ETV Bharat / bharat

ଭାରତ-ଋଷ ସମ୍ପର୍କ ନିବଡ, କେହି ଭାଙ୍ଗି ପାରିବେ ନାହିଁ: ଋଷ ବୈଦେଶିକ ମନ୍ତ୍ରୀ

ଦିଲ୍ଲୀରୁ ଆମେରିକାକୁ ଟାର୍ଗେଟ୍ । ଭାରତ-ଋଷ ସମ୍ପର୍କ କୌଣସି ବିଦେଶୀ ଚାପ ଆଗରେ ଭୁଶୁଡିବ ନାହିଁ । ଭାରତ-ଋଷ ସମ୍ପର୍କ ନିବିଡ ଏବଂ ଦୀର୍ଘସ୍ଥାୟୀ । ୟୁକ୍ରେନରେ ଋଷ କୌଣସି ଯୁଦ୍ଧ ଲଢୁନି, ଏହା ଏକ ସ୍ପେଶାଲ ଅପରେସନ୍ । ୟୁକ୍ରେନର ସାମରିକ ପ୍ରତିଷ୍ଠାନକୁ ଧ୍ୱଂସ କରିବାକୁ ଏହା ଆମର ସ୍ବତନ୍ତ୍ର ପଦକ୍ଷେପ ବୋଲି କହିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ । ଅଧିକ ପଢନ୍ତୁ

ଭାରତ-ଋଷ ସମ୍ପର୍କ ନିବଡ, କେହି ଭାଙ୍ଗି ପାରିବେ ନାହିଁ: ଋଷ ବୈଦେଶିକ ମନ୍ତ୍ରୀ
ଭାରତ-ଋଷ ସମ୍ପର୍କ ନିବଡ, କେହି ଭାଙ୍ଗି ପାରିବେ ନାହିଁ: ଋଷ ବୈଦେଶିକ ମନ୍ତ୍ରୀ
author img

By

Published : Apr 1, 2022, 4:10 PM IST

Updated : Apr 1, 2022, 10:08 PM IST

ନୂଆଦିଲ୍ଲୀ: ଦିଲ୍ଲୀରୁ ଆମେରିକାକୁ ଟାର୍ଗେଟ୍ । ଭାରତ-ଋଷ ସମ୍ପର୍କ କୌଣସି ବିଦେଶୀ ଚାପ ଆଗରେ ଭୁଶୁଡିବ ନାହିଁ । ଭାରତ-ଋଷ ସମ୍ପର୍କ ନିବିଡ ଏବଂ ଦୀର୍ଘସ୍ଥାୟୀ । ୟୁକ୍ରେନରେ ଋଷ କୌଣସି ଯୁଦ୍ଧ ଲଢୁନି, ଏହା ଏକ ସ୍ପେଶାଲ ଅପରେସନ୍ । ୟୁକ୍ରେନର ସାମରିକ ପ୍ରତିଷ୍ଠାନକୁ ଧ୍ୱଂସ କରିବାକୁ ଏହା ଆମର ସ୍ବତନ୍ତ୍ର ପଦକ୍ଷେପ । ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବଙ୍କ ଆଜି ଏହି ପ୍ରତିକ୍ରିୟା ରଖିଛନ୍ତି ।

ଭାରତ-ଋଷ ସମ୍ପର୍କ ନିବଡ, କେହି ଭାଙ୍ଗି ପାରିବେ ନାହିଁ: ଋଷ ବୈଦେଶିକ ମନ୍ତ୍ରୀ
ଭାରତ-ଋଷ ସମ୍ପର୍କ ନିବଡ, କେହି ଭାଙ୍ଗି ପାରିବେ ନାହିଁ: ଋଷ ବୈଦେଶିକ ମନ୍ତ୍ରୀ

ସେହିପରି ସର୍ଗେଇ ଲାଭରୋବ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ଚୁକ୍ତିକୁ ନେଇ ଆଲୋଚନା କରିଛନ୍ତି । ଏଥିସହ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସମୟରେ ଭାରତ ନିରପକ୍ଷ ରହିବାକୁ ସେ ପ୍ରସଂସା କରିଛନ୍ତି । ଏଥିସହ ଭାରତର ମଧ୍ୟସ୍ଥି ମଧ୍ୟରେ ଋଷ ଓ ୟୁ୍କ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ବରିତି ଲାଗି ବୋଲି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବ କହିଛନ୍ତି ।

  • #WATCH | Russian Foreign Min replies to ANI on how he sees India's position in ongoing war,offer of oil supply to India, any confirmation on Rupee-Ruble payment&sanctions

    "If India wants to buy anything from us, ready to discuss & reach mutually acceptable cooperation," he says pic.twitter.com/41Qh1B3qBP

    — ANI (@ANI) April 1, 2022 " class="align-text-top noRightClick twitterSection" data=" ">

