ETV Bharat / bharat

Navys Presidential Fleet Review: ବିଶାଖାପଟନମରେ ପହଞ୍ଚିଲେ ରାଷ୍ଟ୍ରପତି

author img

By

Published : Feb 20, 2022, 10:13 PM IST

ବିଶାଖାପଟନମରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ନୌସେନାର ପ୍ରେସିଡେଣ୍ଟାଲ ଫ୍ଲିଟ ରିଭ୍ୟୁ କାର୍ଯ୍ୟକ୍ରମରେ ହେବେ ସାମିଲ । ଅଧିକ ପଢନ୍ତୁ

Navys Presidential Fleet Review: ବିଶାଖାପଟନମରେ ପହଞ୍ଚିଲେ ରାଷ୍ଟ୍ରପତି
Navys Presidential Fleet Review: ବିଶାଖାପଟନମରେ ପହଞ୍ଚିଲେ ରାଷ୍ଟ୍ରପତି

ଅମରାବତୀ: ବିଶାଖାପାଟନମରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ରାଷ୍ଟ୍ରପତି ବିମାନବନ୍ଦରରେ ଅବତରଣ କରିବା ପରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନମୋହନ ରେଡ୍ଡୀ ଏବଂ ଅନ୍ୟ କିଛି ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ । ଆସନ୍ତାକାଲି (ଫେବୃଆରୀ 21) ରେ ରାଷ୍ଟ୍ରପତି ନୌସେନାର ପ୍ରେସିଡେଣ୍ଟାଲ ଫ୍ଲିଟ ରିଭ୍ୟୁ କାର୍ଯ୍ୟକ୍ରମରେ ସାମିଲ ହେବେ ।

ଆସନ୍ତାକାଲି ହେବାକୁ ଥିବା ନୌସେନା ଅଭ୍ୟାସରେ 44 ରୁ ଅଧିକ ନୌସେନାର ଯୁଦ୍ଧ ଜାହାଜ, ବୁଡ଼ାଜାହାଜ କୋଷ୍ଟଗାର୍ଡ ସମେତ 50ରୁ ଅଧିକ ବିମାନର ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସପରିବାର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.