ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS@1 PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Apr 23, 2021, 1:03 PM IST

1.ଗତବର୍ଷର ରେକର୍ଡ ଭାଙ୍ଗିଲା କୋରୋନା; ଗତ 24 ଘଣ୍ଟାରେ 3,32,730 ଆକ୍ରାନ୍ତ ଚିହ୍ନଟ

ଦେଶରେ ଗତ ବର୍ଷର ରେକର୍ଡ ଭାଙ୍ଗିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 3,32,730 ଦୈନିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

2.ବିଶାଖାପାଟଣା ଓ ପୁଣେ ଅଭିମୁଖେ ଗଲା ଆଉ 2 ଅକ୍ସିଜେନ ଟ୍ୟାଙ୍କର

ବିଶାଖାପାଟଣା ଓ ପୁଣେ ଅଭିମୁଖେ ଗଲା ଦୁଇଟି ଅକ୍ସିଜେନ ଟ୍ୟାଙ୍କର । ଦୁଇଟି ଟ୍ୟାଙ୍କରକୁ ପୋଲିସ ଏସକର୍ଟରେ ପଠାଯାଉଛି। ବର୍ତ୍ତମାନ ଅକ୍ସିଜେନର ଆବଶ୍ୟକତାକୁ ଦେଖି ଜରୁରୀକାଳୀନ ଭାବରେ ପଠାଯାଇଛି ।
3.ରାଜ୍ୟରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ; ଆଜି 6215 ପଜିିଟିଭ ଚିହ୍ନଟ, 8 ମୃତ

ଦିନକୁ ଦିନ ରାଜ୍ୟରେ ଅଣାୟତ୍ତ ହେଉଛି କୋରୋନା । ଆଜି 6215 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 950 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
4.MCL ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରିବାକୁ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

5.ବିଦେଶରୁ ଅମ୍ଳଜାନ ଟ୍ୟାଙ୍କର ଆଣିଲା ବାୟୁସେନା

ଦେଶରେ ଅମ୍ଳଜାନ ସଙ୍କଟକୁ ଦୂର କରିବା ପାଇଁ ଭାରତୀୟ ବାୟୁସେନା ବିଦେଶରୁ ଅମ୍ଳଜାନ ପାତ୍ର ଏବଂ ଉପକରଣକୁ ଆଣିଛି ।

6.ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍କିଜେନ ଅଭାବ, ଆଖି ବୁଜିଲେ 25 ରୋଗୀ

ରାଜଧାନୀ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଗତ 24 ଘଣ୍ଟାରେ 25ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

7.ବଞ୍ଚି ଥାଉ ଥାଉ ପୂର୍ବତନ ବାଚସ୍ପତିଙ୍କୁ ମୃତ ଘୋଷଣା କଲେ ଶଶୀଥରୁର, ଟ୍ରୋଲ କଲେ ବିଜେପି ନେତା

ଗତକାଲି ସୁମିତ୍ରା ମହାଜନଙ୍କ ମୃତ୍ୟୁ ହୋଇଛି ବୋଲି ଟ୍ବିଟ କରିବା ପରେ ଡିଲିଟ କରିଛନ୍ତି ଶଶୀଥରୁର । ଏହାପରେ ବିଜେପି ନେତା ତାଙ୍କୁ ଟ୍ରୋଲ କରିବା ପରେ ସେ ଶେଷରେ ଟ୍ବିଟକୁ ଡିଲିଟ କରିଥିଲେ ।

8.କୋଭିଡ ହସ୍ପିଟାଲରେ ନିଆଁ ଲାଗି 13 ମୃତ ଘଟଣା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

କୋଭିଡ ହସ୍ପିଟାଲ ନିଆଁ ଲାଗିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦୁଃଖପ୍ରକାଶ ।

9.ମ୍ୟୁଜିକ କମ୍ପୋଜର ଶ୍ରବଣଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲା ବି-ଟାଉନ

କଳା ଜଗତକୁ ଆଉ ଏକ ବଡ କ୍ଷତି । କୋରୋନା ସାଜିଲା କାଳ । ଫେମସ ମ୍ୟୁଜିକ କମ୍ପୋଜର ଶ୍ରବଣଙ୍କ ମୃତ୍ୟୁରେ ଦୁଃଖି ସେଲିବ୍ରିଟି ।
10.ରାଜସ୍ଥାନ ବିପକ୍ଷରେ ବାଙ୍ଗାଲୋରର ବିରାଟ ବିଜୟ

ଚଳିତ ଆଇପିଏଲରେ ଅପରାଜେୟ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.