ଭାରତ ଓ ଋଷ ମଧ୍ୟରେ ଥିବା ସମ୍ପର୍କ ଦଶନ୍ଧି ଦଶନ୍ଧିର ବୋଲି ସେ କହିଛନ୍ତି । ତେବେ ଭାରତ ଓ ଋଷର ସମ୍ପର୍କ ହେଉଛି ରଣନୀତି ଓ ସହଭାଗୀତା ଦୃଷ୍ଟିରୁ ଉଭୟ ଦେଶର ସ୍ବାର୍ଥ ହିତରେ । ଭାରତର ସମସ୍ତ ଅଞ୍ଚଳର ବିକାଶ ସହ ସୁରକ୍ଷା ଏହା ହେଉଛି ଆମର ମୁଖ୍ୟ ଦାୟିତ୍ବ । ଏଥିସହ ଆମେ ଭାରତ କିପରି ବିକାଶ ସହ ସୁରକ୍ଷା ନିୟମ ଓ ଚ୍ୟାଲେଞ୍ଜକୁ ସହଯୋଗ କରି ପାରିବୁ ଏନେଇ ଋଷ ସର୍ବଦା ଉଦ୍ୟତ ବୋଲି କହିଛନ୍ତି କହିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ । ଏଥିସହ ଭାରତର ବୈଦେଶିକ ନୀତି ସ୍ବଚ୍ଛ ସହ ସ୍ବାଧୀନ । ଆମେ ଭାରତର ଜାତୀୟ ଆଇନ ଓ ଇଚ୍ଛାକୁ ସମ୍ନାନ ଦେଉଛି ।

  • #WATCH I have no doubt no pressure will affect our partnership... They (US) are forcing others to follow their politics: Russian Foreign Minister Sergey Lavrov when asked if US pressure on India will affect Indo-Russian ties pic.twitter.com/rmTnmbS8IZ

ସେହିଭଳି ଭାରତର ନୀତି ଭଳି ମଧ୍ୟ ଋଷିଆର ବୈଦେଶିକ ନୀତି ବୋଲି ସେ କହିଛନ୍ତି । ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ବ ଆହୁରି ମଜବୁତ୍‌ ହେବ ବୋଲି ସେ କହିଛନ୍ତି । ଏଥିସହ ଭାରତ ଓ ଋଷ ମଧ୍ୟରେ ଭଲ ସମ୍ପର୍କ ରହିବା ସହ ବିଶ୍ବସ୍ଥ ପାର୍ଟନର ବୋଲି ସେ କହିଛନ୍ତି । ଏତଦ୍‌ବ୍ୟତିତ୍‌ ଆମେ ସବୁବେଳେ ଭାରତକୁ ସହଯୋଗ ଓ ସାହଯ୍ୟ କରିବାକୁ ପ୍ରସ୍ତୁତ ରହିଛୁ । ଭାରତ ଯାହା ଚାହିଁବ ଆମେ ତାହା ପ୍ରଦାନ କରିବୁ ବୋଲି ସର୍ଗେଇ କହିଛନ୍ତି । ଏଥିସହ ଭାରତ ଆମ ଠାରୁ ଯାହା କିଣିବା ପାଇଁ ଚାହିଁବ ଆମେ ତାହା ଯୋଗାଇ ଦେବୁ ବୋଲି ସେ କହିବା ସହ ଏ ବିଷୟରେ ଆମେ କଥା ହେବା ଲାଗି ପ୍ରସ୍ତୁତ । ଏହା ସହିତ ଭାରତ ଓ ଋଷର ସମ୍ପର୍କ ବହୁତ ଭଲ ଓ ନିବିଡ ବୋଲି ସେ କହିଛନ୍ତି ।

ଅପରପକ୍ଷରେ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଯଦି ଭାରତ ଚାହିଁବ ଋଷ ଠାରୁ ତୈଳ କିଣିବା ପାଇଁ ଏଥିଲାଗି ଆମେ ପ୍ରସ୍ତୁତ ରହିଛୁ । ଏଥିସହ ଏ ସମ୍ପର୍କରେ ଆମେ କଥା ହେବା ପାଇଁ ମଧ୍ୟ ପ୍ରସ୍ତୁତ ରହିଛୁ । ଏହା ସହିତ ଟଙ୍କା ଓ ରୁବେଲ ପ୍ରଚଳନ ତଥା ଅନୁଦାନ ଉପରେ କହିବା ସହ ଭାରତ ଯାହା ଚାହିଁବ ସେ ହିସାବରେ ଆମେ କଥା ବାର୍ତ୍ତା ହେବୁ ବୋଲି ସର୍ଗେଇ କହିଛନ୍ତି ।

ଅନ୍ୟପଟେ ଭାରତ ଓ ଋଷର ସମ୍ପର୍କ ଏବଂ ସହଭାଗୀତାକୁ କୌଣସି ଚାପ ପକାଇ ପାରିବ ନାହିଁ ବୋଲି ସେ କହିଛନ୍ତି । ଆମେରିକା କେବେଳ ରାଜନୀତି କରିବା ଲାଗି ଚାପ ପ୍ରୟୋଗ କରୁଛି ବୋଲି ସର୍ଗେଇ କହିବା ସହ ଭାରତ ଓ ଋଷ ମଧ୍ୟରେ ଥିବା ଚୁକ୍ତି ଉପରେ କୌଣସି କ୍ଷତି ହେବ ନାହିଁ ବୋଲି କହିଛନ୍ତି ।

@ANI

Last Updated : Apr 1, 2022, 10:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.