ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜିର ପ୍ରମୁଖ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
author img

By

Published : Dec 6, 2021, 7:10 AM IST

Updated : Dec 6, 2021, 7:26 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ବିଧାନସଭାର ସପ୍ତମ ଦିନ । ଶାସକ ଦଳକୁ ଘେରିବ ବିରୋଧୀ ।
  • ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସଙ୍ଗ । ଆଜି ଉତ୍ତର ରଖିବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।
  • ଆଜି ଭାରତ ଆସୁଛନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।
  • ପୁରୀରେ ରାଜ୍ୟପାଳ । ଆଜି କରିବେ ଜଗା ଦର୍ଶନ ।
  • ଆଜିଠୁ ରାଜ୍ୟରେ ପୁଷ୍ଟି ମହୋତ୍ସବ ଆରମ୍ଭ । 25 ହଜାର ଗାଁରେ ହେବ ଖାଦ୍ୟ ମେଳା ।
  • ଦେଶରେ ବଢୁଛି ଓମିକ୍ରନ ମାମଲା । ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।
  • ଆଜି ଶହୀଦ ଜୟୀ ରାଜଗୁରୁଙ୍କ ବଳିଦାନ ଦିବସ ।
  • ଆଜି ରାଧାନାଥ ରଥଙ୍କ ଜୟନ୍ତୀ ।
  • ଟଳିଲା ଜୱାଦ ବିପଦ । ଆଜିଠାରୁ ପାଗ ଶୁଖିଲା ।
  • ଆଜିଠାରୁ ଗଣ୍ଡରପୁର କପ୍ ଫୁଟବଲ । 7 ଦିନ ଧରି ଚାଲିବ ଟୁର୍ଣ୍ଣାମେଣ୍ଟ ।

Last Updated : Dec 6, 2021, 7:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.