ETV Bharat / bharat

ଖରାପ ପାଗ ଯୋଗୁଁ ବାତିଲ ହେଲା ରାହୁଲଙ୍କ ଆସାମ ଗସ୍ତ

author img

By

Published : Mar 30, 2021, 9:20 PM IST

ଖରାପ ପାଗ ଯୋଗୁଁ ରାହୁଲ ଗାନ୍ଧୀଙ୍କ ଆସାମ ଗସ୍ତ ବାତିଲ । ଅଧିକ ପଢନ୍ତୁ...

ଖରାପ ପାଗ ପାଇଁ ବାତିଲ ହେଲା ରାହୁଲଙ୍କ ଆସାମ ଗସ୍ତ

ନୂଆଦିଲ୍ଲୀ: ଖରାପ ପାଗ ଯୋଗୁଁ ରାହୁଲ ଗାନ୍ଧୀଙ୍କ ଆସାମ ଗସ୍ତକୁ ବାତିଲ କରାଯାଇଛି। ନିଜ ଆସାମ ଗସ୍ତ ବାତିଲ ହୋଇଥିବା ନେଇ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରାହୁଲ । ଆଜି ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରର ଶେଷ ଦିନ ଥିଲା । ସେଠାରେ ପ୍ରଚାର କାର୍ଯ୍ୟରେ ଯୋଗ ଦେବା ପାଇଁ ରାହୁଲ ଆସାମ ଗସ୍ତରେ ବାହାରିଥିବାବେଳେ ଶେଷ ମୂହୂର୍ତ୍ତରେ ଗସ୍ତକୁ ବାତିଲ କରାଯାଇଛି ।

  • आज ख़राब मौसम की वजह से आप सब के बीच नहीं पहुँच पाया लेकिन मेरा और महाजोत का संदेश साफ़ है- असम को 5 गैरंटी से उन्नति और समृद्धि की राह पर आगे बढ़ाएँगे।

    इस उद्देश्य के लिए आप महाजोत को भारी मतों का समर्थन दें।#Elections2021 pic.twitter.com/A9b2zRdZtT

    — Rahul Gandhi (@RahulGandhi) March 30, 2021 " class="align-text-top noRightClick twitterSection" data=" ">

ରାହୁଲ ତାଙ୍କ ଟ୍ବିଟରେ ଲେଖିଛନ୍ତି, 'ଆଜି ଖରାପ ପାଗ ହେତୁ ଆମେ ସେମାନଙ୍କ ମଧ୍ୟରେ ପହଞ୍ଚି ପାରିଲୁ ନାହିଁ । ଆମେ ‘ ଆସାମ ଗ୍ୟାରେଣ୍ଟି’ ସହିତ ଆସାମକୁ ପ୍ରଗତି ଏବଂ ସମୃଦ୍ଧତାର ପଥରେ ଆଗେଇ ନେବୁ। ଏହି ଲକ୍ଷ ପୂରଣ ପାଇଁ ଆପଣ ଭୋଟ୍ ସହିତ ମହାଜୋତକୁ ସମର୍ଥନ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ରାହୁଲ । ଆସାମରେ 3ଟି ପର୍ଯ୍ୟାୟର ମତଦାନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ମତଦାନ 27 ମାର୍ଚ୍ଚରେ ଶେଷ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ପହିଲାରେ ଏବଂ ତୃତୀୟ ପର୍ଯ୍ୟାୟ ଏପ୍ରିଲ 6 ରେ ଅନୁଷ୍ଠିତ ହେବ। ଆସନ୍ତା ମେ 2 ରେ ମତ ଗଣନା ସହ ଫଳ ଘୋଷଣା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.