ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର... - ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Jan 19, 2021, 3:01 PM IST

1-ସୀମା ବିବାଦ ସଂକ୍ରାନ୍ତରେ ବିଧାନସଭା ଗୃହ କମିଟିର ବୈଠକ

ରାଜ୍ୟର ଲାଗି ରହିଥିବା ସୀମା ବିବାଦକୁ ନେଇ ବିଧାନସଭା ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ତୁରନ୍ତ ବିବାଦ ସମାଧାନ କରିବାକୁ ବିଧାୟକମାନେ ଦାବି ରଖିଛନ୍ତି ।

2-ଟିକା ନେବାକୁ ମନାକଲେ ମିଳିବନି ମାଗଣା ଟିକା: ବିଜୟ ପାଣିଗ୍ରାହୀ

କୋଭିଡ ଭ୍ୟାକ୍ସିନର ଦ୍ବିତୀୟ ଦିନର ଟୀକାକରଣ ସଫଳ ହୋଇଛି । ଏହା ଭିତରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣଗ୍ରାହୀଙ୍କ ଏକ ବଡ ବୟାନ ଆସିଛି। ଟିକା ନେବାକୁ ଥରେ ମନାକଲେ ଆଉ ମିଳିବନି ମାଗଣା ଟିକା।

3-ମାଲକାନଗିରି ସୀମାନ୍ତ ଦାନ୍ତେୱାଡା ଜଙ୍ଗଲରେ ଗୁଳି ବିନିମୟ

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ମାଲକାନଗିରି ସୀମାନ୍ତ ଦନ୍ତେୱାଡା ଜଙ୍ଗଲରେ ଗୁଳି ବିନିମୟ ହୋଇଛି ।

4-ଲାଞ୍ଚ ନେଇ ଫସିଲେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲାର ଅତିରିକ୍ତ ତହସିଲଦାର । ପଥର ବୋଝେଇ ଟ୍ରକକୁ ଛାଡିବା ପାଇଁ 30ହଜାର ଟଙ୍କା ଲାଞ୍ଚ ନେବାବେଳେ କାବୁ କଲା ଭିଜିଲାନ୍ସ ।

5-ରାଜଧାନୀରେ ଅବକାରୀ ବିଭାଗର ଚଢାଉ: ୫୦୦ ଲିଟର ଦେଶୀ ମଦ ଜବତ, ୧୩ ଗିରଫ

ନୟାପଲ୍ଲୀ ସାଲିଆ ସାହିରେ ଚଢାଉ କରିଛି ଭୁବନେଶ୍ବର ଅବକାରୀ ବିଭାଗ । ଚଢାଉ ବେଳେ ୫୦୦ଲିଟର ଦେଶୀ ମଦ ଜବତ କରାଯାଇଛି

6-ଟୀକାକରଣ ସହ ହୃଦଘାତର କୌଣସି ସମ୍ପର୍କ ନାହିଁ: କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ

ଟିକା ବଣ୍ଟନ ଉପରେ ଏକ ସର୍ଭେ କର୍ଣ୍ଣାଟକର ସବୁ ଜିଲ୍ଲାରେ ଚାଲିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୁଧାକର ସୂଚନା ଦେଇଛନ୍ତି।

7-ଆଗକୁ କେନ୍ଦ୍ର ବଜେଟ, ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ସହ ସୀତାରମଣଙ୍କ ବୈଠକ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି ।

8-ବିଦ୍ୟାଳୟର ସ୍ବଚ୍ଛତାକୁ ଗୁରୁତ୍ବ ଦେବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆନ୍ଧ୍ରପ୍ରଦେଶରେ ସରକାରୀ ବିଦ୍ଯାଳୟଗୁଡିକରେ ଶୌଚାଳୟର ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

9-ଅଷ୍ଟ୍ରେଲିଆ ଗଡରେ ଟିମ୍‌ ଇଣ୍ଡିଆର ବାଜିମାତ୍, 2-1ରେ ସିରିଜ କବ୍ଜା

ଅଷ୍ଟ୍ରେଲିଆ ମାଟିରେ ଭାରତର ବାଜିମାତ୍‌ । ଗାବା ଗ୍ରାଉଣ୍ଡରେ ଘରୋଇ ଦଳ ଅଷ୍ଟ୍ରେଲିଆର 33ବର୍ଷର ବିଜୟଧାରାକୁ ଧ୍ବସ୍ତ କରିଛି ଟିମ୍‌ ଇଣ୍ଡିଆ । ଏଥିସହ ବର୍ଡର-ଗାଭାସ୍କର ଟ୍ରଫିକୁ ଜିଣିଛି ଭାରତୀୟ ଦଳ । ଆଜିର ମ୍ୟାଚକୁ 3 ଓ୍ବିକେଟରେ ଜିଣି 2-1ରେ ସିରିଜ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

10-ଶୁଭମନଙ୍କ ପ୍ରଶଂସାରେ ଭିଭିଏସ୍‌ ଲକ୍ଷ୍ମଣ

ଭାରତର ଯୁବ କ୍ରିକେଟର ଶୁଭମନ ଗିଲଙ୍କ ପ୍ରଂଶସାରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ । ଶୁଭମନ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଟେଷ୍ଟରେ ଅନ୍ତିମ ଦିନରେ ସାନଦାର ପ୍ରଦର୍ଶନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.