ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 28, 2021, 3:11 PM IST

1.ମମିତା ହତ୍ୟା ମାମଲା, ଦୋଷୀକୁ ଫାଶୀ ଦାବି କଲା କଂଗ୍ରେସ କେନ୍ଦ୍ରୀୟ ଟିମ୍

ବଲାଙ୍ଗୀର ଆସି ଆଜି ପୀଡିତାଙ୍କ ପରିବାର ସହ ସାକ୍ଷାତ କଲେ କଂଗ୍ରେସ କେନ୍ଦ୍ରୀୟ ଟିମ । ଦୋଷୀକୁ ଫାଶୀ ଦଣ୍ଡ ସହ ପୀଡିତା ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦାବି କଲା କଂଗ୍ରେସ ।

2.ତୁରନ୍ତ NEET-UG ରେଜଲ୍ଟ ପ୍ରକାଶ କର: ସୁପ୍ରିମକୋର୍ଟ

ଖୁବଶୀଘ୍ର ପ୍ରକାଶ ପାଇବ NEET-UG ମେଡିକାଲ ପରୀକ୍ଷା ରେଜଲ୍ଟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି ।

3.ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ସମୀର ୱାଙ୍ଖଡେଙ୍କ ପତ୍ନୀ

ସ୍ବାମୀଙ୍କ ସୁରକ୍ଷା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ମୁମ୍ବାଇ NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ପତ୍ନୀ କ୍ରାନ୍ତି ୱାଙ୍ଖଡେ ।

4.ବିପଦରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ, ଛାତରୁ ଖସୁଛି ଅତଡ଼ା

ବିପଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ । କେଉଁ ମୂହୁର୍ତ୍ତରେ ବି ଘଟିପାରେ ଅଘଟଣ ।

5.ମମିତା ମେହେର ହତ୍ଯାକାଣ୍ଡ, DCP ଅଫିସ ଘେରିଲା ବିଜେପି ଯୁବମୋର୍ଚ୍ଚା

ଶିକ୍ଷୟିତ୍ରୀ ମମିତା ମହେର ହତ୍ୟାକାଣ୍ଡରେ ତେଜୁଛି ଆନ୍ଦୋଳନ । ଘଟଣାରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି ।

6.ଆସନ୍ତା ସପ୍ତାହରେ ପୁଣି ବଢିପାରେ LPG ଦର, ଚାରି ମାସରେ ବଢିଲାଣି ୯୦ ଟଙ୍କା

। ପେଟ୍ରୋଲ-ଡିଜେଲ, ପନିପରିବା ଦର ଦାମ ବୃଦ୍ଧି ମଧ୍ୟରେ ଏହି ମାସରେ ଲଗାତାର ଦ୍ବିତୀୟ ଥର ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି ।

7.ରାଜଧାନୀରେ ପୁଣି ବିଗିଡିଲା ବାୟୁ ଗୁଣବତ୍ତା; ନଭେମ୍ବରରେ ଜଟିଳ ହୋଇପାରେ ସ୍ଥିତି

ରାଜଧାନୀ ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ । ପୁଣି ବିଗିଡିବାରେ ଲାଗିଛି ସ୍ଥିତି ।

8.'ପାକିସ୍ତାନର ବିଜୟ ପାଳୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଲାଗିବ ଦେଶଦ୍ରୋହ ଚାର୍ଜ'

ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନର ବିଜୟ ପାଳୁଥିବା ବ୍ୟକ୍ତିଙ୍କ ଉପରେ ଦେଶଦ୍ରୋହ ଆଇନ ଲାଗିବ । ପାକିସ୍ତାନ ସମର୍ଥକଙ୍କ ବିରୁଦ୍ଧରେ ଏଭଳି କଠୋର ମନ୍ତବ୍ୟ ଦେଲେ ଯୋଗୀ ଆଦିତ୍ୟନାଥ ।

09.ଘାଟିରେ ଓଲଟିଲା ବସ; ୮ ମୃତ, ଅନେକ ଆହତ

ଜମ୍ମୁ କାଶ୍ମୀରରେ ବଡ ଧରଣର ସଡକ ଦୁର୍ଘଟଣା । ଥାଥ୍ରୀ ଡୋଡା ଅଭିମୁଖେ ଯାଉଥିବା ବେଳେ ଘାଟିରେ ଓଲଟି ପଡିଲା ମିନି ବସ୍ । 8 ମୃତ, ଅନେକ ଆହତ ।

10.ଗିରଫ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍

ମନୀଷ ଅନୁରାଗ ହତ୍ୟା ମାମଲାରେ ହୋଟେଲ ସାଉଥ ସିଟି ଲିଙ୍କ ନେଇ ଗିରଫ କନେଷ୍ଟବଳ ପ୍ରସନ୍ନ ବେହେରା ଘରେ ଭିଜିଲାନ୍ସ ରେଡ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.