ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jun 28, 2022, 9:04 AM IST

1.ମୁମ୍ବାଇରେ ଭୁଶୁଡିଲା ବିଲ୍ଡିଂ, ଫସି ରହିଛନ୍ତି 20ରୁ ଅଧିକ

ମୁମ୍ବାଇର କୁର୍ଲାର ନାୟକ ନଗରରେ ଭୁଶୁଡିଲା ୪ ମହଲା ବିଶିଷ୍ଟ କୋଠା । 20ରୁ ଅଧିକ ଲୋକେ ଚାପି ହୋଇ ରହିଥିବା ସୂଚନା ।

2.Rathayatra 2022: ପୁରୀକୁ ଗଡିବ 205ଟି ସ୍ପେଶାଲ ଟ୍ରେନ୍‌

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା । ପୁରୀକୁ ଗଡିବ 205ଟି ସ୍ପେଶାଲ ଟ୍ରେନ୍‌ ।

3.ଆଜିଠୁ ଚଣ୍ଡିଗଡ଼ରେ ଦୁଇ ଦିନିଆ GST ପରିଷଦ ବୈଠକ

ସାମଗ୍ରୀ ଏବଂ ସେବା ଟିକସକୁ(Goods and Service Tax) 5 ବର୍ଷ ପୂରିବାକୁ ଯାଉଛି । ଏହି ଅବସରରେ ଆଜିଠୁ ଦୁଇଦିନିଆ ଜିଏସଟି ପରିଷଦର 47ତମ ବୈଠକ ଆରମ୍ଭ ହେବାକୁ ଯାଉଛି ।

4.ଆବୁଧାବି ମସଜିଦ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ

10 ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ପରେ ସୋମବାର ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ।

5.ଆଜି ଖୋଲିବ କୋଇଲା ଖଣିର ନିଲାମି ବିଡ

ବାଣିଜ୍ୟିକ କୋଇଲା ଖଣି ନିଲାମିର ତିନୋଟି ପର୍ଯ୍ୟାୟରେ କୋଇଲା ମନ୍ତ୍ରଣାଳୟକୁ ମୋଟ ୩୮ ଟି ଅଫଲାଇନ ବିଡ ମିଳିଛି ।

6.G7 Summit: ବିଶ୍ବନେତାଙ୍କ ମଧ୍ୟରେ ମୋଦିଙ୍କୁ ଖୋଜି ଖୋଜି ଆସିଲେ ବାଇଡେନ

ପ୍ରଧାନମନ୍ତ୍ରୀ ମୋଦି ଜର୍ମାନ(Germany) ରାଷ୍ଟ୍ରପତି, ଆମେରିକା ରାଷ୍ଟ୍ରପତି, କାନାଡା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି ।

7.ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଜାତୀୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ ।

8.Maha Political Crisis: ବାଗୀ ବିଧାୟକଙ୍କ ମନ୍ତ୍ରୀପଦ ଛଡ଼ାଇ ନେଲେ CM ଉଦ୍ଧବ

ବିରୋଧୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ।

9.ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବିଶ୍ବକପ୍‌ ବିଜେତା ଇଅନ ମୋର୍ଗାନ !

ଇଂଲଣ୍ଡର ବିଶ୍ବକପ ବିଜେତା ଅଧିନାୟକ ଇୟନ ମୋର୍ଗାନ ୨୮ ଜୁନ (ମଙ୍ଗଳବାର) ରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି ।

10.30 Years of SRK: ଫ୍ୟାନ୍ସଙ୍କ ପାଇଁ ଖାସ୍‌ ପୋଷ୍ଟ ସେୟାର କଲେ କିଙ୍ଗଖାନ

ବଲିଉଡରେ 30 ବର୍ଷ ପୂରଣ କରିଥିବାରୁ ଶାହାରୁଖ ଖାନ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.