ETV Bharat / bharat

Anantnag Encounter: ଦୀର୍ଘଦିନ ଧରି ସେନାକୁ ଚମକା ଦେଇଚାଲିଥିଲା, ଏନକାଉଣ୍ଟରରେ ସଫା ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ସମେତ ୩ ଆତଙ୍କୀ - ଅନନ୍ତନାଗରେ ସୁରକ୍ଷାବାହିନୀ ଗୁଳିରେ ଆତଙ୍କୀ ସଫା

ଜମ୍ମୁ କଶ୍ମୀର ଅନନ୍ତନାଗ ପୂର୍ବ ବାଟକୋଟ ପାହାଲଗାମ ଜଙ୍ଗଲ ଅଞ୍ଚଳ ଶ୍ରୀଚନ୍ଦରେ ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଆତଙ୍କୀ ନିପାତ । ଅଧିକ ପଢନ୍ତୁ

Anantnag Encounter Update: ୩ ଆତଙ୍କୀ ସଫା
Anantnag Encounter Update: ୩ ଆତଙ୍କୀ ସଫା
author img

By

Published : May 6, 2022, 4:22 PM IST

Updated : May 6, 2022, 5:29 PM IST

ଶ୍ରୀନଗର: ସୁରକ୍ଷାବାହିନୀ ଗୁଳିରେ ୩ ଆତଙ୍କୀ ନିପାତ । ଜମ୍ମୁ କଶ୍ମୀର ଅନନ୍ତନାଗ ପୂର୍ବ ବାଟକୋଟ ପାହାଲଗାମ ଜଙ୍ଗଲ ଅଞ୍ଚଳ ଶ୍ରୀଚନ୍ଦରେ ସୁରକ୍ଷାବାହିନୀଙ୍କ ଗୁଳିରେ ଆତଙ୍କୀ ନିପାତ ହୋଇଛନ୍ତି । ଆଜି ସକାଳୁ ଆତଙ୍କବାଦୀଙ୍କ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳୁ ୨ ଆତଙ୍କୀ ନିପାତ ହୋଇଥିବା ବେଳେ ଏବେ ଆଉ ଜଣେ ଆତଙ୍କୀକୁ ନିପାତ କରିଛି ସେନା ।

Anantnag Encounter Update: ୩ ଆତଙ୍କୀ ସଫା

ଏହା ବି ପଢନ୍ତୁ: Anantnag Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କୀ

ସେହିପରି ସୁରକ୍ଷାବାହିନୀ ଗୁଳିରେ ନିପାତ ହୋଇଥିବା ଆତଙ୍କୀର ପରିଚୟ ମିଳିଥିବା ବେଳେ ହିଜବୁଲ ମୁଜାହିଦ୍ଦିନର ଜଣେ ପୂରୁଣା ସଦସ୍ୟ । ନିପାତ ଆତଙ୍କୀ ହେଉଛି ଆଶରଫ ମୋଲଭି । ତେବେ ଏମାନେ ଅମରରନାଥ ଯାତ୍ରା ବେଳେ ଏକ ପ୍ରକାର ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଜଣାପଡିଛି । ଅନ୍ୟପଟେ ଏହି ଆତଙ୍କୀଙ୍କ ନିପାତ ପରେ ସୁରକ୍ଷା ବାହିନୀକୁ ବଡ ସଫାଳତା ମିଲିଛି ବୋଲି କାଶ୍ମୀର ପୋଲିସ ଆଇଜି ବିଜୟ କୁମାର କହିଛନ୍ତି । ଏଥିସହ ଏବେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 6, 2022, 5:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.