ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ 7

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jun 14, 2021, 7:04 PM IST

1.କୋରୋନା ଯୋଗୁଁ ପୁଣି ସ୍ଥଗିତ OJEE ପରୀକ୍ଷା

ପୁଣି ଘୁଞ୍ଚିଲା OJEE ପରୀକ୍ଷା, ଜୁଲାଇରେ ହେବ ନୂଆ ତାରିଖ ଘୋଷଣା ।

2.ରାମ ମନ୍ଦିର ଜମି କିଣାରେ ଚଞ୍ଚକତା, ଡିଲ୍‌ରେ ଦୁର୍ନୀତିର ଦାଗ

ଭଗବାନ ଶ୍ରୀରାମଙ୍କ ମନ୍ଦିରକୁ ଭବ୍ୟ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ଆଉ ଏହାରି ମଧ୍ୟରେ ଟ୍ରଷ୍ଟ ଉପରେ ଲାଗିଛି ଦୁର୍ନୀତିର ଗମ୍ଭୀର ଅଭିଯୋଗ ।

3.ଆସନ୍ତା 16ରୁ ଖୋଲିବ ଦେଶର ସବୁ ଐତିହ୍ୟସ୍ଥଳୀ

କୋରୋନା କାରଣରୁ ବନ୍ଦ ସମସ୍ତ ଐତିହ୍ୟ ସ୍ମାରକକୁ ଏବେ ଖୋଲିବା ନେଇ ନିଆଯାଇଛି ନିଷ୍ପତ୍ତି । 16 ଜୁନରୁ ସମସ୍ତ ଐତିହ୍ୟସ୍ଥଳୀକୁ ପର୍ଯ୍ୟଟକଙ୍କୁ ଯିବାର ଅନୁମତି ମିଳିବ ।

4.ସୁନା ସଂସାର ଉଜାଡିଦେଲା କୋରୋନା, ବାପା ମା’ଙ୍କ ମମତାରୁ ବଞ୍ଚିତ ଦୁଇ ଶିଶୁ

ଦୁଇ କଅଁଳ ଶିଶୁଙ୍କ ମୁଣ୍ଡ ଉପରୁ ପିତା ମାତାଙ୍କ ହାତ ଛଡାଇ ନେଇଛି କୋରୋନା । ଦୁନିଆକୁ ଭଲ ଭାବେ ଦେଖି ନଥିବା ଆଠ ବର୍ଷର କୁନି ଝିଅ ଓ ଦେଢ଼ ମାସର ସାନ ଭାଇକୁ ଧରି ଭଗବାନଙ୍କ ନିଷ୍ଠୁରତାକୁ ବାରମ୍ବାର ପ୍ରଶ୍ନ କରୁଛି ।

5.ଖୋଲିଲା ମଦ ଦୋକାନ ପୂଜାକଲେ ଗ୍ରାହକ, ଦେଖନ୍ତୁ ଭିଡିଓ

ଲକଡାଉନ ପରେ ମଦ ଦୋକାନ ଖୋଲିଥିବାରୁ ପୂଜା କଲେ ଗ୍ରାହକ । ଦୀର୍ଘଦିନ ପରେ ତାମିଲନାଡୁ ସରକାର ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିବାରୁ ମଦ ଦୋକାନ ଆଗରେ ପୂଜା କରିଛନ୍ତି ଗ୍ରାହକ । ତାମିଲନାଡୁର ମଦୁରାଇରେ ଏ ଭଳି ଘଟଣା ଦେଖିବାକୁ ମିଳିଛି ।

6.ଗୁଜୁରାଟ ବିଧାନସଭା ନିର୍ବାଚନରେ AAP ର ଏଣ୍ଟ୍ରି, ପଟିଦାର ଉପରେ କରିପାରେ ଗୋଟିଚାଳନା

ଆମ ଆଦମୀ ପାର୍ଟି 2022ରେ ଗୁଜୁରାଟରେ ହେବାକୁଥିବା ବିଧାନସଭା ନିର୍ବାଚନ ଲଢିବ ବୋଲି ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ।

7.ନାବାଳିକା ଶିଶୁ ଚାଲାଣ, ଭୁବନେଶ୍ବରର ଅବସରପ୍ରାପ୍ତ କଲେକ୍ଟରଙ୍କ ଘରୁ ଉଦ୍ଧାର

ରାଜଧାନୀରେ ନାବାଳିକା ଶିଶୁ ଚାଲାଣ । ବର୍ଷକ ପରେ ଉଦ୍ଧାର ହେଲା ୫ମ ଶ୍ରେଣୀ ଛାତ୍ରୀ ।

8.Green Passage ଯୋଜନାରେ ସାମିଲ ହେବେ ଅନାଥ ଶିଶୁ

କୋଭିଡରେ ଅନାଥ ଶିଶୁଙ୍କୁ ରାଜ୍ୟ ସରକାରଙ୍କ Green Passage ଯୋଜନାରେ ସାମିଲ କରିବା ନେଇ ବ୍ୟବସ୍ଥା କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଲତା ଦେଓ ।

9.କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ 5 ଦୋକାନ ସିଲ

କୋଭିଡ ନିୟମ ନମାନିବାରୁ ଭୁବନେଶ୍ବରରେ ଦୋକାନ ସିଲ୍‌ କଲା ବିଏମସି । ଡମଣା ହାଟରେ 5ଟି ଦୋକାନ ସିଲ୍‌ ।

10.ଫ୍ରେଞ୍ଚ ଓପନ ଟାଇଟେଲ ଜିତିଲେ ଜୋକଭିକ

ଷ୍ଟିଫନସ ସିତସିପସଙ୍କୁ ହରାଇ ଫ୍ରେଞ୍ଚ ଓପନ ଟାଇଟେଲ ଜିତିଲେ ନୋଭାକ ଜୋକଭିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.