ETV Bharat / bharat

Raksha Purnima 2023: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Aug 30, 2023, 12:10 PM IST

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Raksha Purnima 2023
ରାକ୍ଷୀ ପୂର୍ଣ୍ଣିମା ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ସ୍ନେହ, ସୁରକ୍ଷାର ପର୍ବ ରକ୍ଷା ବନ୍ଧନ । ଏନେଇ ଚଳ ଚଞ୍ଚଳ ପୁରପଲ୍ଲୀ । ଭାଇ ହାତରେ ସ୍ନେହର ଡୋରୀ ବାନ୍ଧିଛି ଭଉଣୀ । ପବିତ୍ର ରକ୍ଷୀ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।

  • सभी देशवासियों को रक्षा बंधन के पावन पर्व की हार्दिक शुभकामनाएँ! यह त्योहार भाई-बहन के अटूट प्रेम का प्रतीक है और अत्यंत उत्साह के साथ मनाया जाता है। आइए, इस शुभ अवसर पर हम देश में महिलाओं के लिए अधिक सुरक्षित और समानतापूर्ण वातावरण बनाने का संकल्प लें।

    — President of India (@rashtrapatibhvn) August 30, 2023 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାକ୍ଷୀ ପୂର୍ଣ୍ଣିମା ଶୁଭେଚ୍ଛା ଜଣାଇ କହିଛନ୍ତି,''ସମସ୍ତ ଦେଶବାସୀଙ୍କୁ ରକ୍ଷା ବନ୍ଧନର ପବିତ୍ର ପର୍ବରେ ଅନେକ ଶୁଭେଚ୍ଛା । ଏହି ପର୍ବ ଭାଇ-ଭଉଣୀଙ୍କ ଅତୁଟ ପ୍ରେମର ପ୍ରତୀକ । ଅତ୍ୟନ୍ତ ଉତ୍ସାହର ସହିତ ଏହି ପର୍ବକୁ ପାଳନ କରାଯାଏ । ଏହି ଶୁଭ ଅବସରରରେ ଆମ ଦେଶର ମହିଳାଙ୍କୁ ଅଧିକ ସୁରକ୍ଷିତ ଏବଂ ସମାନତାପୂର୍ଣ୍ଣ ବାତାବରଣ ବନାଇବାକୁ ସଂକଳ୍ପ ନିଅନ୍ତୁ ।''

  • मेरे सभी परिवारजनों को रक्षाबंधन की हार्दिक शुभकामनाएं। बहन और भाई के बीच अटूट विश्वास और अगाध प्रेम को समर्पित रक्षाबंधन का ये पावन पर्व, हमारी संस्कृति का पवित्र प्रतिबिंब है। मेरी कामना है, यह पर्व हर किसी के जीवन में स्नेह, सद्भाव और सौहार्द की भावना को और प्रगाढ़ करे।

    — Narendra Modi (@narendramodi) August 30, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇ କହିଛନ୍ତି, ''ମୋର ସମସ୍ତ ଦେଶବାସୀ ପରିବାରଜନଙ୍କୁ ରକ୍ଷା ବନ୍ଧନରେ ଅନେକ ଅନେକ ଶୁଭେଚ୍ଛା । ଭଉଣୀ ଓ ଭାଇ ମଧ୍ୟ ଅତୁଟ ବିଶ୍ବାର ଏବଂ ଗଭୀର ପ୍ରେମକୁ ସମର୍ପିତ ରକ୍ଷା ବନ୍ଧନର ଏହି ପବିତ୍ର ପର୍ବ ଆମର ସଂସ୍କୃତିର ପବିତ୍ର ପ୍ରତିବିମ୍ବ ଅଟେ । ମୋର ଶୁଭକାମନା ଏହି ପର୍ବ ସମସ୍ତଙ୍କ ଜୀବନରେ ସୌହାର୍ଦ୍ଦ୍ୟ, ଖୁସି ଓ ଉଲ୍ଲାସକୁ ଆହୁରି ସୃଦୁଢ କରୁ ।''

  • ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଭାତୃତ୍ଵ ଓ ସଦଭାବନାର ଏହି ପବିତ୍ର ପର୍ବ ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରୁ। #ରାକ୍ଷୀପୂର୍ଣ୍ଣିମା pic.twitter.com/8JOGjW24ty

    — Naveen Patnaik (@Naveen_Odisha) August 30, 2023 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇ କହିଛନ୍ତି, ''ଗହ୍ମା ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଭାତୃତ୍ବ ଓ ସଦଭାବନାର ଏହି ପବିତ୍ର ପର୍ବ ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ନିବିଡ କରୁ ।''

  • ପବିତ୍ର #ରକ୍ଷାବନ୍ଧନ ଭାଇ ଭଉଣୀଙ୍କ ସ୍ନେହର ଏକ ଅନନ୍ୟ ଉତ୍ସବ। ଏହି ପବିତ୍ର ଦିନରେ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। #RakshaBandhan2023 pic.twitter.com/QcLJHQx5ed

    — Governor Odisha (@GovernorOdisha) August 30, 2023 " class="align-text-top noRightClick twitterSection" data=" ">

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇ କହିଛନ୍ତି, ''ପବିତ୍ର ରକ୍ଷା ବନ୍ଧନ ଭାଇ ଭଉଣୀଙ୍କ ସ୍ନେହର ଏକ ଅନନ୍ୟ ଉତ୍ସବ । ଏହି ପବିତ୍ର ଦିନରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।''

  • रक्षाबंधन की हार्दिक शुभकामनाएं।
    भाई-बहन के अटूट विश्वास और स्नेह का प्रतीक रक्षाबंधन का यह पुनीत पर्व सभी के जीवन में ख़ुशियाँ लाये।#RakshaBandhan pic.twitter.com/Oy1grqmntr

    — Dharmendra Pradhan (@dpradhanbjp) August 30, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି । ରକ୍ଷା ବନ୍ଧନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଭାଇ-ଭଉଣୀଙ୍କ ଅତୁଟ ବିଶ୍ବାସ ଏବଂ ସୁରକ୍ଷାର ପ୍ରତୀକ ରକ୍ଷାବନ୍ଧନର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ଖୁସି ଭରି ଦେଉ ।''

ଏହା ବି ପଢନ୍ତୁ...ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଜାଣନ୍ତୁ କେତେବେଳେ ବାନ୍ଧିବେ ରାକ୍ଷୀ

ଏହା ବି ପଢନ୍ତୁ...Raksha Bandhan 2023: ବାଲୁକା କଳାରେ ରାକ୍ଷୀ, ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସରିତା

ପ୍ରତିବର୍ଷ ରକ୍ଷାବନ୍ଧନ ପାଳିଥାନ୍ତି ଭଉଣୀ । ଉଭଣୀର ସୁରକ୍ଷା କବଚ ଭାଇ । ଯଦି ସେ ସାଥୀରେ ଥାଏ ଭୟ ଆପେ ଆପେ ଉଭାନ ହୋଇଯାଏ । ଏହି ସୁନ୍ଦର ସମ୍ପର୍କକୁ ଆହୁରି ମଜବୁତ କରେ ରାକ୍ଷୀ । ସମ୍ପର୍କକୁ ସୃଦୁଢ କରେ ରେଶମୀର ଏହି ପତଳା ଡୋରି । ସତରେ ଭାଇ ଭଉଣୀର ଏ ସମ୍ପର୍କ ଅତୁଟ ପବିତ୍ର ଏ ବନ୍ଧନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.