ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ନ୍ୟୁଜ ଟୁଡେ

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Jun 4, 2021, 7:28 AM IST

Updated : Jun 4, 2021, 7:52 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘କାଉନସିଲ ଅଫ୍ ସାଇଣ୍ଟଫିକ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ସୋସାଇଟି’ ସହ ଭିସି ଯୋଗେ କରିବେ ବୈଠକ । ପ୍ରଧାନମନ୍ତ୍ରୀ ମୋଦି ବୈଠକର ଅଧ୍ୟକ୍ଷତା ଭାର ସମ୍ଭାଳିବେ ।

2. 50 ହଜାର କୋଟି ଟଙ୍କାର ଟେଣ୍ଡର ଡାକିବ ଭାରତୀୟ ନୌସେନା । ଏନେଇ ଆଜି ବସିବ ବୈଠକ ।

3. ଆଜି ନୟାଗଡରେ ଖୋଲିବ କୋରୋନା ସ୍ବାସ୍ଥ୍ୟଯତ୍ନ କେନ୍ଦ୍ର ।

4. ସ୍ଥଳସେନା ମୁଖ୍ୟ ମୁକୁନ୍ଦ ନରଓ୍ବାଣେଙ୍କ କାଶ୍ମୀର ଗସ୍ତର ଆଜି ଦ୍ବିତୀୟ ଦିନ ।

5. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ କୋରୋନା ସ୍ଥିତି ନେଇ କରିପାରନ୍ତି ବୈଠକ ।

6. ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋରୋନା ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ କରିପାରନ୍ତି ଆଲୋଚନା ।

7. ଆଜିଠୁ ବାତିଲ ହେଲା 12 ପାସେଞ୍ଜର ଟ୍ରେନ । ଆସନ୍ତା 20 ଯାଏଁ ଟ୍ରାକରେ ଗଡିବନି ଏସବୁ ଟ୍ରେନ ।

8. ଗୁରୁବାର ମଧ୍ୟ ବାହାରିପାରଲାନି ଯୁକ୍ତ ଦୁଇ ପରୀକ୍ଷା ବାତିଲ ନେଇ ନିଷ୍କର୍ଷ । ଆଜି ପୁଣି ବସିପାରେ ବୈଠକ ।

9. ଆଜି ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ମୌସୁମୀ ବାୟୁ କେରଳ ଛୁଇଁବା ପ୍ରଭାବରେ ବର୍ଷା ହେବା ନେଇ ପୂର୍ବାନୁମାନ ।

10. ଆଜି କଣ୍ଟିଲୋ ନୀଳମାଧବଙ୍କ ଭଉଁରି ଯାତ, ବନ୍ଦ ରହିବ ଚାଚେରି ଭୋଗ ।

Last Updated : Jun 4, 2021, 7:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.