ETV Bharat / bharat

19ରୁ ସଂସଦର ମୌସୁମୀ ଅଧିବେଶନ, ବସିବ 19 କାର୍ଯ୍ୟଦିବସ

19 ଜୁଲାଇରୁ ଆସନ୍ତାମାସ 14 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଅଧିକ ପଢନ୍ତୁ...

ବାଚସ୍ପତି ଓମ ବିର୍ଲା
ବାଚସ୍ପତି ଓମ ବିର୍ଲା
author img

By

Published : Jul 12, 2021, 2:27 PM IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା ।

ଆସନ୍ତା 19 ତାରିଖରୁ ଆରମ୍ଭରୁ ସଂସଦର ଉଭୟ ସଦନ ଆରମ୍ଭ ହେବ । ଅଧିବେଶନ 19 ଜୁଲାଇରୁ ଆସନ୍ତାମାସ 14 ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ 19ଟି ସରକାରୀ କାର୍ଯ୍ୟଦିବସ ରହିଛି । ପୂର୍ବାହ୍ନ 11ଟାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ସମୂର୍ଣ୍ଣ କୋଭିଡ କଟକଣାରେ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ଓମ ବିର୍ଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.