ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ 9

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

author img

By

Published : Jun 3, 2021, 9:01 PM IST

1.ନକଲି ସାର୍ଟିଫିକେଟରେ ପ୍ରମୋସନ, ପେନସନ ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ

ଜାଲିଆତି କରି ଧରାପଡ଼ିଲେ କେନ୍ଦ୍ରାପଡ଼ା ସାଂସଦଙ୍କ ପିତା । ପେନସନ୍ ସୁବିଧାକୁ ଖାରଜ କଲା ଉଚ୍ଚ ଶିକ୍ଷା ବିଭାଗ। ଜାଲ୍ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିବା କନ୍ଦରପୁର କଲେଜର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କୁ ଉଚ୍ଚଶିକ୍ଷା ବିଭାଗ କଡା ଜବାବ ଦେଇଛି।

2.NITI ଆୟୋଗ SDG ରିପୋର୍ଟ: 21କୁ ଖସିଲା ଓଡିଶା

ନୀତି ଆୟୋଗ ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ 2020-21 ରିପୋର୍ଟ । ଏସଡିଜି ମାନ୍ୟତାରେ 21କୁ ଖସିଛି ଓଡିଶା ।

3.ସାମ୍ବାଦିକଙ୍କ ବିରୋଧରେ ରାଜଦ୍ରୋହ ମାମଲା, ଉଦବେଗ ଜଣାଇଲେ ସୁପ୍ରିମକୋର୍ଟ

ଦେଶଦ୍ରୋହ ମାମଲା ରୁଜୁ କରିବା ସମୟରେ ପୋଲିସକୁ ଆଇପିସି ଧାରା 124(A) ଓ 60 ବର୍ଷ ପୂର୍ବରୁ କେଦାରନାଥ ସିଂହ ମାମଲାରେ ଆସିଥିବା ରାୟକୁ ଦୃଷ୍ଟିରେ ରଖିବା ଜରୁରୀ ।

4.ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଯାତ୍ରା ପାଇଁ 30% ରିହାତି ଦେବ 'ସ୍ପାଇସଜେଟ'

କୋଭିଡ -19 ମହାମାରୀ ବିରୋଧରେ ଦେଶ ଯୁଦ୍ଧ ଳଢୁଥିବାବେଳେ ଏଥିରେ ପ୍ରମୁଖ ତଥା ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ବିମାନ ଯାତ୍ରାରେ ସ୍ପାଇସଜେଟର 30 ପ୍ରତିଶତ ରିହାତି ଅଫର ।

5.ଏମ୍ସରୁ-ଏୟାରପୋର୍ଟ ହେଲା ଗ୍ରୀନକରିଡର, ଏୟାରଲିଫ୍ଟ ହେଲେ ଅମ୍ରିତ

ଚେନ୍ନାଇ ଗଲେ 24 ବର୍ଷୀୟ ଅମ୍ରିତ । କିଛି ଦିନ ପୂର୍ବେ କୋରୋନାରେ ସଂକ୍ରମିତ ହେବା ପରେ ଫୁସଫୁସ ରୋଗରେ ହୋଇଛନ୍ତି ଆକ୍ରାନ୍ତ ।

6.ଭାରତ ଆସିବ ପଳାତକ ମେହୁଲ ଚୋକସି: ବୈଦେଶିକ ମନ୍ତ୍ରଣାଳୟ

ପଳାତକ ମେହୁଲ ଚୋକସିଙ୍କୁ ଭାରତ ଫେରାଇ ଆଣିବାକୁ ଚେଷ୍ଟା ଚାଲିଥିବା କହିଛି ବୈଦେଶିକ ମନ୍ତ୍ରଣାଳୟ ।

7.କେଉଁ ଆଧାରରେ ହେବ ଦ୍ବାଦଶ ରେଜଲ୍ଟ ଘୋଷଣା ? ଜବାବ ମାଗିଲେ ସୁପ୍ରିମକୋର୍ଟ

ବିଚାରପତି ଖାନୱିଲକରଙ୍କ ନେତୃତ୍ବାଧିନ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସିବିଏସଇ ଓ ସିଆଇଏସସିଇକୁ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଁ ବିକଳ୍ପ ମୂଲ୍ୟାଙ୍କନ ମାନଦଣ୍ଡ ଆଣିବାକୁ ଦୁଇ ସପ୍ତାହର ସମୟ ଦେଇଛନ୍ତି ।

8.ଚାଲିଥିଲା CBSE ଛାତ୍ରଙ୍କ ଅନଲାଇନ ସେସନ, ଅଚାନକ ଯୋଡି ହେଲେ ପ୍ରଧାନମନ୍ତ୍ରୀ

ସିବିଏସଇ ଛାତ୍ରଛାତ୍ରୀଙ୍କ ସହ ଅଚାନକ ଯୋଡି ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

9.ଇଂଲଣ୍ଡରେ ପହଞ୍ଚିଲା ଟିମ ଇଣ୍ଡିଆ

ଭାରତୀୟ ପୁରୁଷ କ୍ରିକେଟ ଟିମ ଓ ମହିଳା ଟିମ ସୁରକ୍ଷିତ ଭାବେ ଇଂଲଣ୍ଡରେ ପହଞ୍ଚିଛି ।

10.ଗମ୍ଭୀର ଫାଉଣ୍ଡେସନ ନାଁରେ କୋଭିଡ ଔଷଧ ବେଆଇନ ମହଜୁଦ, ବିତରଣ ଅଭିଯୋଗ

କୋରୋନା ରୋଗୀଙ୍କ ଚିକିତ୍ସାରେ ଜରୁରୀ ବ୍ୟବହୃତ କୋଭିଡ-19 ମେଡିସିନ ଫାବିଫ୍ଲୁ ବେଆଇନ ଭାବେ କିଣି, ମହଜୁଦ ରଖିବା ଓ ବିତରଣ କରିବା ନେଇ ଅଡୁଆରେ ଗୌତମ ଗମ୍ଭୀର ଫାଉଣ୍ଡେସନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.