ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 30, 2021, 3:01 PM IST

1.ଜନ୍ମାଷ୍ଟମୀରେ ଚଳଚଞ୍ଚଳ ଇସ୍କନ ମନ୍ଦିର, ଭଜନ-କୀର୍ତ୍ତନରେ କମ୍ପୁଛି ରାଜଧାନୀ

ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଜଧାନୀର ଇସ୍କନ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି ।

2.ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି; UG ଛାତ୍ରଛାତ୍ରୀଙ୍କୁ ଶୀଘ୍ର ଦିଆଯାଉ ଶେଷ ସେମିଷ୍ଟାର ମାର୍କସିଟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସ୍ନାତକ ଶେଷ ସେମିଷ୍ଟାରର ମାର୍କସିଟ ଶୀଘ୍ର ଦେବାକୁ କଲେ ଅନୁରୋଧ।

3.ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧବାର୍ଷିକୀ, ଚକାପାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧବାର୍ଷିକୀ । ଏଥିପାଇଁ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

4.ବର୍ବରତାର ସୀମା ପାର, ଗର୍ଭବତୀ ସ୍ତ୍ରୀର ବେକ କାଟି ସ୍ବାମୀ ଫେରାର

ଗର୍ଭବତୀ ସ୍ତ୍ରୀର ବେକ କାଟି ଦେଲା ସୈତାନ ସ୍ବାମୀ । ଅଳ୍ପକେ ବର୍ତ୍ତିଲେ ମହିଳା, ଘଟଣା ଘଟାଇ ସ୍ବାମୀ ଫେରାର ।

5.କ୍ରିକେଟରୁ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନିଙ୍କ ସନ୍ୟାସ

ଆନ୍ତର୍ଜାତୀୟ କ୍ରିକେଟ ଓ ଫାଷ୍ଟ କ୍ଲାସ କ୍ରିକେଟରୁ ହଠାତ ସନ୍ୟାସ ଗ୍ରହଣ କରିଛନ୍ତି ଭାରତର ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି ।

6.LoCରେ ଫୁଟିଲା ଗୁଳି, ଜଣେ ଆତଙ୍କୀ ସଫା

ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC)ରେ ଜଣେ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସେନା ।

7.ବେଣୀପୁର ବନ୍ୟାକୁ ପୁରିଲା ବର୍ଷେ, ଦୁର୍ବଳ ନଦୀବନ୍ଧକୁ ନେଇ ଆତଙ୍କିତ ଲୋକେ

ଏବେବି ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ବନ୍ଧ । ଯାହାକୁ ନେଇ ଆଶା ଆଶଙ୍କାରେ ସ୍ଥାନୀୟ ଲୋକେ ।

8.ଶ୍ରୀକୃଷ୍ଣଙ୍କ କଥାରସ; କେବେ ଲବଣି ଚୋର, କେବେ ରାଧାପ୍ରେମ ଲୀଳା

କୃଷ୍ଣଙ୍କ ଜନ୍ମଦିବସକୁ ସମସ୍ତେ ଜନ୍ମାଷ୍ଟମୀ ନାମରେ ଜାଣିଥିବା ବେଳେ କୃଷ୍ଣଙ୍କର ନାମ କିନ୍ତୁ ଅନେକ । ଭିନ୍ନ ଯୁଗରେ ଭିନ୍ନ ଅବତାର ଆଉ ଅପରମ୍ପାର ଲୀଳାଖେଳା ।

9.Uttarakhand landslide; ଭୂସ୍ଖଳନରେ ୨ ମୃତ, ମାଟି ତଳେ ଚାପିହୋଇଛନ୍ତି 5

ଉତ୍ତରାଖଣ୍ତର ପିଥୋରଗୋଡର ଜୁମ୍ମା ଗାଁ ନିକଟରେ ଭୂସ୍ଖଳନ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ମାଟି ତଳେ ଚାପି ହୋଇ ରହିଯାଇଥିବା ସୂଚନା ମିଳିଛି ।

10.ବିଶ୍ବରୁ ଆତଙ୍କୀ ନିପାତ ପାଇଁ ଯେକୌଣସି ସ୍ତରକୁ ଯାଇପାରେ ଭାରତ: ପ୍ରତିରକ୍ଷା ମନ୍ତ୍ରୀ

ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବା ପରେ ସେଠାରେ ପରିସ୍ଥିତି ଏବେ ସାରା ବିଶ୍ବ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.