ETV Bharat / bharat

ଜମ୍ମୁ କାଶ୍ମୀରର ୧୬ଟି ସ୍ଥାନରେ NIAର ଚଢାଉ

ଜମ୍ମୁ କାଶ୍ମୀରରେ ଦିନକୁ ଦିନ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । ଆଜି NIA ପକ୍ଷରୁ ଜମ୍ମୁ କାଶ୍ମୀରର ୧୬ଟି ସ୍ଥାନରେ ରେଡ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Oct 10, 2021, 10:14 AM IST

ଜାମ୍ମୁ କାଶ୍ମୀରର ୧୬ଟି ସ୍ଥାନରେ NIAର ଚଢାଉ
ଜାମ୍ମୁ କାଶ୍ମୀରର ୧୬ଟି ସ୍ଥାନରେ NIAର ଚଢାଉ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଦିନକୁ ଦିନ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । ଆଜି ଏନଆଇଏ ପକ୍ଷରୁ ଜମ୍ମୁ କାଶ୍ମୀରର ୧୬ଟି ସ୍ଥାନରେ ରେଡ କରାଯାଇଛି । ଆଇଡି ଉଦ୍ଧାର ଓ ଭଏସ ଅଫ ହିନ୍ଦ ପତ୍ରିକା ପ୍ରକାଶନ ଲିଙ୍କ ନେଇ ଏ ଚଢାଉ କରାଯାଇଥିବା ଜଣାପଡିଛି । ଶ୍ରୀନଗର, ଅନନ୍ତନାଗ ଓ ବାରମୁଳା ଜିଲ୍ଲାରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି ।

ଅଲ ଇଣ୍ତିଆ ସେଣ୍ଟ୍ରିକ ଅନଲାଇନ ମାଗାଜିନ 'ଭଏସ୍ ଅଫ୍ ହିନ୍ଦ' । ଯାହା ଏକ ମାସିକ ଅନଲାଇନ ପତ୍ରିକା । ଏହାର ଉଦ୍ଦେଶ୍ୟ ହେଲା ଭାରତରେ କପୋରକଳ୍ପିତ ଅନ୍ୟାୟର ଏକ କାହାଣୀ ମାଧ୍ୟମରେ ହିଂସାକୁ ଉସକେଇବା, ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବା ପାଇଁ ଯୁବକଙ୍କ ପ୍ରୋସାହିତ କରିବା, ଦେଶ ବିରୋଧରେ ବିଚ୍ଛିନ୍ନତା ଓ ସାମ୍ପ୍ରଦାୟିକ ଘୃଣାର ଭାବନା ଜାଗ୍ରତ କରିବା ପାଇଁ ଯୁବକମାନଙ୍କୁ ଉତ୍ସାହିତ କରିବା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.