1. ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏନ.ଭି ରମଣା
ଦେଶର ସର୍ବୋଚ୍ଚ କୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଏନଭି ରମଣା ।
2. ସବୁ ରାଜ୍ୟରେ ମାଗଣାରେ ମିଳିବ କୋଭିଡ ଟିକା
ମେ’ 1 ତାରିଖରୁ ଦେଶବ୍ୟାପୀ 18 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ କୋରୋନା ଟିକା ଦିଆଯିବ ।
3. ‘ମନରେ ଦ୍ବନ୍ଦ ରଖନ୍ତୁ ନାହିଁ, ଟିକା ନିଅନ୍ତୁ’
ଭାରତରେ ପ୍ରସ୍ତୁତ କୋଭାକ୍ସିନ ଓ କୋଭିସିଲ୍ଡ ଉଭୟ ଟିକା ଫଳପ୍ରଦ ।
4. ଅକ୍ସିଜେନ ଅଭାବରୁ ପୁଣି ଦିଲ୍ଲୀରେ ଆଖି ବୁଜିଲେ 20 ଆକ୍ରାନ୍ତ
ରାଜଧାନୀ ଦିଲ୍ଲୀରେ ଭୟଙ୍କର ସ୍ଥିତି । ଅକ୍ସିଜେନ ଅଭାବ ଲାଗି ରହିଥିବାରୁ ପୁଣି ଆଖି ବୁଜିଲେ 20 କୋରୋନା ସଂକ୍ରମିତ ।
5. ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଲା କୋରୋନା, ପର୍ବତାରୋହୀ ସଂକ୍ରମିତ
ପୃଥିବୀର ସବୁଠାରୁ ଉଚ୍ଚ ପର୍ବତଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଲା କୋରୋନା ।
6. ଦିନକରେ ଦେଶରେ 3 ଲକ୍ଷ 64 ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ, 2624 ମୃତ
ଦେଶରେ ବେକାବୁ କୋରୋନା । ଗତ 24 ଘଣ୍ଟାରେ ଦେଶରେ ପୁଣି 3 ଲକ୍ଷ 64 ହଜାର 786 ଜଣ ସଂକ୍ରମିତ ହୋଇଛନ୍ତି ।
7. ପଶ୍ଚିମବଙ୍ଗରେ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ନିର୍ବାଚନୀ ରାଲିରେ ଆକ୍ରମଣ
8. ଜନ୍ମଦିନ ନ ପାଳି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ 7 ବର୍ଷର ଆୟୁଷ
9. 48 ବର୍ଷରେ କ୍ରିକେଟ ଜଗତର ମହାନାୟକ, କରିଛନ୍ତି ଅନେକ ବିଶ୍ବ କିର୍ତ୍ତୀମାନ
48 ବର୍ଷରେ ପାଦ ଥାପିଲେ କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ।
10. ବରୁଣ@34, ରେସଲରର ସ୍ବପ୍ନ ନେଇ ସାଜିଲେ ଅଭିନେତା
ଆଜି 34 ବର୍ଷରେ ପାଦ ଥାପିଲେ ବରୁଣ ଧୱନ । ସୋସିଆଲ ମିଡିଆରେ ଛୁଟିଲା ଫ୍ୟାନ୍ସଙ୍କ ଶୁଭେଚ୍ଛା ବାର୍ତ୍ତା ।