ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 6, 2021, 3:07 PM IST

1.ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଆଦିବାସୀ ନୃତ୍ୟ ସହ ଭବ୍ୟ ସ୍ବାଗତ

୬ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଆଜି ମଧ୍ୟାହ୍ନରେ ସେ ଭୁବନେଶ୍ବରରେ ପହଞ୍ଚିଛନ୍ତି ।

2.ନିପା ଭାଇରସକୁ ନେଇ DMETଙ୍କ ସତର୍କବାଣୀ

ନିପା ଭାଇରସକୁ ନେଇ ଡ଼ିଏମଇଟି ସିବିକେ ମହାନ୍ତିଙ୍କ ସତର୍କବାଣୀ । କହିଲେ ଏହି ଭାଇରସ ନୂଆ ନୁହେଁ, ସଚେତନ ରହିବା ଆବଶ୍ୟକ ।

3 .Odishaassembly; ରାଜ୍ୟରେ ବଢିଛି ଅପରାଧିକ ମାମଲା, ୧୧ ହଜାରରୁ ଅଧିକ ପୋଲିସ ପଦ ଖାଲି

ରାଜ୍ୟରେ ବଢିବାରେ ଲାଗିଛି ଅପରାଧିକ ମାମଲା । ଆଜି ବିଧାନସଭାରେ ସରକାର ଦେଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ।

4.ବନ୍ୟା ପାଣିକୁ ବେଖାତିର, ଡଙ୍ଗା ଚଲାଇ ସ୍କୁଲ ଯାଉଛନ୍ତି ସନ୍ଧ୍ୟା ସାହାଣୀ

ଉତ୍ତର ପ୍ରଦେଶର ଏକାଦଶରେ ପଢୁଥିବା ଜଣେ ଛାତ୍ରୀ ବନ୍ୟା ପାଣିକୁ ଅତିକ୍ରମ କରି ନିଜେ ଡଙ୍ଗା ଚଲାଇ ପ୍ରତିଦିନ ସ୍କୁଲ ଯାଉଛନ୍ତି ।

5.ସୁନ୍ଦରଗଡରେ ହେବ ମେଡିକାଲ କଲେଜ, ଚାଲିଛି ପ୍ରସ୍ତୁତି: ସ୍ବାସ୍ଥ୍ୟମନ୍ତ୍ରୀ

ସୁନ୍ଦରଗଡରେ ଆସନ୍ତାବର୍ଷ ଠାରୁ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ। ୨୦୨୨-୨୩ ବର୍ଷରୁ ହେବ ନାମ ଲେଖା ।

6.ମାଷ୍ଟର ମାଇଣ୍ଡ ଏଡିଟର କଲିକତାରୁ ଗିରଫ, ଲେଡି ରିପୋର୍ଟରକୁ ମୋହରା କରି ରଚିଥିଲା ଷଡଯନ୍ତ୍ର

ଗତ ଅଗଷ୍ଟ ୭ ତାରିଖରେ ଲେଡ଼ି ରିପୋର୍ଟରଙ୍କୁ ମୋହରା ବନାଇ ଖଣି ବ୍ୟବସାୟୀଙ୍କୁ ଅପହରଣ ଘଟଣା । ମାଷ୍ଟର ମାଇଣ୍ଡ ତଥା ଏଡ଼ିଟରକୁ କୋଲକାତାରୁ ଗିରଫ କଲା ପୋଲିସ ।

7.Odisha Assembly; ନୂଆ ଥାନା ଫାଣ୍ଡି ପ୍ରତିଷ୍ଠା ନେଇ ଗୃହରେ ସରଗରମ ଆଲୋଚନା

ବିଧାନସଭା ମୌସୁମୀ ଅଧିବେଶନର ଆଜି ପଞ୍ଚମ ଦିବସ । ବିନା ହଟ୍ଟଗୋଳରେ ଆଜି ସମ୍ପୂର୍ଣ୍ଣ ପ୍ରଶ୍ନକାଳ ଚାଲିଲା ।

8.ଚତୁର୍ଥ ଟେଷ୍ଟ, ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡର ଶାନଦାର ଆରମ୍ଭ

ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଚତୁର୍ଥ ଟେଷ୍ଟରେ ଋଷବ ପନ୍ତ ଓ ଶାର୍ଦ୍ଦୁଳ ଠାକୁରଙ୍କ ଅର୍ଦ୍ଧଶତକ ପରେ ଇଂଲଣ୍ଡର ହାସିବ ହାମିଦ 85 ବଲରେ ୪୩ ରନ ଏବଂ ରୋରୀ ବର୍ନସ 109 ବଲରେ ୩୧ ରନ କରିଛନ୍ତି ।

9.ବର୍ଷକ 6 ମାସ ବନ୍ୟାରେ ବୁଡେ ଗାଁ, ଡଙ୍ଗାରେ ଶିକ୍ଷାଦାନ ଆରମ୍ଭ କରି ଚର୍ଚ୍ଚାରେ 2 ଶିକ୍ଷକ

ଡଙ୍ଗାରେ ଚାଲିଛି ପାଠପଢା । ଆଉ ଶିକ୍ଷାଦାନ କରୁଛନ୍ତି ୨ ଶିକ୍ଷକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର କଟିହାରରେ ।

10.ନର୍ଦ୍ଦନ ଆଲାଏନ୍ସର ଅସ୍ତ୍ରବିରତି ଆହ୍ବାନ, ପ୍ରତ୍ୟାଖ୍ୟାନ କଲା ତାଲିବାନ

ତାଲିବାନ ବର୍ତ୍ତମାନ ପଞ୍ଜଶୀର ଦଖଲ କରିଥିବା ଦାବି କରିଥିବା ବେଳେ ଅସ୍ତ୍ରବିରତି ପ୍ରସ୍ତାବ ଦେଇଛି ନର୍ଦ୍ଦନ ରେଜିଷ୍ଟାନ୍ସ ଫୋର୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.