ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Sep 23, 2022, 9:01 AM IST

1.ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ । କିଏ ହେବେ ବିଶ୍ବବିଦ୍ୟାଳୟର ପରବର୍ତ୍ତୀ କୁଳପତି ? ଦୌଡ଼ରେ ଅନେକ ଶିକ୍ଷାବିତ୍ ।

2.Iran Hijab Row: ହିଜାବକୁ ନେଇ ଅଶାନ୍ତ ଇରାନ, ପୋଲିସ ଗୁଳିରେ 31 ମୃତ

ଇରାନରେ ହିଜାବକୁ ନେଇ ପୋଲିସ ହେପାଜତରେ ୨୨ ବର୍ଷୀୟ ଯୁବତୀଙ୍କ ମୃତ୍ୟୁକୁ ନେଇ ବିକ୍ଷୋଭ । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ଗୁଳିରେ ୩୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ(31 Killed In Iran Crackdown) ଶତାଧିକ ଆହତ ହୋଇଥିବା ନେଇ ସୂଚନା ରହିଛି ।

3.ମେକ୍ସିକୋ ବାର୍‌ରେ ଗୁଳିକାଣ୍ଡ, ୧୦ ମୃତ

ସେଣ୍ଟ୍ରାଲ ମେକ୍ସିକୋର ଏକ ବାର୍‌ରେ ଗୁଳିକାଣ୍ଡ । ବନ୍ଧୁକଧାରୀଙ୍କ ଅତର୍କିତ ଆକ୍ରମଣରେ ୧୦ ଜଣ ମୃତ ।

4.Karnataka Hijab Case: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

କର୍ଣ୍ଣାଟକ ହିଜାବ ମାମଲାର 10 ଦିନ ହେବ ଶୁଣାଣି କରିବା ପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।

5.Odisha Cabinet Decision: 16 ବିଭାଗର 33 ପ୍ରସ୍ତାବକୁ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( Chief minister Naveen Patnaik) ଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି (Odisha cabinet decision) ।

6.ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକ, ମହାପ୍ରଭୁଙ୍କ କାର୍ତ୍ତିକ ନୀତିକାନ୍ତି ହେଲା ଚୁଡାନ୍ତ

ଅକ୍ଟୋବର ୬ ତାରିଖରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି କାନ୍ତି ସହ ରାଧାଦାମୋଦର ବେଶ ଓ ବାଳ ଭୋଗ ନୀତି ଅନୁଷ୍ଠିତ ହେବ ।

7.ସାବଧାନ ଚୀନ-ପାକିସ୍ତାନ ! ନୌସେନାକୁ ମିଳିବ ଡୁଆଲ୍ ରୋଲ ବ୍ରହ୍ମୋସ

ଅତିରିକ୍ତ ସୁପରସୋନିକ୍‌ ବ୍ରହ୍ମୋସ ମିସାଇଲ୍‌ ପାଇଁ ବ୍ରହ୍ମୋସ ଏରୋସ୍ପେଶ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ଚୁକ୍ତି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ (dual role surface to surface BrahMos missile ) ।

8.ହାଇକୋର୍ଟରେ ପରିବାର ପେନସନ ମାମଲା ଶୁଣାଣି, ୮୯ ବର୍ଷୀୟାଙ୍କୁ ମିଳିଲା ପେନସନ

ଗୁରୁବାର ହାଇକୋର୍ଟରେ ପରିବାର ପେନସନ ମାମଲା ଶୁଣାଣି ହୋଇଛି । ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

9.Legends League Cricket, ଆଜିଠୁ ଅଫଲାଇନ ଟିକେଟ ବିକ୍ରି

ବାରବାଟୀ ଷ୍ଟାଡିୟମରେ ଲିଡେଣ୍ଡ୍ସ କ୍ରିକେଟ ଲିଗ ମ୍ୟାଚ ପାଇଁ ଆଜିଠୁ (ଶୁକ୍ରବାର) ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ ।

10.ହସ୍ପିଟାଲରେ ବାବୁସାନ, ଜାରି ରହିଛି ଚିକିତ୍ସା

ଅସୁସ୍ଥ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଓଲିଉଡ ଅଭିନେତା ବାବୁସାନ ମହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.