ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 21, 2022, 7:05 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. President Election Result: ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ, ଉତ୍ସବ ପାଳିଲେ ବିଜେପି ନେତା ଓ କର୍ମୀ

ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ।

୨. Presidential Election Result: ଦ୍ୱିତୀୟ ରାଉଣ୍ଡ ଫଳାଫଳରେ ମଧ୍ୟ ଆଗରେ ମୁର୍ମୁ

ଆସିଲା ଦ୍ବିତୀୟ ପର୍ଯ୍ୟାୟ ଗଣତି ଫଳାଫଳ । ଦ୍ବିତୀୟ ରାଉଣ୍ଡରେ ଆସିଲା 10 ରାଜ୍ୟର ବିଧାନସଭା ଭୋଟ ଫଳାଫଳ ।

୩. President Poll Result: ଫଳାଫଳ ଘୋଷଣା ପୂର୍ବରୁ ଉତ୍ସବମୁଖର ବିଜେଡି କାର୍ଯ୍ୟାଳୟ

ଭାରତ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲେଖା ହେବ ଓଡ଼ିଶାର ନାଁ । ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିବେ ଓଡ଼ିଆ । ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ ।

୪. PresidentElection: ଦ୍ରୌପଦୀଙ୍କ ବିଜୟ ପୂର୍ବରୁ ଝୁମିଲେ ଧର୍ମେନ୍ଦ୍ର ପ୍ରଧାନ

କିଛି ସମୟ ପରେ ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି । ଓଡିଶା ଝିଅ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ।

୫. Vice Presidential poll: ମତଦାନରୁ ଓହରିଲା ମମତାଙ୍କ ତୃଣମୂଳ କଂଗ୍ରେସ

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବନି ତୃଣମୂଳ କଂଗ୍ରେସ । ଦଳ ମତଦାନରୁ ଓହରିବାକୁ ଦଳ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କଲେ ଦଳର ମହାସଚିବ ଅଭିଶେକ ବାନାର୍ଜୀ ।

୬. Gyanvapi Mosque case: ଅକ୍ଟୋବରରେ ପରବର୍ତ୍ତୀ ଶୁଣାଣୀ !

ଅକ୍ଟୋବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଜ୍ଞାନବ୍ୟାପୀ ମସଜିଦ ମାମଲାର ଶୁଣାଣୀ ।

୭. National Herald case: ଜେରା ଶେଷ, ED କାର୍ଯ୍ୟାଳୟରୁ ଫେରିଲେ ସୋନିଆ

ଶେଷ ହେଲା ସୋନିଆ ଗାନ୍ଧୀଙ୍କୁ ଜେରା । ସାଙ୍ଗରେ ଥିଲେ ଝିଅ ପ୍ରିୟଙ୍କା । ଆସନ୍ତାକାଲି ହାଜର ହେବା ନେଇ ହୋଇନି ସ୍ପଷ୍ଟ ।

୮. Brownsugar Seized:୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ,ବନ୍ଧା ହେଲେ ୮ ଅଭିଯୁକ୍ତ

ଖୁଲମଖୁଲା ବିକ୍ରୀ କରୁଥିଲେ ବ୍ରାଉନସୁଗାର । ମାଡିବସିଲା ପୋଲିସ । ୮ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ବିହାରରେ ଭୟାନକ ବିଶ୍ବାସ, ନାଗପଞ୍ଚମୀରେ ବିଷଧର ସାପଯାତ୍ରା

୯. ବିହାର ସମସ୍ତିପୁର ଜିଲ୍ଲାରେ ଏକ ଅଜବ ଓ ଭୟାନକ ଯାତ୍ରା ଦେଖିବାକୁ ମିଳିଛି । ପ୍ରତିବର୍ଷ ନାଗ ପଞ୍ଚମୀରେ ଏହି ଯାତ୍ରା ପାଳନ କରଯାଇଥାଏ ।

୧୦. ରାଜ୍ୟରେ ଆସନ୍ତା କାଲି ଠାରୁ ଟୀକାକରଣ ହେବ ସ୍ବାଭାବିକ

ରାଜ୍ୟରେ ଟୀକା କମ୍ ଥିବାରୁ ଟୀକାକରଣରେ ବ୍ୟାଘାତ ହୋଇଛି । ରାଜ୍ୟକୁ ଟୀକା ଆସିଥିବାରୁ ଆସନ୍ତା କଲି(ଶୁକ୍ରବାର) ଠାରୁ ଟୀକାକରଣ ସ୍ଵାଭାବିକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.