ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM ତାଜା ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Dec 22, 2021, 3:05 PM IST

1.Panchayat Election Reservation Notification: ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର

ହାଇକୋର୍ଟରେ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ମାମଲା

2.ଶିଳ୍ପପତି ଠକେଇ ମାମଲାରେ ନୂଆ ଟ୍ବିଷ୍ଟ: ନକଲି ନୁହେଁ ଠକିଥିଲେ ଅସଲି RAW ଅଫିସର

ଓଡିଶାରେ ପ୍ରୋଜେକ୍ଟ ଦେବା ଆଳରେ ଶିଳ୍ପପତିଙ୍କୁ ଠକେଇ ମାମଲାରେ EOW ଦ୍ବାରା ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡ ନକଲି ନୁହେଁ ଅସଲି RAW ଅଫିସର ।

3.Omicron Alert: ରାଜ୍ୟବାସୀଙ୍କୁ ସତର୍କ କଲେ, ମୁକାବିଲା ପାଇଁ ସହଯୋଗ କାମନା କଲେ ନବୀନ

ଓମିକ୍ରନ(Omicron) ଚିହ୍ନଟ ପରେ ରାଜ୍ୟବାସୀଙ୍କୁ ସଜାଗ ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ ।

4.ଟିକା ପ୍ରମାଣପତ୍ରରୁ ମୋଦିଙ୍କ ଫଟୋ ହଟାଇବାକୁ କରିଥିଲେ ମାମଲା, କୋର୍ଟ ଲଗାଇଲେ ଜରିମାନା

ଟିକା ପ୍ରମାଣପତ୍ରରୁ ମୋଦିଙ୍କ ଫଟୋ ହଟାଇବା ନେଇ ଦାୟର ପିଟିସନକୁ ଖାରଜ କଲେ କେରଳ ହାଇକୋର୍ଟ । ଆବେଦନକାରୀଙ୍କୁ ୧ ଲକ୍ଷର ଟଙ୍କାର ଜରିମାନା ନିର୍ଦ୍ଦେଶ ।

5.Omicron ମୁକାବିଲା ପାଇଁ ପ୍ରସ୍ତୁତ CMC

କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ନିଦ ଉଡାଇଲାଣି । ଗତକାଲି ୨ ଓମିକ୍ରମ ମାମଲା ସାମ୍ନାକୁ ଆସିବା ପରେ ସଜାଗ ହେଲେଣି ସ୍ବାସ୍ଥ୍ୟ ବିଭାଗ ।

6.Odisha Corona Report: ଦିନକରେ ୧୮୩ ନୂଆ ସଂକ୍ରମିତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୩ କୋରୋନା ପଜିଟିଭ ଚିହ୍ନଟ (odisha corona cases) ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୩,୩୪୯ରେ ପହଞ୍ଚିଛି ।

7.INDIA CORONA: ଦିନକରେ 6317 ଆକ୍ରାନ୍ତ ଚିହ୍ନଟ, 318 ଦିନରେ ସର୍ବନିମ୍ନ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 6 ହଜାର 317 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 318 ଜଣଙ୍କ ମୃତ୍ୟୁ ହୋଇଛି ।

8.ପୂର୍ବତଟ ରେଳପଥ ମଧ୍ୟରେ ଗଡିବ ସୁପରଫାଷ୍ଟ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍

ପୂର୍ବତଟ ରେଳପଥ ମଧ୍ୟରେ ଚଳାଚଳ କରିବ କାମାକ୍ଷା-କୋଚୁଭେଲି-କାମାକ୍ଷା ସୁପରଫାଷ୍ଟ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ।

9.OCA ଆନୁୁକୁଲ୍ୟରେ ଅନ୍ତଃକ୍ଳବ ଟୁର୍ଣ୍ଣାମେଣ୍ଟ ଆରମ୍ଭ, Under-19ରେ ମିିଳିବ ସୁଯୋଗ

ଓଡିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ଆରମ୍ଭ ହୋଇଛି ଟୁର୍ଣ୍ଣାମେଣ୍ଟ । ପ୍ରଥମ ମ୍ୟାଚରେ ଯାଜପୁର ରୋଡ କ୍ରିକେଟ କ୍ଳବ ସହିତ ସୁକିନ୍ଦା କ୍ଳବ ମଧ୍ୟରେ ମୁକାବିଲା ।

10.National Mathematics Day: ମହାନ ଗଣିତଜ୍ଞ ରାମାନୁଜନଙ୍କ ଅବଦାନକୁ ମନେ ପକାଉଛି ଦେଶ

ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଗଣିତ ପ୍ରତି ଥିବା ଅବଦାନକୁ ମନେପକାଇ ପ୍ରତିବର୍ଷ ତାଙ୍କ ଜନ୍ମଜୟନ୍ତୀ ଡିସେମ୍ବର ୨୨କୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.