ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ମଧ୍ୟାହ୍ନ 1ଟାର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM
TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jan 1, 2021, 1:00 PM IST

Updated : Jan 1, 2021, 1:13 PM IST

1. ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ପୁରୀରେ ବିମାନବନ୍ଦର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

2. ଶନିବାର କୋଭିଡ ଟୀକାର ଡ୍ରାଏରନ୍

ରାଜ୍ୟରେ କୋରନା ଭ୍ୟାକ୍ସିନର ଡ୍ରାଏରନ ନେଇ ଡ଼ିଏମଇଟି ସିଭିକେ ମହାନ୍ତିଙ୍କ ପ୍ରତିକ୍ରିୟା ।

3. ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେଲେ ସୁରେଶ ମହାପାତ୍ର

ନୂଆ ବର୍ଷରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ସୁରେଶ ମହାପାତ୍ର ।

4. ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଦେଲେ ନବୀନ

ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଓଡିଶାବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ରାଜ୍ୟର ଦ୍ରୁତ ପ୍ରଗତି ଏବଂ ସମସ୍ତଙ୍କ ସୁଖମୟ ଜୀବନ କାମନା କରିଛନ୍ତି।

5. ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଜଣାଇଲେ ନବବର୍ଷର ଶୁଭେଚ୍ଛା

କଷ୍ଟକର 2020 ବର୍ଷ ପରେ ଉପନୀତ ହୋଇ 2021। ଏହି ଅବସରରେ ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଭେଟି ଦେଉଛନ୍ତି।

6. ସୁବର୍ଣ୍ଣପୁରରେ ଟୀକାକରଣ ପାଇଁ ଚିହ୍ନଟ ପ୍ରକ୍ରିୟା ଜାରି

କୋରୋନା ଟୀକାକରଣ ପାଇଁ ଚିହ୍ନଟ ପ୍ରକ୍ରିୟା ଜାରି । 60 ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା ଦେବା ପାଇଁ ଚିହ୍ନଟ କରାଯାଇଛି।

7. ନବବର୍ଷରେ ଚାନ୍ଦିପୁର ସମୁଦ୍ର କୂଳରେ ଭିଡ଼

ନବବର୍ଷ ପାଇଁ ବାଲେଶ୍ଵର ଚାନ୍ଦିପୁର ବେଳାଭୂମିରେ ଆଜି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

8. ସ୍ବଚ୍ଛ ହେବ ଜଗନ୍ନାଥ ଧାମ, ନବବର୍ଷରେ ନୂଆ ଶପଥ

ଇଂରାଜୀ ନବବର୍ଷକୁ ଭିନ୍ନ ଢଙ୍ଗରେ ପାଳନ ପାଇଁ ବଡଦାଣ୍ଡରେ ଏକ ସଫେଇ ସେବାର ଆୟୋଜନ କରାଯାଇଛି ।

9. ବିଭିନ୍ନ ଦାବି ନେଇ କୃଷକ ସଙ୍ଗଠନର ବ୍ଲକ ଅଫିସ ଘେରାଉ

ବିଭିନ୍ନ ଦାବି ପୂରଣ ନେଇ ବୋଲଗଡ଼ ବ୍ଲକ ଘେରାଉ କରିବା ସହ ବିଡିଓଙ୍କୁ 12ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ନବନିର୍ମାଣ କୃଷକ ସଂଗଠନ ।

10. ନୂଆ ବର୍ଷରେ ଫ୍ୟାନ୍ସଙ୍କୁ ପଦ୍ମାବତୀଙ୍କ ଝଟକା

ସୋସିଆଲ ମିଡିଆରୁ ଗାଏବ୍ ହୋଇଗଲା ଦୀପିକାଙ୍କ ସବୁ ପୋଷ୍ଟ । ଚିନ୍ତାରେ ଫ୍ୟାନ୍ସ ।

Last Updated : Jan 1, 2021, 1:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.