ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 7, 2021, 7:12 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.ପ୍ରତାପ-ରବିଶଙ୍କର-ଜାଭଡେକର...କ୍ୟାବିନେଟ ବିସ୍ତାର ପୂର୍ବରୁ କିଏ ଆଉଟ ?

କ୍ୟାବିନେଟ ସଂପ୍ରସାରଣ ହଲଚଲ ମଧ୍ୟରେ ଅନେକ ମନ୍ତ୍ରୀଙ୍କର ହୋଇଛି ଛୁଟି । ମୋଦିଙ୍କ ଟିମରୁ ଆଉଟ ହୋଇଛନ୍ତି ଅନେକ ବଡ ଚେହେରା ।

2.ଅଶ୍ବିନୀ ବୈଷ୍ଣବ ହେଲେ କେନ୍ଦ୍ରମନ୍ତ୍ରୀ, କଣ ତାଙ୍କ ରାଜନୈତିକ ପୃଷ୍ଠଭୂମି...ଜାଣନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ଟିମରେ ଓଡିଶାରୁ 2 ଜଣ ସ୍ଥାନ ପାଇଛନ୍ତି । ତେବେ ପୂର୍ବ ଚର୍ଚ୍ଚା ଅନୁସାରେ ଅଶ୍ବିନୀଙ୍କୁ ମୋଦିଙ୍କ ଟିମରେ ମିଳିଛି ସ୍ଥାନ ।

3.10 ପଦନ୍ନୋତି, 33 ନୂଆ ଚେହେରା; ମୋଦିଙ୍କ ଡ୍ରିମ୍ ଟିମରେ 43 ନେତା

ମୋଦିଙ୍କ ନୂଆ ଟିମର ଶପଥ ଗ୍ରହଉ ଉତ୍ସବ ଆରମ୍ଭ ହୋଇଛି । ସାମ୍ନାକୁ ଆସିଛି କ୍ୟାବିନେଟରେ ସାମିଲ ହେବାକୁଥିବା 43 ନେତାଙ୍କ ଫାଇଲାନ ଲିଷ୍ଟ ।

4.10 ପଦନ୍ନୋତି, 33 ନୂଆ ଚେହେରା; ମୋଦିଙ୍କ ଡ୍ରିମ୍ ଟିମରେ 43 ନେତା

5.13ରୁ ଗଡିବ ପୁରୀ-ଇନ୍ଦୋର-ପୁରୀ ସ୍ୱତନ୍ତ୍ର ଟ୍ରେନ

ଜୁଲାଇ 13 ତାରିଖ ଠାରୁ ପୁନଃ ଚଳାଚଳ କରିବ ପୁରୀ-ଇନ୍ଦୋର-ପୁରୀ ସ୍ୱତନ୍ତ୍ର ଟ୍ରେନ । ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ।

6.ପ୍ରେମର ପରିଭାଷା ବୁଝାଇ ଦେଲେ ବାକ୍‌ବାଧିତ ପ୍ରେମୀଯୁଗଳ

ଦୁଇଜଣ ବାକ ବାଧିତ ପ୍ରେମୀ ଯୁଗଳଙ୍କ ପ୍ରେମ ଆଜି ସମାଜକୁ ଶିଖାଇଛି ପ୍ରେମର ପରିଭାଷା। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ ଦେଖିବାକୁ ମିଳିଛି ଏମିତି ଏକ ପ୍ରେମ କାହାଣୀ ।

7.କୋରୋନା ସ୍ଥିତି ନେଇ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ପ୍ରେସମିଟ

କୋରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା। ବ୍ଲାକ ଫଙ୍ଗସର ଚିକିତ୍ସା ନେଇ ଔଷଧ ମହଜୁଦ ରହିଛ । ରାଜ୍ୟରେ 140 ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କୋଭିଡ ମୃତ୍ୟୁକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

8.ତୈଳ ଦରବୃଦ୍ଧି ପ୍ରତିବାଦରେ ରାଜଧାନୀରେ କଂଗ୍ରେସର ବିକ୍ଷୋଭ

ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଘଣ୍ଟା ବଜାଇ ଅଭିନବ ଉପାୟରେ ପ୍ରତିବାଦ କରିଛି ଦଳ ।

9.ପିଏମ ଆବାସ ଯୋଜନାରେ ଦୁର୍ନୀତି, ବ୍ଲକ ଆଗରେ ଗର୍ଜୁଛି ବିଜେପି

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ଏହି ଦୁର୍ନୀତିକୁ ପ୍ରତିବାଦ କରି ଆଜିଠୁ ତିନି ଦିନ ଧରି ରାଜ୍ୟର ସମସ୍ତ ବ୍ଲକ ଆଗରେ ବିକ୍ଷୋଭ କରିବ ଦଳ ।

10.ଦିଲ୍ଲୀପ କୁମାରଙ୍କ ଦେହାନ୍ତ, ଶୋକ ପ୍ରକାଶ କଲା ଭାରତୀୟ କ୍ରିକେଟ ଜଗତ

98 ବର୍ଷରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବରିଷ୍ଠ ବଲିଉଡ ଅଭିନେତା ବା ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାର । ସ୍ବାସ୍ଥ୍ୟଗତ ସମସ୍ୟାରୁ ଦୀର୍ଘଦିନ ଧରି ସେ ଶଯ୍ୟାଶାୟୀ ହୋଇ ରହିଥିଲେ। ଏହାକୁ ନେଇ ଭାରତର କ୍ରିକେଟ ଜଗତରୁ ଶୋକ ପ୍ରକାଶ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.