ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS at 7 PM
TOP NEWS at 7 PM
author img

By

Published : May 4, 2021, 6:59 PM IST

1.ଇଟିଭାଟିରେ ନାବାଳିକା ବନ୍ଧକ ଘଟଣା; ତଦନ୍ତରେ ଖପ୍ପା NHRC, କଲେ ରିପୋର୍ଟ ତଲବ

ତେଲେଙ୍ଗାନାରେ ଇଟାଭାଟିରେ ନବରଙ୍ଗପୁର ଝିଅ ବନ୍ଧକ ଘଟଣା ତଦନ୍ତରେ ଜାତୀୟ ମାନବାଧିକାର କମିସନ ଅସନ୍ତୁଷ୍ଟ । ପୁନଃତଦନ୍ତ ନିର୍ଦ୍ଦେଶ ଦେଲା ଏନଏଚଆରସି । ଏନେଇ ଉଭୟ ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସନକୁ ଏନଏଚଆରସିଙ୍କ ରିପୋର୍ଟ ତଲବ ।

2. ପୁରୀରେ ହେବ ଅକ୍ସିଜେନ ପ୍ଲାଣ୍ଟ, ସମୀର ଦାସ ଦେଲେ ସୂଚନା

ପୁରୀରେ ହେବ ଅକ୍ସିଜେନ୍‌ ପ୍ଲାଣ୍ଟ। ଜିଲ୍ଲାରେ କୋରୋନା ସ୍ଥିତି ସମୀକ୍ଷା ପରେ ସୂଚନା ଦେଲେ ମନ୍ତ୍ରୀ ସମୀର ଦାସ ।

3. 24 ଘଣ୍ଟା ସେବାରେ କଟକ କୋଭିଡ କଣ୍ଟ୍ରୋଲ ରୁମ, ଦିନକୁ ଆସୁଛି 3 ହଜାର କଲ

କଟକ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣର ମୁଖ୍ୟ ସହାୟକ ପାଲଟିଛି କୋଭିଡ କଣ୍ଟ୍ରୋଲ ରୁମ । 24 ଘଣ୍ଟା ଯୋଗାଉଛି ସେବା ।

4. ମେ 2021 JEE ମେନ୍‌ ପରୀକ୍ଷା ସ୍ଥଗିତ, ସଂକ୍ରମଣ ଯୋଗୁଁ ଘୁଞ୍ଚିଲା ସେସନ

JEE ମେନ୍‌ ଏପ୍ରିଲ ପରୀକ୍ଷା ସ୍ଥଗିତ ପରେ ମେ 2021 ପରୀକ୍ଷା ମଧ୍ୟ ଘୁଞ୍ଚାଯାଇଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ନୋଟିସ ଜାରି କରି ଦିଆଯାଇଛି ସୂଚନା ।

5. 10 ରାଜ୍ୟକୁ 281 ଟ୍ୟାଙ୍କର ଅକ୍ସିଜେନ ପଠାଇଲା ଓଡିଶା

ଓଡିଶା 10 ରାଜ୍ୟକୁ 5,125 ଅକ୍ସିଜେନ ପଠାଇଛି । 281 ଟ୍ୟାଙ୍କରରେ ଅଭାବୀ ରାଜ୍ୟକୁ ଅକ୍ସିଜେନ ପଠାଯାଇଛି । ଏ ନେଇ ସୂଚନା ଦେଇଛି ଓଡିଶା ପୋଲିସ ।

6. ବୌଦ୍ଧରୁ ଆସି ପୁରୀରେ ପହଞ୍ଚିଲା ଷଷ୍ଠ ପର୍ଯ୍ୟାୟ ରଥକାଠ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଆସି ପହଞ୍ଚିଛି ଷଷ୍ଠ ପର୍ଯ୍ୟାୟ ରଥକାଠ । ବୌଦ୍ଧ ବନଖଣ୍ଡରୁ ରଥକାଠ ଆସିଥିବା ସୂଚନା ।

7. ବଙ୍ଗ ହିଂସା: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ବିଜେପି, ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଲେ ଦିଦି

ହିଂସାକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ବୈଠକରେ ମୁଖ୍ୟ ସଚିବ, ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ ଓ କୋଲକାତା ପୋଲିସ କମିଶନର ଉପସ୍ଥିତ ରହିବେ । ଏପଟେ ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକୁ ନେଇ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ଗୌରବ ଭାଟ୍ଟିଆଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଯାଚିକା ଦାଏର କରାଯାଇଛି ।

8. ୫୦% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଏବଂ ବେସରକାରୀ ଅଫିସ: ତାମିଲନାଡୁ ସରକାର

କୋରୋନା ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ନୂଆ ପ୍ରତିବନ୍ଧକ ଲଗାଇଲେ ତାମିଲନାଡୁ ସରକାର । ଏବେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକାରୀ ହେବ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ।

9. ଐତିହାସିକ ରାୟ

ଦେଶର ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବମୋଟ 824ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା । ଆଉ ଏହାର ଫଳାଫଳ ରହିଛି ଐତିହାସିକ ।

10. କୋରୋନାରେ ହାରିଗଲେ BFI କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭାରତୀୟ ବକ୍ସିଂ ଫେଡେରେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜ କୁମାର ସଚେତିଙ୍କ କୋରୋନାରେ ଦେହାନ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.