ETV Bharat / bharat

Russia Ukraine War: ଭାରତୀୟଙ୍କ ଉଦ୍ଧାର ପାଇଁ ସ୍ବତନ୍ତ୍ର କରିଡର

author img

By

Published : Mar 2, 2022, 7:17 PM IST

ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଋଷ ଦ୍ବାରା ସ୍ବତନ୍ତ୍ର ସୁରକ୍ଷା କରିଡର । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ଲାଗି ଋଷ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା କରିଡର । ଅଧିକ ପଢନ୍ତୁ

Russia Ukraine War: ଭାରତୀୟଙ୍କ ଉଦ୍ଧାର ପାଇଁ ସ୍ବତନ୍ତ୍ର କରିଡର
Russia Ukraine War: ଭାରତୀୟଙ୍କ ଉଦ୍ଧାର ପାଇଁ ସ୍ବତନ୍ତ୍ର କରିଡର

ନୂଆଦିଲ୍ଲୀ: ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଋଷ ଦ୍ବାରା ସ୍ବତନ୍ତ୍ର ସୁରକ୍ଷା କରିଡର । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ଲାଗି ଋଷ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା କରିଡର । ଭାରତରେ ଅବସ୍ଥିତ ଋଷ ଦୂତାବାସର ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ୍ ଏହା କହିଛନ୍ତି ।

ଏହା ବି ପଢନ୍ତୁ:Russia Ukraine War: ଭାରତୀୟଙ୍କୁ ଖାର୍କିଭ ଛାଡିବାକୁ ଦୂତାବାସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି

ସେହିପରି ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଋଷ କାମ କରୁଛି ବୋଲି ସେ କହିଛନ୍ତି । ଏଥିସହ ଯୁଦ୍ଧ ଅଞ୍ଚଳରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ଲାଗି ଏକ ସ୍ବତନ୍ତ୍ର କରିଡର ପ୍ରସ୍ତୁତ କରାଯାଉଛି ବୋଲି ଡେନିସ୍ ଆଲିପୋଭ୍ କହିଛନ୍ତି । ଏହା ସହିତ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି କି 7 ଦିନ ପୂରିଛି ।

ତେବେ ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାର ସମସ୍ତ କଳ ବଳ ଲଗେଇ ଦେଇଥିବା ବେଳେ ଋଷର ଏହି ପ୍ରତିକ୍ରିୟା ପରେ ଭାରତ ପାଇଁ ଟିକେ ଆଶ୍ବସ୍ତି ଆଣିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.