ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 12, 2022, 7:12 PM IST

୧. Ind vs SA 2nd T20: ବାରବାଟୀରେ ପ୍ରଥମେ ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ

ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ଦ୍ବିତୀୟ ଟି୨୦ ମ୍ୟାଚ୍‌ ।

୨. ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ନେଇ ବିଜେପି-ବିଜେଡ଼ି ଟ୍ବିଟର ୱାର୍‌

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ ବିଜେପି ରାଜ୍ୟ ସଭାପିତ ସମୀର ମହାନ୍ତିଙ୍କ ଟ୍ବିଟ ପରେ ବିଜେଡ଼ି ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ।

୩. କଂଗ୍ରେସ ନାଟକବାଜି ନକରି ଆଇନକୁ ସମ୍ମାନ ଦେଉ: ସମ୍ବିତ ପାତ୍ର

ଆସନ୍ତାକାଲି ରାହୁଲ ଗାନ୍ଧୀଙ୍କର ଇଡ଼ିରେ ହାଜର ହେବାର ଅଛି । କିନ୍ତୁ ତାହା ପୂର୍ବରୁ ଦଳର ସମସ୍ତ ସାଂସଦଙ୍କୁ ଦିଲ୍ଲୀ ଡାକରା ହୋଇଛି ।

୪. ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ BCCI ସଭାପତି ସୌରଭ ଗାଙ୍ଗୁଲି

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ BCCI ସଭାପତି ସୌରଭ ଗାଙ୍ଗୁଲି । ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି ବିସିସିଆଇ ସଭାପତି ।

୫. ଦେବସ୍ନାନ ପୂର୍ଣ୍ଣିମା: ପ୍ରସ୍ତୁତ ଶ୍ରୀକ୍ଷେତ୍ର, ମୁତୟନ ହେବେ 50 ପ୍ଲାଟୁନ ଫୋର୍ସ

ଆସନ୍ତା ମଙ୍ଗଳବାର ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ପୁରୀ ସହରରେ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ ।

୬. Prayagraj Violence: ଦଙ୍ଗାର ମୁଖ୍ୟ ଷଡଯନ୍ତ୍ରକାରୀ ଘରେ ବୁଲିଲା ବୁଲଡୋଜର

ପ୍ରୟାଗରାଜ ହିଂସାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଜାଭେଦର ଘର ଓ ସମ୍ପତ୍ତି ଉପରେ ଚାଲିଲା ବୁଲଡୋଜର । ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା ।

୭. ହାଇକୋର୍ଟରେ କୋଟ୍ ନ ପିନ୍ଧି ପହଞ୍ଚିଲେ IAS ଅଧିକାରୀ, ଜଜ୍‌ କହିଲେ ଏଇଟା କଣ ସିନେମା ହଲ୍‌ ?

ହାଇକୋର୍ଟରେ ଧଳା ସାର୍ଟ ପିନ୍ଧି ପହଞ୍ଚିବା ପରେ IAS ଅଧିକାରୀଙ୍କ ଉପରେ ଖପ୍ପା ହେଲେ ବିଚାରପତି । କହିଲେ ଏଇଟା କଣ ସିନେମା ହଲ୍‌ ?

୮. ମହିଳାଙ୍କୁ ତହସିଲ କର୍ମଚାରୀଙ୍କ ଅସଦାଚରଣ, ଘଟଣା ଚାପିବାକୁ ବୋଲଗଡ଼ ଥାନାଧିକାରୀଙ୍କ ଉଦ୍ୟମ ଅଭିଯୋଗ

ଖୋର୍ଦ୍ଧାରେ ମହିଳାଙ୍କୁ ତହସିଲ କର୍ମଚାରୀଙ୍କ ଅସଦାଚରଣ ଘଟଣା । ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଘଟଣାକୁ ଚାପିବା ପାଇଁ ପୀଡିତାଙ୍କ ଉପରେ ଚାପ ପକାଉଥିବା ହୋଇଛି ଅଭିଯୋଗ ।

୯. Ind vs SA 2nd T20: ଦର୍ଶକଙ୍କ ପାଇଁ ଖୋଲିଲା ବାରବାଟୀ ଷ୍ଟାଡିୟମ ଗେଟ୍‌

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ୍‌ ପାଇଁ ଖୋଲିଲା ବାରବାଟୀ ଷ୍ଟାିଡିୟମ ଗେଟ୍‌ ।

୧୦. କଳାହାଣ୍ଡିରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି: ଜନ ଜୀବନ ଅସ୍ତବ୍ୟସ୍ତ

କଳାହାଣ୍ଡି ଜିଲ୍ଲାକୁ ଜାଳୁଛି ଗ୍ରୀଷ୍ମପ୍ରବାହ । ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.