ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 4, 2022, 5:00 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧.Odisha Assembly: 3 ବର୍ଷରେ ରାଜ୍ୟରେ କେତେ ଦୁଷ୍କର୍ମ ହୋଇଛି ?

ଆଜି ବିଧାନସଭା ଶୂନ୍ୟକାଳରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଠାରୁ ଜବାବ ମାଗିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା

୨.+2 Result : ଜୁଲାଇ ଶେଷ ସପ୍ତାହରେ ଦ୍ୱାଦଶ ରେଜଲ୍ଟ

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ଦ୍ୱାଦଶ ରେଜଲ୍ଟ ।

୩.BJB କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ

ଶୂନ୍ୟକାଳରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସରକାରଙ୍କୁ ଘେରିବା ସହ ସିବିଆଇ ତଦନ୍ତ ଦାବି କରିଥିଲେ ।

୪.ଯବାନଙ୍କ ଵଦାନ୍ୟତା ଆଗରେ ନଇଁ ଯାଉଛି ମଥା, ଅସହାୟ ଯୁବତୀଙ୍କୁ କରାଇଲେ ବିବାହ

ଆର୍ଥିକ ସମସ୍ୟା ପାଇଁ ଝିଅ ବାହାଘର ଭାଙ୍ଗିଯିବାକୁ ବସିଥିଲା । ଖବର ପାଇବା ପରେ ବିହାରର ସଶସ୍ତ୍ର ସୀମାରେ ଯବାନ ଭାବେ କାର୍ଯ୍ୟରତ ସଂଗ୍ରାମ ଓ ଚିରଞ୍ଜିବୀ ଅସହାୟ ଝିଅ ପଦ୍ମିନୀ ବେହେରାଙ୍କୁ ବିବାହ କରାଇଥିଲେ ।

୫.୩ ବର୍ଷ ପରେ ଜଗାର ହେବ ଖପୁରୀ ପ୍ରତିରୋପଣ

କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ, ଜଗାର ଖପୁରୀ ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ । ଏନେଇ ଦିଲ୍ଲୀ ଏମ୍‌ସ ଡାକ୍ତର ସ୍ପଷ୍ଟ କରିଛନ୍ତି ।

୬.ବସ୍ତା ଭିତରୁ ମୃତଦେହ ଉଦ୍ଧାର

ରାସ୍ତାକଡ଼ ସାଇକେଲରେ ବନ୍ଧା ହୋଇ ପଡିଛି ମୃତଦେହ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

୭.୬ମାସରେ ଭାଙ୍ଗିବ ସିନ୍ଧେଙ୍କ ସରକାର: ଶରଦ ପାଓ୍ବାର

ଆସନ୍ତା ୬ ମାସ ମଧ୍ୟରେ ଭାଙ୍ଗିବ ସିନ୍ଧେଙ୍କ ସରକାର। ଏମିତି କହିଲେ ଏନସିପି ନେତା ଶରଦ ପାଓ୍ବାର ।

୮.Twitter banned: ମଇରେ 46 ହଜାରରୁ ଊର୍ଦ୍ଧ୍ବ ଟ୍ବିଟର ଆକାଉଣ୍ଟ ହେଲା ବ୍ୟାନ

ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଟ୍ବିଟର। ଚଳିତ ବର୍ଷ ମେ ମାସରେ 46 ହଜାରରୁ ଅଧିକ ଭାରତୀୟ ଟ୍ବିଟର ଆକାଉଣ୍ଟକୁ ବ୍ୟାନ କରାଯାଇଛି ।

୯.Udaipur Murder Case: ବନ୍ଧା ହେଲେ ଆଉ 4 ଅଭିଯୁକ୍ତ

ଉଦୟପୁର ହତ୍ୟା ମାମଲାରେ ଗିରଫ ହେଲେ ଆଉ 4 ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତକୁ ପଠାଇଥିଲେ ପାକିସ୍ତାନ ।

୧୦.ବନାନ୍ତୁ ବ୍ଲାକ ଫରେଷ୍ଟ କପ କେକ୍ ,ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

ବ୍ଲାକ ଫରେଷ୍ଟ କପ କେକ୍ ଏକ ସହଜ ରେସିପି ବିଷୟରେ ଜାଣନ୍ତି କି । ଆପଣ ବି ଚାହିଁଲେ ଘରେ ଖୁବ ସହଜରେ ତିଆରି କରିପାରିବେ । ତେବେ କିପରି ପ୍ରସ୍ତୁତ କରିବେ ଏହି ବ୍ଲାକ ଫରେଷ୍ଟ କପ କେକ୍ ଦେଖନ୍ତୁ ଏହି ଭିଡିଓ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.