ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Feb 19, 2021, 1:08 PM IST

1. କୋଟିଆ ବିବାଦ; ଓଡିଶାକୁ 4 ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

କୋଟିଆ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଆନ୍ଧ୍ର ପ୍ରଦେଶର ସତ୍ୟପାଠର ପ୍ରତି ଜବାବ ରଖିବାକୁ ଓଡିଶାକୁ 4 ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

2. ଓଭର ବ୍ରିଜରୁ ବସ ଉପରକୁ ଖସିଲା ଟ୍ରକ; ଅଳ୍ପକେ ବର୍ତ୍ତିଲେ 50 ଯାତ୍ରୀ

କେନ୍ଦୁଝର ଜିଲ୍ଲା ଶାଳପଡା ନିକଟରେ ବଡ ଧରଣ ଦୁର୍ଘଟଣା। ଓଭର ବ୍ରିଜରୁ ବସ ଉପରକୁ ଖସିଲା ଟ୍ରକ ।

3. ବାଇ ଲ’ ପ୍ରତ୍ୟାହାର କରାଯାଉ: ଆଇନ ମନ୍ତ୍ରୀ

ବାଇ ଲ’ ପ୍ରତ୍ୟାହାର କରିବାକୁ ଦାବି ରଖିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା ।

4. ପରୀ ହତ୍ୟାକାଣ୍ଡ; ଏସଆଇଟିର LVA ଟେଷ୍ଟ ଉପରେ ଆଜି ଶୁଣାଣି

ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ଘଟଣା; ଲେୟର ଭଏସ ଟେଷ୍ଟ ଉପରେ ଆଜି ହେବ ଶୁଣାଣି

5. ବୌଦ୍ଧରେ ଭୟଙ୍କର ହେଉଛି କିଡନୀ ରୋଗ, ଗଡିଲାଣି ଶହ ଶହ ମୁଣ୍ଡ

ବୌଦ୍ଧ ଜିଲ୍ଲାରେ କିଡନୀ ରୋଗ ଅତି ଉଦବେଗଜନକ ହୋଇପଡିଛି ।

6. ବାଲିଗୁଡା ମେଗା ଜଳ ପ୍ରକଳ୍ପ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ

କନ୍ଧମାଳ ଜିଲ୍ଲା ବାଲିଗୁଡାରେ ମେଗା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କଲେ ଜନ ସ୍ବାସ୍ଥ୍ୟ ବିଭାଗର ମୁଖ୍ୟଯନ୍ତ୍ରୀ ।

7. ତିରୁମାଳାରେ ରଥ ସପ୍ତମୀ, ଦେଖନ୍ତୁ ଶ୍ରୀନିବାସ ସ୍ବାମୀଙ୍କ ଅପରୂପ ଦୃଶ୍ୟ

ଆଜି ତିରୁମାଳାରେ ରଥ ସପ୍ତମୀ ଆୟୋଜିତ ହେବ ।

8. ଗ୍ୟାଲେଣ୍ଟ୍ରି ପଦକ ବିଜେତାଙ୍କ ଅର୍ଥ ରାଶିକୁ 10 ଗୁଣା ବୃଦ୍ଧି କଲେ ଆନ୍ଧ୍ର ସରକାର

ଗ୍ୟାଲେଣ୍ଟ୍ରି ପଦକ ବିଜେତାଙ୍କ ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଉପହାର। ରାଜ୍ୟରେ ଦିଆଯାଉ ଥିବା ଅର୍ଥରାଶିକୁ ପୂର୍ବ ଅପେକ୍ଷା ଦଶଗୁଣା ଅଧିକ ବୃଦ୍ଧି କରାଯାଇଛି ।

9. ସରିଲା ବରୁଣଙ୍କ ବିବାହ ଛୁଟି, ଆରମ୍ଭ କରିବେ ସୁଟିଂ

ପ୍ରଥମଥର ବରୁଣ ହରର, କମେଡି ଡ୍ରାମା ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଯାହା ପାଇଁ ସେ ନିଜର ସବୁ ବିଜ୍ଞାପନ ମଧ୍ୟ କ୍ୟାନ୍ସଲ କରିଦେଇଛନ୍ତି ।

10. ନିଜ ମିମି ପୋଷ୍ଟ କରି ଚର୍ଚ୍ଚାରେ ଦୀପିକା

ଦୀପିକାଙ୍କ ‘ପୱାରି ହୋ ରହି ହେ’ ମିମି ଭାଇରାଲ । ସୋସିଆଲ ମିଡିଆରେ ମିମି ସେୟାର କରି ନିଜର ମଜାକ ଉଡାଇଲେ ଅଭିନେତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.