ETV Bharat / bharat

Russia Ukraine War: ସରିଲା ମୋଦିଙ୍କ ସମୀକ୍ଷା ବୈଠକ

author img

By

Published : Feb 28, 2022, 10:31 PM IST

ୟୁକ୍ରେନ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଉଚ୍ଚ ସ୍ତରୀୟ ବୈଠକ ଶେଷ । ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରସଙ୍ଗରେ ଚାଲିଥିଲା ବୈଠକ । ଅଧିକ ପଢନ୍ତୁ

Russia Ukraine War: ସରିଲା ମୋଦିଙ୍କ ସମୀକ୍ଷା ବୈଠକ
Russia Ukraine War: ସରିଲା ମୋଦିଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ୟୁକ୍ରେନ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଉଚ୍ଚ ସ୍ତରୀୟ ବୈଠକ ଶେଷ । ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରସଙ୍ଗରେ ଚାଲିଥିଲା ବୈଠକ । ତେବେ ଅପରେସନ ଗଙ୍ଗା ମାଧ୍ୟମରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

  • PM @narendramodi chaired a high level meet,his second today,to review the ongoing efforts under #OperationGanga to bring back Indians stranded in Ukraine.

    PM said that the entire government machinery is working round the clock to ensure that all Indians there are safe & secure.

    — Arindam Bagchi (@MEAIndia) February 28, 2022 " class="align-text-top noRightClick twitterSection" data=" ">

ଏପେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟଙ୍କୁ ଚାଲିଥିବା ଉଦ୍ଧାର କାର୍ଯ୍ୟର ବୈଠକରେ ସମୀକ୍ଷା କରିଛନ୍ତି । ତେବେ ଭାରତୀୟଙ୍କୁ ଉଦ୍ଧାର ଲାଗି ସମସ୍ତ ପ୍ରକାର ସରକାରୀ ବ୍ୟବସ୍ଥା କାମ କରୁଛି । ସେହିପରି ଭାରତୀୟଙ୍କୁ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସରକାରୀ ସ୍ତରରେ ସବୁ ବ୍ୟବସ୍ଥା ଚାଲିଛି ବୋଲି କେନ୍ଦ୍ର ବୈଦଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.