ ଉପରମୁହାଁ

ବୈଶ୍ବିକ ସ୍ତରରେ ମିଶ୍ରିତ ସଙ୍କେତ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ, ଏଚଡିଏଫସି ଲିମିଟେଡ , ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ସୁଦୃଢ ହୋଇଛି ।

5.ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ବିବାଦରେ ଜିଲ୍ଲାପାଳ

ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ଜିଲ୍ଲାପାଳ । ତେଲେଙ୍ଗାନାରେ ଘଟିଛି ଘଟଣା ।

7.ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର୍, ୮ ମହାରଣା ଅଟକ

ବାଲେଶ୍ବର ଜିଲ୍ଲା ନୀଳଗିରିରେ ରଥଯାତ୍ରା ଅନୁମତି ନଥିବାବେଳେ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରି ରଥ ନିର୍ମାଣ ଉପରେ ଚଢ଼ାଉ କରିଛି ପ୍ରଶାସନ। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୮ ଜଣ ମହାରଣାଙ୍କୁ ଅଟକ ରଖାଯିବା ସହ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।

8.ଭବିଷ୍ୟତ ଚିନ୍ତାରେ କୁନି ଚେସ୍‌ ମାଷ୍ଟରଙ୍କ ପରିବାର

14 ବର୍ଷରୁ କମ ଜାତୀୟ ଚେସ ପ୍ରତିଯୋଗିତାରେ ଓଡି଼ଶାରୁ ସ୍ଥାନ ପାଇଛନ୍ତି କଟକ ମହତାବ ରୋଡ଼ରେ ରହୁଥିବା ଦୁଇ ଯାଆଁଳା ଭାଇ ଶ୍ରୀୟନ୍ସ ଆଉ ପ୍ରିୟନ୍ସଦାସ । ଦେଖିବାକୁ ଯେମତି ଏକାପରି, ଚେସ୍‌ରେ ବି କେହି ଉଣା ଅଧିକ ନୁହେଁ ।

9.WTC ଫାଇନାଲ: ବର୍ଷା ବନ୍ଦ କଲା ଚତୁର୍ଥ ଦିନ ଖେଳ

ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ର ଚତୁର୍ଥ ଦିନ ବର୍ଷାରେ ଧୋଇଯାଇଛି ।

10.Indian Grand Prix: 100 ମିଟର ଦୌଡରେ ଦୂତୀଙ୍କ ନୂଆ ନ୍ୟାସନାଲ ରେକର୍ଡ

ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ପ୍ରତିଯୋଗିତାର 100 ମିଟର ଇଭେଣ୍ଟରେ ଦୂତୀ ଚାନ୍ଦଙ୍କ ନୂଆ ନ୍ୟାସନାଲ ରେକର୍ଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.