ETV Bharat / bharat

ସୀମାରେ ଭାରତୀୟ ସେନାଦ୍ବାରା ପାକିସ୍ତାନୀ ମହିଳା ଗିରଫ - ଏଲଓସି ଅତିକ୍ରମ କରିବା ଅଭିଯୋଗରେ ପାକିସ୍ତାନୀ ମହିଳା ଗିରଫ

ଜାମ୍ମୁ-କାଶ୍ମୀରର ପୁଞ୍ଚରେ ନିୟନ୍ତ୍ରଣ ରେଖା ପାର୍ କରି ପାକିସ୍ତାନୀ ମହିଳା ଗିରଫ । ଅଧିକ ପଢନ୍ତୁ

ପୁଞ୍ଚରେ ସୀମା ଡେଇଁ ପାକିସ୍ତାନୀ ମହିଳା ଗିରଫ
ପୁଞ୍ଚରେ ସୀମା ଡେଇଁ ପାକିସ୍ତାନୀ ମହିଳା ଗିରଫ
author img

By

Published : Jul 16, 2022, 3:12 PM IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରୁ ଜଣେ ପାକିସ୍ତାନୀ ମହିଳାଙ୍କୁ ଭାରତୀୟ ସେନା ଗିରଫ କରିଛି(Pakistani Woman arrested for crossing LoC) । ଏହି ମହିଳା ଜଣକ ପୁଞ୍ଚ ଅନ୍ତର୍ଗତ ଚକ୍ରା ଦା ବାଗ (Chakra da Bagh) ନିକଟରେ ନିୟନ୍ତ୍ରଣ ରେଖା ଅତିକ୍ରମ (LoC) କରିଥିଲେ । ଶୁକ୍ରବାର ରାତିରେ ତାଙ୍କୁ ଗିରଫ କରାଯାଇଛି । ମହିଳାଙ୍କ ନାମ ହେଉଛି ରୋଜିନା(୪୯) ଏବଂ ସେ ପାକିସ୍ତାନ ରାଜଧାନୀ ଇସଲାମବାଦ ଅନ୍ତର୍ଗତ ଫେରୋଜବନ୍ଦ ଅଞ୍ଚଳର ହୋଇଥିବା ଜଣାପଡିଛି ।

ବର୍ତ୍ତମାନ ତାଙ୍କୁ ସେନା ପଚରାଉଚରା କରୁଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଶୁକ୍ରବାର ରାତିରେ ଏହି ୪୯ ମହିଳା ଜଣକ ନିୟନ୍ତ୍ରଣ ରେଖା ପାର୍ କରି ଭାରତ ସୀମାରେ ପ୍ରବେଶ କରିଥିଲେ । ସେଠାରେ ସେନା ତାଙ୍କୁ ଗିରଫ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.