ETV Bharat / bharat

ଆଜି ‘ମନ କି ବାତ୍’ରେ 2020ର ଅନୁଭୂତି ବଖାଣିିବେ ପ୍ରଧାନମନ୍ତ୍ରୀ

author img

By

Published : Dec 27, 2020, 8:45 AM IST

Updated : Dec 27, 2020, 8:54 AM IST

ବିଦାୟ ନେବ 2020 । ସମଗ୍ର ମାନବଜାତି ପାଇଁ 2020 ଏକ ଅଲିଭା ସ୍ମୃତି ସୃଷ୍ଟି କରିଥିବାବେଳେ, ଆଜି ମନ କି ବାତର ଖଟ୍ଟାମିଠା ଅନୁଭୂତି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଆଜି ’ମନ କି ବାତ୍’‌ ରେ 2020 ର ଅନୁଭିତ ବଖାଣିିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷର ଆଜି ଶେଷ ‘ମନ କି ବାତ’ କାର୍ଯ୍ୟକ୍ରମ । ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ 11 ଟା ବିଦାୟୀ ବର୍ଷ 2020 ର ଅନୁଭୂତି ବଖାଣି ପାରନ୍ତି ମୋଦି ।

ଦିନ କେଇଟା ପରେ ବିଦାୟ ନେବ ବର୍ଷ 2020 । କୋଭିଡ ଜନିତ ଲକଡାଉନ ଓ ଆଉ ସଟଡାଉନ ଠପ୍‌ ହୋଇପଡିଥିଲା ଜୀବନ-ଜୀବିକା । ପ୍ରଭାବିତ ହୋଇଥିଲା ପ୍ରତିଟି ସାଧାରଣ ଜୀବନ । ଆଉ ବଦଳାଇ ଦେଇଥିଲା ମାନବଜାତିର ଜୀବନଶୈଳୀ । ତେବେ ବର୍ଷ ତମାମ ତିକ୍ତ ଅନୁଭୂତି ଦେଇଥିବା ବର୍ଷ କୋଡିଏକୁ ନେଇ ଦେଶବାସୀଙ୍କ କଣ ଅନୁଭୂତି ରହିଛି ସେନେଇ ଦେଶବାସୀଙ୍କୁ ଆଗୁଆ ପଚାରିଥିଲେ ମୋଦି । ଆସନ୍ତା ବର୍ଷକୁ ନେଇ କେଉଁ ସବୁ ରହିଛି ଆଶା ରଖିଛନ୍ତି ତାକୁ ମଧ୍ୟ କହିବାକୁ କହିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ପ୍ରତି ମାସର ଶେଷ ରବିବାର ଦିନ ରେଡିଓରେ ପ୍ରସାରଣ ହୋଇଥାଏ । ମୋଦି ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦୋବଧନ ଦେଇଥାନ୍ତି । ଗତ ମାସରେ ମନ କି ବାତର 71 ତମ ସଂସ୍କରଣରେ ଶିକ୍ଷାନୁଷ୍ଠାନଗୁଡିକ ଅଭିନବ ପ୍ରଣାଳୀ ଗ୍ରହଣ କରିବାକୁ ମୋଦି ଆହ୍ବାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 27, 2020, 8:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.