ETV Bharat / bharat

ଅଖିଲେଶ ଯାଦବ କୋରୋନା ପଜିଟିଭ - ଅଖିଲେସ ଯାଦବ

ଅଖିଲେଶ ଯାଦବ କୋରୋନା ପଜିଟିଭ । ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ନିଜକୁ ହୋମ କ୍ବାରେଣ୍ଟାଇନ କରିଛନ୍ତି । ଏନେଇ ସେ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

SP chief Akhilesh Yadav tests positive for COVID-19; says 'receiving treatment at home'
ଅଖିଲେସ ଯାଦବ କୋରୋନା ପଜିଟିଭ
author img

By

Published : Apr 14, 2021, 11:07 AM IST

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ କୋରୋନା ସଂକ୍ରମିତ । ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ନିଜକୁ ହୋମ କ୍ବାରେଣ୍ଟାଇନ କରିଛନ୍ତି । ଏନେଇ ସେ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଚିକିତ୍ସା ଜାରି ରହିଛି । ନିକଟରେ ତାଙ୍କ ସଂଶ୍ସର୍ଷରେ ଆସିଥିବା ଲୋକଙ୍କୁ କୋରୋନା ପରୀକ୍ଷା କରାଇବା ସହ ଆଇସୋଲେସନରେ ରହିବା ପାଇଁ କହିଛନ୍ତି ।

SP chief Akhilesh Yadav tests positive for COVID-19; says 'receiving treatment at home'
ଅଖିଲେସ ଯାଦବ କୋରୋନା ପଜିଟିଭ

ଗତ କିଛି ଦିନ ପୂର୍ବରୁ ଅଖିଲେଶ କହିଥିଲେ ଯେ, କୋରୋନା ଟିକା ଗରିବ ଲୋକଙ୍କୁ ମାଗଣାରେ ବଣ୍ଟନ କରାଯିବା ପରେ ତାଙ୍କ ଦଳର ସଦସ୍ୟମାନେ ଟିକା ନେବେ । ଏହାସହ ଟିକାର ପ୍ରଭାବଶୀଳତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେହିପରି ସେ କୋରୋନା ଟିକାକୁ‘ ବିଜେପି ଟିକା’ କହିବା ସହ ଟିକା ଉତ୍ପାଦନକାରୀ ବୈଜ୍ଞାନିକ ଓ ଡାକ୍ତରଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଥିଲା । ଟୀକା ଉପରେ କିପରି ବିଶ୍ୱାସ କରିପାରିବି । ଯାହା ବିଜେପି ଦ୍ୱାରା ଟୀକାକରଣ ପାଇଁ ବ୍ୟବହୃତ ହେବ । ବିଜେପିର ଟୀକା ଦ୍ୱାରା ଟୀକାକରଣ କରିପାରିବୁ ନାହିଁ ବୋଲି ସେ କହିଥିଲେ । ପରେ କୋରୋନା ଟିକା ଉତ୍ପାଦନକାରୀ ବୈଜ୍ଞାନିକମାନଙ୍କୁ ଅପମାନିତ କରିନାହାଁନ୍ତି ବୋଲି କହିଥିଲେ ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.