ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@1PM
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Feb 12, 2021, 1:05 PM IST

1. କୋଟିଆ ପ୍ରସଙ୍ଗ: ଆନ୍ଧ୍ରକୁ ସ୍ପଷ୍ଟୀକରଣ ମାଗିଲେ ସୁପ୍ରିମକୋର୍ଟ

କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶର ମତାମତ ଲୋଡିଲେ ସୁପ୍ରିମକୋର୍ଟ ।

2. ଧାନ କିଣାରେ ଓଡିଶାକୁ ମିଳିଛି 5700 କୋଟି

2020-21ରେ ଏବେ ସୁଦ୍ଧା ଧାନ କିଣିବା ବାବଦରେ ଓଡିଶାକୁ ମିଳିଛି 5700.56 କୋଟି ଟଙ୍କା ।

3. ରାଜ୍ୟସଭାରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ

ଉଷୁନା ଚାଉଳ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇଲା ବିଜେଡି । ଦଳର ଦୁଇ ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି ।

4. ଶ୍ରୀମନ୍ଦିରରେ ଲାଗୁ ହେଲା ଏସଓପି; ହଟିଲା ଆନନ୍ଦବଜାରରୁ କଟକଣା

ଶ୍ରୀମନ୍ଦିରରେ ଲାଗୁ ହେଲା ନୂଆ ଏସଓପି । ଏଣିକି ସପ୍ତାହକ 7 ଦିନ ମହାପ୍ରଭୁଙ୍କ ମିଳିବ ଦର୍ଶନ । ଆନନ୍ଦବଜାରରେ ମହାପ୍ରସାଦ ପାଇପାରିବେ ଭକ୍ତ ।

5. ମଣ୍ଡିରେ ଅବ୍ୟବସ୍ଥା, ଚାଷୀଙ୍କ ରାସ୍ତା ଅବରୋଧ

ଭଦ୍ରକ ଜିଲ୍ଲା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ ଓ ନବ ନିର୍ମାଣ କୃଷକ ସଙ୍ଗଠନ।

6. ଜିଲ୍ଲାପାଳଙ୍କୁ ହୀରାକୁଦ ବିସ୍ଥାପିତବାସୀଙ୍କ ଦାବିପତ୍ର

ବିଭିନ୍ନ ଦାବି ନେଇ ବରଗଡ ଜିଲ୍ଲାପାଳଙ୍କୁ ହୀରାକୁଦ ବିସ୍ଥାପିତଙ୍କ 5ଦଫା ଦାବିପତ୍ର ।

7. ନୟାଗଡ଼ରେ ଚର୍ଚ୍ଚା, ନିଅଁ ଖୋଳିବା ବେଳେ ମିଳିଲା 10 ଝୁଡ଼ି କଉଡ଼ି

ନୂଆ ଘର ତିଆରି ପାଇଁ ନିଅଁ ଖୋଳୁଥିବା ସମୟରେ ନୟାଗଡ଼ ଜିଲ୍ଲାରେ 10 ଝୁଡି କଉଡି ମିଳିଥିବା ଦେଖିବାକୁ ମିଳିଛି ।

8. ମାଲକାନଗିରିରେ କାର ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ

ମାଲକାନଗିରି ଜିଲ୍ଲାରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ରାଇଭରର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

9. IPL 2021: ନିଲାମୀରେ ସାମିଲ ହେବେ 292 ଖେଳାଳି

ଆଇପିଏଲ 2021ର ନିଲାମୀ ପାଇଁ ଗତକାଲି(ଗୁରୁବାର) ଖେଳାଳିଙ୍କ ଫାଇନାଲ ଲିଷ୍ଟ ଜାରି କରାଯାଇଛି ।

10. ଘରକୁ ଫେରିଲେ ସୁରିଆ

ସୁରିଆଙ୍କ ନେଇ ନୂଆ ଖବର । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଅଭିନେତା । ରବିବାର କୋରୋନା ସଂକ୍ରମିତ ହେବା ସୂଚନା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.