ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 2, 2021, 7:13 PM IST

Updated : May 2, 2021, 7:20 PM IST

1.ପଲଟିଲା ବାଜି, ମମତାଙ୍କୁ ହରାଇ ନନ୍ଦିଗ୍ରାମ ଦଖଲ କଲେ ଶୁଭେନ୍ଦୁ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମତଗଣନାରେ ବଡ ଅଦଳବଦଳ । ପଲଟିଲା ବାଜି । ହାଇଭୋଲଟେଜ ନନ୍ଦିଗ୍ରାମ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମାତ ଦେଇ ବାଜି ମାରିଛନ୍ତି ଶୁଭେନ୍ଦୁ ଅଧିକାରୀ ।

2. ବିଧାନସଭା ବିଗ ଫାଇଟ ଫଳାଫଳ: ପୁଣି ଦିଦିଙ୍କ ବଙ୍ଗ ଦଖଲ, ଆସାମରେ ବିଜୟମୁହାଁ ବିଜେପି

ଚାଲିଛି ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ବିଧାନସଭାର ଭୋଟଗଣତି । ମତଗଣନା ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିଥିବା ବେଳେ, ତାମିଲନାଡୁରେ ଡିଏମକେ ଏକ ଦଶନ୍ଧି ପରେ କ୍ଷମତାକୁ ଫେରୁଛି ।

3.ବଙ୍ଗ-ଆସାମ ଫଳ: ନନ୍ଦିଗ୍ରାମରେ ମମତାଙ୍କୁ ମାତଦେଲେ ଶୁଭେନ୍ଦୁ, ଆସାମ ମୁଖ୍ୟମନ୍ତ୍ରୀ ବିଜୟୀ

ଆସାମ ମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଜାଲୁକବରୀ ନିର୍ବାଚନମଣ୍ଡଳୀରେ କ୍ରମାଗତ ପଞ୍ଚମ ଥର ପାଇଁ 1,01,911 ଭୋଟ ବ୍ୟବଧାନରେ ଜିତିଛନ୍ତି । ଏହି ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

4. କେରଳ-ତାମିଲନାଡୁ ଜନାଦେଶ: ପଲକ୍କଡ ଆସନରୁ ହାରିଲେ ମେଟ୍ରୋମ୍ୟାନ, ତାମିଲନାଡୁରେ ଜିତିଲେ ପଲାନିସ୍ବାମୀ

ସନ୍ଧ୍ୟା 5ଟା 30 ସୁଦ୍ଧା ତାମିଲନାଡୁରେ ଡିଏମକେ 116ଟି ଆସନରେ ଆଗୁଆ ଥିବା ବେଳେ 40ଟି ଆସନରେ ବିଜୟୀ ହୋଇଛି । ସେପଟେ କେରଳରେ ମଧ୍ୟ ଏଲଡିଏଫ 14ଟି ଆସନରେ ଆଗୁଆ ଥିବା ବେଳେ 86 ଆସନ ହାତେଇଛି । ଅନ୍ୟପକ୍ଷେ ପୁଡୁଚେରୀରେ AINRC 6ଟି ଆସନରେ ଆଗୁଆ ରହିଥିବା ବେଳେ 7ଟି ଆସନରେ ବିଜୟୀ ରହିଛି ।

5. ତାମିଲନାଡୁରେ DMKକୁ ବହୁମତ ! ଷ୍ଟାଲିନଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

ଏମକେ ସଭାପତି ଏମକେ ଷ୍ଟାଲିନଙ୍କ ନିକଟକୁ ଛୁଟିଲା ଶୁଭେଚ୍ଛାର ସୁଅ । ବିଧାନସଭା ନିର୍ବାଚନ ଭୋଟ ଗଣତିରେ 146ଟି ଆସନରେ ଆଗୁଆ ରହିଛି ଡିଏମକେ ଦଳ ।

6. ଆମ୍ବୁଲାନ୍ସରେ ପଡିରହିଛି ମୃତଦେହ, ଶ୍ମଶାନରେ ମିଳୁନି ଜାଗା

ମୃତଦେହକୁ ମିଳୁନି ଶ୍ମଶାନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ।

7. 'ଶେଷ ରାଉଣ୍ଡ ଗଣତି ବେଳକୁ ମ୍ୟାଜିକ ନମ୍ବର ପାଇବ ବିଜେପି'

ଆସାମ ଓ ପୁଡୁଚେରୀରେ ବିଜେପି ସରକାର ଗଠନ କରିବ । ଶେଷ ରାଉଣ୍ଡ ଗଣତି ବେଳକୁ ପଶ୍ଚିମବଙ୍ଗରେ ମଧ୍ୟ ଦଳ ବହୁମତ ହାସଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ତାମିଲନାଡ଼ୁରେ ଏନଡିଏ ଭଲ ପ୍ରଦର୍ଶନ କରିଛି ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

8. 8 ରାଜ୍ୟକୁ 214 ଟ୍ୟାଙ୍କର ଅକ୍ସିଜେନ ପଠାଇଲା ଓଡିଶା

8 ଟି ଅଭାବୀ ରାଜ୍ୟକୁ 214 ଟ୍ୟାଙ୍କରରେ ପଠାଗଲାଣି 3ହଜାର 965 ମେଟ୍ରିକ ଟନ ଅକ୍ସିଜେନ । ଓଡିଶା ପୋଲିସ୍ ଏସକର୍ଟ ଅଧୀନରେ ଯୋଗାଣ ହେଉଛି ଅକ୍ସିଜେନ ।

9. ପଞ୍ଜାବ କିଙ୍ଗସ୍ କ୍ୟାପଟେନ କେଏଲ ରାହୁଲ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଇଣ୍ଡିଆନ ପ୍ରିମିୟର ଲିଗ ପ୍ରାଞ୍ଜାଇଜ କ୍ୟାପଟେନ ପଞ୍ଜାବ କିଙ୍ଗ୍ସ କ୍ୟାପଟେନ କେଏଲ ରାହୁଲ ଅସୁସ୍ଥ ।

10. ନିଜ ବାଇକ୍ ବିକି ଲୋକଙ୍କୁ ସାହାଯ୍ୟ କରିବେ ହର୍ଷବର୍ଦ୍ଧନ

କୋରୋନା ଭାଇରସ ସହ ଲଢୁଥିବା ଦେଶବାସୀଙ୍କ ସେବା ପାଇଁ ସହଯୋଗର ହାତ ବଢାଉଛନ୍ତି ବହୁ ସେଲିବ୍ରିଟି । ଏବେ ଏହି କ୍ରମରେ ସାମିଲ ହେଲେ ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ ।

Last Updated : May 2, 2021, 7:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.