ETV Bharat / bharat

7500 ସୈନିକଙ୍କୁ ସୁନାମୁଦି ଉପହାର ଦେବେ ପୁଣେର ଏହି ସୁନା ବ୍ୟବସାୟୀ - ପୁଣେ ଜ୍ବେଲର୍ସ ତରଫରୁ 7500 ଜଣ ସୈନିକଙ୍କୁ ରିଙ୍ଗ ଉପହାର

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦ ଅମୃତ ମହୋତ୍ସବର କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏନେଇ ପୁଣେସ୍ଥିତ ବୋନିସା ଜ୍ବେଲର୍ସ ତରଫରୁ ପୂର୍ବତନ ୭୫୦୦ ଜଣ ସୈନିକଙ୍କୁ ବିଭିନ୍ନ ରାଜ୍ୟରୁ ରୁପା, ସୁନା, ହୀରା ଅଳଙ୍କାର ଉପହାର ଦେବେ ପୁଣେର ଜଣେ ସୁନା ବ୍ୟବସାୟୀ । ଅଧିକ ପଢନ୍ତୁ

ପୁଣେ ଜ୍ବେଲର୍ସ ତରଫରୁ 7500 ଜଣ ସୈନିକଙ୍କୁ ରିଙ୍ଗ ଉପହାର

author img

By

Published : Jul 18, 2022, 11:48 AM IST

ହାଇଦ୍ରାବାଦ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦ ଅମୃତ ମହୋତ୍ସବର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏନେଇ ପୁଣେସ୍ଥିତ ବୋନିସା ଜ୍ବେଲର୍ସ ତରଫରୁ ପୂର୍ବତନ ୭୫୦୦ ଜଣ ସୈନିକଙ୍କୁ ବିଭିନ୍ନ ରାଜ୍ୟରୁ ରୁପା, ସୁନା, ହୀରା ଏବଂ ମାଟିର ତିଆରି କିଛି କମିଟମେଟ ରିଙ୍ଗ ଉପହାର ସଦୃଶରେ ଦିଆଯିବ । ଏନେଇ ୱନ ଇଣ୍ଡିଆ ନାମରେ ଏକ ମିଶନ ଆରମ୍ଭ ହୋଇଛି ।

ପୁଣେ ଜ୍ବେଲର୍ସ ତରଫରୁ 7500 ଜଣ ସୈନିକଙ୍କୁ ରିଙ୍ଗ ଉପହାର
ପୁଣେ ଜ୍ବେଲର୍ସ ତରଫରୁ 7500 ଜଣ ସୈନିକଙ୍କୁ ରିଙ୍ଗ ଉପହାର

ଏହି କାର୍ଯ୍ୟକ୍ରମ ପୁଣେସ୍ଥିତ ବୋନିସା ଜ୍ବେଲର୍ସ ତରଫରୁ ଆୟୋଜନ ହୋଇଛି । ଖଡକିରେ Paraplegic Rehabilitation Center (PRC) ରେ 88 ଜଣ ପୂର୍ବତନ ସୈନିକଙ୍କୁ "ଏକ ଇଣ୍ଡିଆ ରିଙ୍ଗ" ଉପହାର ସଦୃଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମର ଆରମ୍ଭ ଜାନୁଆରୀ ୨୬ ତାରିଖରୁ ଆରମ୍ଭ କରାଯାଇଛି । ଏହି ବାବଦରେ ସଙ୍କେତ ବି ବିୟାନୀ କହିଛନ୍ତି ଏହି ରିଙ୍ଗ ଦେଶର ସମସ୍ତ ପୂର୍ବତନ ସୈନିକଙ୍କୁ ପ୍ରଦାନ କରାଯିବ । ସଙ୍କେତ ବି ବିୟାନୀ ଏବଂ ତାଙ୍କ ଭାଇ ସନ୍ଦେଶ ବିୟାନୀ ଓ ତାଙ୍କ ଭଉଣୀ ନେହା ମୁଦ୍ରା ଏହା ସହିତ ସ୍ନେହା ବଲ ଜ୍ବେଲେରୀ ଏଲଏଲପି ଏବଂ ବେନିସା ଜ୍ବେଲର୍ସ ପାର୍ଟନରସିପରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।

ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତେ ମିଳିତ ଭାବରେ ବର୍ଷେ ପୂର୍ବରୁ ଏହାର ଯୋଜନା କରାଯାଇଥିଲା । ଏବଂ ଏହି ଦିଗରେ ସମସ୍ତେ ଏକତ୍ରିତ ହୋଇ କାମ କରିବା ଆରମ୍ଭ କରିଦେଇଥିଲେ । ୱନ ଇଣ୍ଡିଆ ରିଙ୍ଗ ରୁପା ( ଯାହା ଆମକୁ ଶାନ୍ତି ଦିଏ ) ସୁନା ( ଯାହା ଭାରତ ପ୍ରତିକ) ଆମ ଦେଶର ସବୁ ରାଜ୍ୟର ମାଟି (ଏକତା ପାଇଁ ) ଏବଂ ହୀରା (ଆମେ ସମସ୍ତେ ହୀରା ଭଳି ) ଏହି ସବୁ ଉଦ୍ଦେଶ୍ୟରେ ନିର୍ମିତ କରାଯାଇଛି । ୭୫ ବର୍ଷ ପୂର୍ତ୍ତି ଅବସରରେ ପୂର୍ବତନ ୭୫୦୦ ସୈନିକଙ୍କୁ ଏହି କମିଟମେଟ ରିଙ୍ଗ ପ୍ରଦାନ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.