ETV Bharat / bharat

Delhi MCD Election: ଡିସେମ୍ବର ୪ରେ ଦିଲ୍ଲୀ ପୌରପାଳିକା ନିର୍ବାଚନ

author img

By

Published : Nov 4, 2022, 4:55 PM IST

ଦିଲ୍ଲୀ ପୌରପାଳିକା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଡିସେମ୍ବର ୪ ତାରିଖରେ ଦିଲ୍ଲୀ ପୌରପାଳିକା ଭୋଟିଂ । ଅଧିକ ପଢ଼ନ୍ତୁ

Municipal Corporation of Delhi election schedule announced by chief election commissioner
MCD Election: ଡିସେମ୍ବର ୪ ତାରିଖରେ ଦିଲ୍ଲୀ ପୌରପାଳ ନିର୍ବାଚନ

ନୂଆଦିଲ୍ଲୀ: ଦିଲ୍ଲୀ ପୌରପାଳିକା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଡିସେମ୍ବର ୪ ତାରିଖରେ ଦିଲ୍ଲୀ ପୌରପାଳିକା ଭୋଟିଂ ହେବ MCD (Municipal Corporation of Delhi) । ଏହାକୁ ନେଇ ଦିଲ୍ଲୀ ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

ଦିଲ୍ଲୀ ପୌରପାଳିକା ନିର୍ବାଚନ ପାଇଁ ନଭେମ୍ବର ୭ ତାରିଖରୁ ନାମାଙ୍କନ ଦାଖଲ ଆରମ୍ଭ ହେବ । ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ଆଶାୟୀ ପ୍ରାର୍ଥୀ । ନଭେମ୍ବର ୧୯ ତାରିଖ ସୁଧା ନାମାଙ୍କନ ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ ।

ଏହାପର ଡିସେମ୍ବର ୪ ତାରିଖରେ ଦିଲ୍ଲୀ ପୌରପାଳିକା ପାଇଁ ମତଦାନ କରିବେ ଭୋଟର । ଡିସେମ୍ବର ୭ ତାରିଖରେ ଭୋଟ ଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ଏହାକୁ ନେଇ ଦିଲ୍ଲୀ ମୁଖ୍ୟ ନିର୍ବାଚନ କମିଶନର ବିଜୟ ଦେବ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.