ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 10, 2021, 7:14 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ରାଜ୍ୟରେ 669 କେନ୍ଦ୍ରରେ ଦିଆଯିବ ଟିକା । ବାଲେଶ୍ବର ଓ ଦେବଗଡ଼ରେ ଟୀକାକରଣ ବନ୍ଦ ।

2. ଆଜି କଟକର ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ମେଗା ଭ୍ୟାକ୍ସିନେସନ । 2ୟ ଡୋଜ ଟିକା ନେବେ 45 ବର୍ଷରୁ ଊର୍ଦ୍ଧ୍ବ ଜିଲ୍ଲାବାସୀ ।

3. MKCGରେ ନିର୍ମାଣ ହେଉଛି ଲିକୁଇଡ ଅକ୍ସିଜେନ ପ୍ଲାଣ୍ଟ । ଟାଙ୍କର ସ୍ଥାପନ ପାଇଁ ଆଜି ପହଞ୍ଚିବ ପଶ୍ଚିମବଙ୍ଗର 10 ଜଣିଆ ଟିମ ।

4. କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁଁ ଆଜି ପୂର୍ବତଟ ରେଳପଥର 6ଟି ସ୍ବତନ୍ତ୍ର ଟ୍ରେନ ବାତିଲ ।

5. ମହାମାରୀ ସମୟରେ କେନ୍ଦ୍ରର ଜରୁରୀକାଳୀନ ସେବା ଯୋଗାଣ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି ।

6. ଆଜି ଶପଥ ନେବେ ମମତାଙ୍କ 3ୟ ପାଳିର ପ୍ରଥମ କ୍ୟାବିନେଟ । 43 ସଦସ୍ୟ ହୋଇପାରନ୍ତି ସାମିଲ।

7. ଆଜି ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବ ଶର୍ମା ।

8. ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ । 5ଟି ବିଧାନସଭା ନିର୍ବାଚନ ଫଳାଫଳ ଉପରେ ହେବ ସମୀକ୍ଷା ।

9. ହରିୟାଣାରେ କୋରୋନା ସ୍ଥିତି ଅସମ୍ଭାଳ । ଆଜିଠୁ ମେ 17 ଯାଏଁ ପୁଣି ବଢିଲା ଲକଡାଉନ ।

10. ଆଜିଠୁ ତାମିଲନାଡୁ ଓ ପୁଡୁଚେରୀରେ 14 ଦିନିଆ ଲକଡାଉନ ଆରମ୍ଭ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.